ଜ୍ୟୋତିଷ

ଏହି 3ଟି ରାଶିର ଝିଅ ହୋଇଥାନ୍ତି ଗଙ୍ଗା ପରି ପବିତ୍ର…

Astrology
ଏହି 3ଟି ରାଶିର ଝିଅ ହୋଇଥାନ୍ତି ଗଙ୍ଗା ପରି ପବିତ୍ର…
October 23, 2020

आप शायद यें पसंद करें

ବନ୍ଧୁଗଣ କୁହା ଯାଇଥାଏ ପ୍ରକୃତ ଭଲ ପାଇବା କେବେ କାହାକୁ ମିଳି ପାରି ନଥାଏ ପରନ୍ତୁ ଯାହାକୁ ମିଳି ଥାଏ ସେମାନେ ଅତ୍ୟନ୍ତ ଖୁସି ହୋଇଥାନ୍ତି । ଏହି କାରଣ ରୁ ସମସ୍ତେ ପ୍ରକୃତ ଭଲ ପାଇବା ପାଇଁ ଖୋଜୁଛନ୍ତି । ସମସ୍ତେ ଚାହାନ୍ତି କି ତାଙ୍କର ଜୀବନ ରେ ଏମିତି ଜଣେ ମଣିଷ ଆସୁ ଯିଏ କି ସେମାନଙ୍କୁ ବହୁତ ଭଲ ପାଇବା ଦେଉଥିବ।

କିନ୍ତୁ ଅଧିକ ଥର ଦେଖିବାକୁ ମିଳିଛି ସେମାନ ଙ୍କର ପ୍ରେମ ଅଧା ହୋଇ ରହି ଯାଇ ଥାଏ କିଛି ନା କିଛି କାରଣ ରୁ ତାଙ୍କର ପ୍ରେମ ରେ ଧୋକା ପ୍ରାପ୍ତ ହୋଇଥାଏ । ଅଧିକ ରୁ ଅଧିକ ପ୍ରେମ ରେ ଝିଅ ମାନେ ପୁଅ ମାନଙ୍କୁ ଧୋକା ଦେଇ ଥାନ୍ତି ।

 

recommended by

Honda Elevate
Unveiling The New Elevate Signature Black Edition
Success in a new color. The Elevate Signature Black Edition. #ShineInBlack
Book now

ଆମର ଶାସ୍ତ୍ର ରେ କିଛି ଏମିତି ମହିଳା ମାନଙ୍କ ବିଷୟ ରେ କୁହା ଯାଇଛି କି ସେମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି । ଯେତେ ପର୍ଯ୍ୟନ୍ତ ତାଙ୍କର ଜୀବନ ରେ ବହୁତ ବଡ ଝଡ ନ ଆସିଥାଏ , ସେତେ ପର୍ଯ୍ୟନ୍ତ ସେମାନେ ତାଙ୍କର ପ୍ରେମିକା ଙ୍କ ର ହାତ ଛାଡି ନଥାନ୍ତି ।

ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି କି କିଛି ମଣିଷ ମାନଙ୍କର ନଜର ଏବଂ କଥା ରୁ ଜଣା ପଡି ଥାଏ କି ସେମାନେ କେଉଁ ପ୍ରକାର ର ମଣିଷ । ଆଜି ଆମେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କହିବାକୁ ଯାଉଛୁ ଏମିତି ଦୁଇ ରାଶି ର ମହିଳା ଙ୍କ ବିଷୟ ରେ ଯେଉଁ ମାନେ କି ଗଙ୍ଗା ପରି ତାଙ୍କର ମନ ମଧ୍ୟ ନିର୍ମଳ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି ଦୁଇ ରାଶି ର ମହିଳା ମାନଙ୍କ ବିଷୟ ରେ –

