ଜ୍ୟୋତିଷ

ଏହି 4 ଟି ମାସରେ ଜନ୍ମ ହୋଇଥିବା ଝିଅ ଅତ୍ୟନ୍ତ ଭାଗ୍ଯଶାଳୀ, ହୋଇଥାନ୍ତି ସାକ୍ଷାତ ମା’ଲକ୍ଷ୍ମୀଙ୍କ ରୂପ

ନମସ୍କାର ବନ୍ଧୁଗଣ । ଝିଅ ଜନ୍ମ ହେଇଥିବା ଘର ସ୍ଵୟଂ ମା ‘ ଲକ୍ଷ୍ମୀଙ୍କ ଉପସ୍ଥିତି ର ଅନୁଭବ ହୋଇଥାଏ । କାରଣ ଶାସ୍ତ୍ର ଅନୁସାରେ ଝିଅମାନେ ହେଉଛନ୍ତି ମା ‘ ଲକ୍ଷ୍ମୀଙ୍କ ଅବତାର । ଝିଅମାନେ ଯେଉଁ ଘରେ ଜନ୍ମ ଗ୍ରହଣ କରିଥାନ୍ତି । ସେହି ଘରେ ସୁଖ, ସମବୃଦ୍ଧି ସବୁବେଳେ ବାସ କରିଥାଏ ॥ ପ୍ରାଚୀନ କାଳର ଲୋକମାନଙ୍କ ମତ ଅନୁଯାୟୀ ଝିଅ ଜନ୍ମକୁ ବୋଝ ମନେ କରୁଥିଲେ । କାରଣ ଝିଅ ବିବାହ କରି ଆଉ ଜଣକ ଘରକୁ ଚାଲିଯାଇଥାଏ ।

 

ମାତ୍ର ପୁଅ ଯଦି ଜନ୍ମ ହୁଏ ତେବେ ପିତାର ବଂଶ କୁ ଆଗକୁ ନେଇକି ଯାଇଥାଏ । ଏଭଳି ଚିନ୍ତା ଧାରା ବିଶିଷ୍ଟ ଲୋକମାନେ ରହୁଥିଲେ । ମାତ୍ର ଶାସ୍ତ୍ରଗତ ଭାବରେ ଦେଖିଲେ ଝିଅ ଜନ୍ମକୁ ବହୁତ ଶୁଭ ମାନା ଯାଉଛି । ପୁରୁଷ କେବଳ ଗୋଟେ କୁଳକୁ ରକ୍ଷା କରିଥାଏ । ମାତ୍ର ଝିଅ ବାପା ଘର ଓ ଶଶୁର ଘର କୁ ଉଦ୍ଧାର କରିଥାଏ । ଝିଅ ବିବାହ ପରେ ମଧ୍ୟ ବାପାମା ଙ୍କୁ ଛାଡି ପାରିନଥାଏ । ଝିଅ ଉଭୟ ଘରର କର୍ତ୍ତବ୍ୟକୁ ସମାନ ଭାବରେ କରିଥାଏ ।

ଝିଅମାନେ ଯେଉଁ ଘରେ ବି ରୁହନ୍ତି ସେହି ଘରକୁ ତାଙ୍କ ହସ ଖୁସିରେ ଭରି ଦିଅନ୍ତି । ଜଣେ ମହିଳା ଚାହିଲେ ଘରକୁ ସ୍ଵର୍ଗ କରିଥାଏ ନଚେତ୍ ସ୍ଵ ହସ୍ତରେ ନରକ ରେ ପରିଣତ କରିପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କ ଜନ୍ମ ସହିତ ତାଙ୍କ ଜନ୍ମ ମାସ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଏହି ମାସରେ ଜନ୍ମିତ ହୋଇଥିବା ଝିଅମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନଙ୍କୁ ଭଲ ଶଶୁର ଘର ମିଳିଥାଏ ।

ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହି ମାସରେ ଜନ୍ମିତ ଝିଅମାନେ ତେବେ ଆସନ୍ତୁ ଜାଣିବା ସେହି ଭାଗ୍ଯବାନ ଝିଅମାନଙ୍କ ବିଷୟରେ । 1- ଫେବୃୟାରି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ବିନମ୍ରତା, ଧୋର୍ଜ୍ୟଶୀଳ ହୋଇଥାନ୍ତି । ଏମାନଙ୍କ ବିବାହ ପରେ ଭଲ ଶଶୁର ଘର ମିଳିଥାଏ । ଏମାନଙ୍କ ଗ୍ରହ ଚାଳନ ଏମାନଙ୍କ ପରିବାରକୁ ଲାଭ ଆଣିଥାଏ । ଏମାନେ ଯାଇଥିବା ଘରେ ସୁଖ ସମବୃଦ୍ଧି ବୃଦ୍ଧି ହୋଇଥାଏ ।

 

ଏମାନେ ବାପ ଘର ଓ ଶାଶୁ ଘର ପାଇଁ ବହୁତ ଶୁଭ ହୋଇଥାନ୍ତି । 2- ଏପ୍ରିଲ ମାସରେ ଜନ୍ମିତ ଝିଅମାନେ ମା ‘ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଏମାନଙ୍କ ଚିନ୍ତା ଧାରା ଉନ୍ନତ କୋଟିର ହୋଇଥାଏ । ଏମାନେ ଶାଶୁ ଘରେ ନିଜ ସ୍ଵତନ୍ତ୍ର ସ୍ଥାନ ଗଠନ କରିଥାନ୍ତି । ଶାସ୍ତ୍ର ଅନୁସାରେ ଏହି ମାସ ବହୁତ ଶୁଭ ହୋଇଥାଏ । 3- ଜୁନ୍ ମାସରେ ଜନ୍ମିତ ଝିଅ ଅତ୍ୟଧିକ ଶୁଭ ହୋଇଥାନ୍ତି ।

ଏମାନେ ଅଧିକ ପରିଶ୍ରମୀ ଏବଂ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅକ୍ଲାନ୍ତ ଚେଷ୍ଟା କରି ତାହାକୁ ହାସଲ କରିଥାନ୍ତି । 4- ସେପ୍ଟେମ୍ବର – ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଭାଗ୍ଯବାନ ହୋଇଥାନ୍ତି । ଏମାନେ ନିଜର ଭାଗ୍ୟବଳରେ ସବୁ କିହୀ ହାସଲ କରିଥାନ୍ତି । ଏପରି ଝିଅମାନଙ୍କ ବିବାହ ଧନୀ ବର ପତ୍ର ସହ ହୋଇଥାଏ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button