ଜ୍ୟୋତିଷ

ମାସକୁ କେତେ ଥର ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଶା-ରୀ-ରି-କ ସମ୍ପର୍କ ରଖିବା ଉଚିତ୍ ହୋଇଥାଏ ,ସବୁ ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଯଦି ଠିକ୍ ଭାବେ ମାନି ଚାଲି ଟେନ୍ତି ତାହେଲେ ଆପଣଙ୍କ ଜୀବନରେ କେବେ ହେଲେ ଧନର ଅଭାବ ରହିବ ନାହିଁ ।

(୧) ଯେଉଁ ନାରୀ ସ୍ବାମୀଙ୍କୁ ଦେବତା ଭଳି ପୂଜା କରେ ଏବଂ ମନଜାଣି ସେବା କରେ ତାକୁ ସର୍ବଦା ଦେବାଦେବୀଙ୍କ ଆଶୀର୍ବାଦ ମିଲିଥାଏ ।

(୨) ଯେଉଁ ମହିଳାଙ୍କ ନାକ ଅଗ୍ରଭାଗରେ କଳାଜାଇ ଦେଖାଯାଏ ସେଇ ମହିଳା ସୌଭାଗ୍ୟବତୀ ହୋଇଥାଆନ୍ତି।

(୩) ଯେଉଁ ମହିଳାମାନଙ୍କର କପାଳରେ କଳାଜାଇ ରହିଥାଏ ସେହି ମହିଳାମାନେ ଧନବାନ୍ ଓ କୀର୍ତିବାନ୍ ହୁଅନ୍ତି ।

(୪) ଯେଉଁ ମହିଳାମାନଙ୍କର ନାକ ଚେପଟା ସେହି ମହିଳାମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇଥାଆନ୍ତି ।

(୫) ଯେଉଁ ମହିଳାମାନଙ୍କର ଚାଲି ହାତୀ ଚାଲିଲା ପରି ଝୁଲି ଝୁଲି ଚାଲୁଥାନ୍ତି ସେହି ମହିଳାମାନେ ସୌଭାଗ୍ୟ ଲକ୍ଷ୍ମୀ ଓ ସୌଭାଗ୍ୟବତୀ ହୋଇଥାଆନ୍ତି ।

(୬) ଯେଉଁ ମହିଳାଙ୍କର ପାଦରେ ଅନାମିକା ଆଙ୍ଗୁଳି ନଥାଏ ସେହି ମହିଳାମାନେ କଳିହୁଡ଼ି ହୁଅନ୍ତି ସେମାନେ ମଧ୍ଯ ସ୍ବାମୀଦ୍ରୋହୀ ହୋଇଥାନ୍ତି ।

(୭) ଯେଉଁ ମହିଳାଙ୍କର ପାଦର ମଧ୍ୟମା ଆଙ୍ଗୁଳି ଯଦି ଭୂମିରେ ଲାଗୁ ନଥାଏ ତେବେ ଜାଣିବ ଯେ ସେଇ ମହିଳାଙ୍କର ଦୁଇ ଦୁଇଟା ସ୍ବାମୀ ହେବେ ।

(୮) ଯେଉଁ ମହିଳାଙ୍କ ପାଦ ଚିକ୍କଣ, ନଖ ତମ୍ବାରଙ୍ଗ ପରି ତଳି ପାଦରେ ମାଛ ଆଙ୍କୁଶ ଓ ଚକ୍ରଚିହ୍ନ ଥାଏ ସେମାନେ ସାକ୍ଷାତ ଲକ୍ଷୀ ହୋଇଥାଆନ୍ତି ।

(୯) ଯେଉଁ ମହିଳାଙ୍କର କାଣି ଆଙ୍ଗୁଠି ଭୂଇଁରେ ଲାଗେ ନାହିଁ ସେହି ମହିଳା ପ୍ରଥମ ବିବାହିତ ସ୍ବାମୀଙ୍କୁ ବିନାଶ କରେ ।

(୧୦) ଯେଉଁ ମହିଳାଙ୍କ ଗୋଇଠି ଓ ପାଦ ଅଳ୍ପ ଉଚ୍ଚ ଥାଏ ଓ ପାଦ ତଳେ ଚକ୍ର, ମାଛ ଓ ପଦ୍ମ ଓ ଲଙ୍ଗଳ ଚିହ୍ନ ଥାଏ ସେହି ମହିଳାମାନେ ରାଜପନ୍ଥୀ ହୋଇଥାଆନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button