1. କନ୍ୟା ରାଶି – ଏହି ରାଶି ର ମହିଳା ମାନଙ୍କ ଉପରେ ଆପଣ ଆଖି ବନ୍ଦ କରି ତାଙ୍କ ଉପରେ ବିଶ୍ୱାସ କରି ପାରିବେ । ଏହି ରାଶିର ମହଳା ମାନେ ବହୁତ ଶାନ୍ତ ସଭାବ ର ହୋଇ ଥାନ୍ତି । ଏହି ରାଶିର ମହିଳା ମାନେ ତାଙ୍କର ପ୍ରେମିକ ଙ୍କୁ ବହୁତ ଭଲ ପାଇ ଥାନ୍ତି ଏବଂ ସେମାନେ ଦରକାର ପଡିଲେ ତାଙ୍କର ପ୍ରେମିକ ଙ୍କ ପାଇଁ ସବୁ କିଛି କରି ପାରନ୍ତି । ସେମାନେ କେବେ ବି ଧୋକା ଦେଇ ନ ଥାନ୍ତି । ଏହି ରାଶିର ଝିଅ ମାନେ ତାଙ୍କର ମାତା ପିତା ଙ୍କ ପାଇଁ ବହୁତ ସମ୍ମାନ ଜନକ କାମ କରି ଥାନ୍ତି । ଯାହା ଦ୍ୱାରା ତାଙ୍କର ମାତା ପିତା ତାଙ୍କର ଝିଅ ପାଇଁ ଗର୍ବ ଅନୁଭବ କରନ୍ତି । ଏହି ରାଶିର ମହିଳା ମାନେ କେବେ ବି ନିଜ ର ସ୍ୱାର୍ଥ ପାଇଁ କାମ କରନ୍ତି ନାହିଁ । ଏମାନେ ତାଙ୍କ ଜାବନ ରେ ସମସ୍ତ ଙ୍କ ପ୍ରତି ସମ୍ମାନ ଏବଂ ଭଲ ପାଇବା ଦେଇ ଥାନ୍ତି ।

2. କୁମ୍ଭ ରାଶି – ଏହି ରାଶି ର ମହିଳା ମାନଙ୍କ ଉପରେ ମଧ୍ୟ ଆପଣ ଆଖି ବନ୍ଦ କରି ତାଙ୍କ ଉପରେ ବିଶ୍ୱାସ କରି ପାରିବେ । ଏହି ରାଶିର ମହଳା ମାନେ ମଧ୍ୟ ବହୁତ ଶାନ୍ତ ସଭାବ ର ହୋଇ ଥାନ୍ତି । ଏହି ରାଶିର ମହିଳା ମାନେ ତାଙ୍କର ପ୍ରେମିକ ଙ୍କୁ ବହୁତ ଭଲ ପାଇ ଥାନ୍ତି ଏବଂ ସେମାନେ ଦରକାର ପଡିଲେ ତାଙ୍କର ପ୍ରେମିକ ଙ୍କ ପାଇଁ ସବୁ କିଛି କରି ପାରନ୍ତି । ସେମାନେ କେବେ ବି ଧୋକା ଦେଇ ନ ଥାନ୍ତି । ଏହି ରାଶି ର ମହିଳା ମାନେ ବହୁତ ଭାବୁକ ହୋଇ ଥାନ୍ତି , ତେଣଉ ଏମାନେ ତାଙ୍କର ପ୍ରେମିକା ଙ୍କୁ ନେଇ ବହୁତ ଆଗକୁ ବହୁତ କିଛି ଭାବି ଥାନ୍ତି ।

3. ବିଛା ରାଶି । – ଏହି ରାଶି ର ଝିଅ ମାନେ ସବୁ ବେଳେ ଦେଖିବା ପାଇଁ ବହୁତ ପରିମାଣ ରେ ସୁନ୍ଦର ହୁଅନ୍ତୁ ଏମାନେ କେବେ ବି ଅନିଶ୍ଟ ଚିନ୍ତା କରନ୍ତି ନାହିଁ । ଏମାନେ ସବୁ ବେଳେ ରାଗି ଲୋକ ମାନଙ୍କୁ ଶାନ୍ତ କରି ଦେଇ ଥାନ୍ତି । ଏମାନେ ଲୋକ ମାନଙ୍କୁ ଆକର୍ଶିତ କରିବାରେ ମାହିର୍ ହୁଅନ୍ତିୁ । ବହୁତ ସରଳତା ଏମାନଙ୍କ ମଧ୍ୟ ରେ ଭରି ହୋଇ ରହି ଥାଏ । ଏମାନେ ସବୁ ବେଳେ ଅନ୍ୟ ର ଶୁଭ ମନାଶନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କହିବୁ କି । ଏହି ରାଶି ର ଝିଅ ମାନେ ଗଙ୍ଗା ଭଳି ପବିତ୍ର ହୁଅନ୍ତି ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button