ସ୍ୱାସ୍ଥ୍ୟ

ଶରୀରରେ ବିଷ ଭଳି କାମ କରେ ଚାଉମିନ୍, ଏହି ପୋଷ୍ଟକୁ ପଢିଲା ପରେ ଆପଣ ଚାଉମିନ୍ ଖାଇବା ଛାଡିଦେବେ

ଚାଉମିନ୍ ଯାହା କି ଏକ ଫାଷ୍ଟ ଫୁଡ ଅଟେ। ଆଉ ଚାଉମିନକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। କିଏ ଭେଜ ଚାଉମିନ୍ ଖାଏ ତ କିଏ ସେଥିରେ ଅଣ୍ଡା ପକେଇକି ଖାଇବାକୁ ଭଲ ପାଇଥାନ୍ତି। ତେବେ ଆସନ୍ତୁ ଆମେ ଆପଣଙ୍କୁ ସେହି ଚାଉମିନ ବିଷୟରେ କିଛି ବତେଇବୁ ଯାହାକୁ ପଢିଲା ପରେ ଆପଣ ଚାଉମିନ୍ ଖାଇବା ଛାଡିଦେବେ।

ରାସ୍ତା କଡରେ ଆଉ ହୋଟେଲ ମାନଙ୍କରେ ଆମେମାନେ ଚାଉମିନ୍ ଖାଇଥାଉ ହେଲେ କଣ ଆପଣ ଜାଣିଛନ୍ତି। ସେହି ଚାଉମିନ୍ ଆମ ପାଇଁ କେତେ କ୍ଷତିକାରକ ହୋଇଥାଏ।

ହାଡ ଦୁର୍ବଳ କରିଥାଏ। ବହୁତ୍ ଲୋକଙ୍କୁ ଜଣା ନାହିଁ ଯେ ଚାଉମିନରେ ଅଜିନୋମୋଟୋ ନାମକ ତତ୍ତ୍ବ ଥାଏ ଯାହା କି ହାଡକୁ ଦୁର୍ବଳ କରିବାର କାମ କରିଥାଏ। ଯଦି ଆପଣ ଅତ୍ୟଧିକ ଚାଉମିନ୍ ଖାଉଛନ୍ତି ତାହାଲେ ଆପଣଙ୍କ ହାତ ଦୁର୍ବଳ ହେବାର ଅଧିକ ସମ୍ଭାବନା ଅଛି।

ମୋଟାପଣ ବଢେଇ ଥାଏ। ଯେଉଁମାନେ ପ୍ରତିଦିନ ଚାଉମିନ୍ ଖାଇଥାନ୍ତି ତାଙ୍କ ଶରୀରରେ ଚର୍ବି ଜମା ହୋଇଯାଇଥାଏ। ଯାହା ଦ୍ୱାରା ଆଗକୁ ଭବିଷ୍ୟତରେ ଅନେକ ରୋଗର ସାମନା କରିବାକୁ ପଡିପାରେ। ଚାଉମିନ ଖାଇବା ଦ୍ୱାରା କ୍ୟାନସର ଭଳି ବଡ ରୋଗ ମଧ୍ୟ ହେବାର ସମ୍ଭାବନା ଥାଏ। ରାସ୍ତା କଡରେ ମିଳୁଥିବା ଚାଉମିନରେ ଦୋକାନୀ ଚାଇନା ଲୁଣର ବ୍ୟବହାର କରିଥାନ୍ତି ଯାହା ଆମ ଶରୀର ପାଇଁ ଯମାରୁ ବି ଭଲ ହୋଇନଥାଏ ଏହା ଦ୍ଵାରା ଆମ ପେଟରେ ଘା ହେବାର ସମ୍ଭାବନା ଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button