ଦେଶ- ବିଦେଶ

ଦାନ୍ତ ମୋତି ଭଳି ଚମକିବ କେବଳ ଦୁଇ ମିନିଟରେ ଆପଣାନ୍ତୁ ଏହି ଚମତ୍କାରୀ ଉପାୟ କ୍ଷୀର ଭଳି ଚମକିବ

ଦର୍ଶକ ବନ୍ଧୁ ଯଦି ଆପଣଙ୍କ ଦାନ୍ତ ସଫା ହୁଏ ନାହିଁ ଓ ଆପଣଙ୍କୁ ହସିବାକୁ ଲାଜ ଲଗିତହେ ତାହେଲେ ଆଜି ଉପଚାର ଟି ଆପଣଙ୍କ ପାଇଁ ନିହାତି ଆବଶ୍ୟକ ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ ଯାହା ଆପଣଙ୍କ ହଳଦିଆ ଦାନ୍ତକୁ ଦୁଇ ମିନିଟ ମଧ୍ୟରେ ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ ।

ଏହି ଉପଚରୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକତା ପଡ଼ିବ ତାହା ଅଟେ ଜିରା ପ୍ରଥମେ ଆପଣ ଏହି ଜିରା କୁ ଗୁଣ୍ଡ କରିଦିଅନ୍ତୁ ଏହା ଗୁଣ୍ଡ ହେବା ପରେ ଆପଣ ଏଥିରେ ଏକ ଚମକ ଖାଇବା ସୋଡ଼ା ମିଶାନ୍ତୁ ଏହାକୁ ଭଲ ଭାବେ ମିଶାଇବା ପରେ ଆପଣ କିଛି ପୁଡ଼ିନା ପତ୍ର ଏହି ଉପଚାର ରେ ମିଶାନ୍ତୁ |

ଯାହା ଆପଣଙ୍କ ମୁହଁର ଦୂର୍ଗଗନ୍ଧକୁ ସୁଗନ୍ଧରେ ପରିଣତ କରିଦେବ ସରେ ଆପଣ ଏହି ଉପଚାରରେ ଏକ ଲେମ୍ବୁକୁ କାଟି ମିଶାଇ ଦିଅନ୍ତୁ ଏବେ ପ୍ରତୁତ ହୋଇଗଲା ଆପଣଙ୍କ ଉପଚାର ଏବେ ଆପଣ ଏହାକୁ ସପ୍ତାହରେ ୩ ଥର ରାତିରେ ଶୋଇବା ପୂର୍ବରୁ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ହୀରା ଖଣ୍ଡ ଭଳି ସଫା ଓ ଚିକ୍ ଚିକ୍ କରିବାକୁ ଲାଗିବ ।

 

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button