କ୍ଷୀର ଉତୁରି ତଳେ ଆସି ପଡିବା, କ’ଣ ଦେଇଥାଏ ବଡ ସଙ୍କେତ ! କ୍ଷୀର ଉତୁରିବାର ଅର୍ଥ ଜାଣନ୍ତୁ –
ବନ୍ଧୁଗଣ ଯେତେବେଳେ ବି କୌଣସି ପ୍ରାଣୀ ଜନ୍ମ ହୋଇଥାଏ ସେ ପ୍ରଥମେ ତାର ମା’ ର କ୍ଷୀର ପ୍ରଥମ ଖାଦ୍ୟ ବା ପାନୀୟ ଭାବରେ ଗ୍ରହଣ କରିଥାଏ । ତେଣୁ କ୍ଷୀରକୁ ଅମୃତ ସହିତ ସମାନ କରାଯାଇଅଛି । ଯାହାକୁ ଆମେ ଦେବକାର୍ଯ୍ୟ କରିବା ସମୟରେ ପଞ୍ଚାମୃତ ତିଆରି କରିବା ପାଇଁ ବ୍ୟବହାର କରିଥାଉ । ସାଧାରଣତଃ କ୍ଷୀରରେ ୭୫ ଭାଗ ଜଳ ରହିଥାଏ ।ଅବଶିଷ୍ଟ ରେ କଠିନ ଉପାଦାନ ଯେମିତିକି ଖାଦ୍ୟ ସର ଏବଂ ଖଣିଜ ଲବଣ ରହିଥାଏ ।
ସାଧାରଣତଃ ଗାଈ ବା ମଇଁଷି ର କ୍ଷୀର ବ୍ୟବହାର କରିଥାଉ । ଶାସ୍ତ୍ର ଅନୁସାରେ କ୍ଷୀର କୁ ନେଇ ଅନେକ ତତ୍ତ୍ଵ ଉଲେଖ ରହିଛି । ଯେମିତିକି କ୍ଷୀର ହାତରୁ ଖସି ପଡିବା, ହାଣ୍ଡିରୁ କ୍ଷୀର ଉତୁରି ପଡ଼ିବା ଏବଂ ସିକ୍କା ରୁ କ୍ଷୀର ଠେକି ଛିଡି ଖସି ପଡିବା । ଏହା ପଛରେ ରହିଛି କିଛି ରହସ୍ୟମୟ କଥା । ତେବେ ଆଜି ଆମେ ଜାଣିବା ଯେ କ୍ଷୀର ଫୁଟାଇବା ସମୟରେ କ୍ଷୀର ଉତୁରି ତଳେ ପଡିଯିବାର ଅର୍ଥ କଣ ହୋଇଥାଏ । ଏହା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।କ୍ଷୀର ଉତୁରି ତଳେ ପଡିଯିବାରୁ ଏହାର ୪ ଟି ଅର୍ଥ ରହିଛି ।
୧- ଶାସ୍ତ୍ର ଅନୁସାରେ ଯଦି କ୍ଷୀର ଉତୁରି ତଳେ ପଡ଼ିଯାଏ ତେବେ ଏହା ଧନ ଏବଂ ସମ୍ମାନ ଉପରେ ସିଧା ସଳକ ପ୍ରଭାବ ପକାଇଥାଏ । ଧନ ହାନି ସମ୍ମାନ ହାନି ର ପୂର୍ବ ସୂଚନା ଦେଇଥାଏ । ୨- ଯଦି କ୍ଷୀର ଉତୁରୀବା ଆରମ୍ଭ କରେ ତେବେ ଘରେ ଝଗଡ଼ା ଏବଂ ବିତର୍କ ହେବାର ସୂଚନା ଦେଇଥାଏ । ବିଶେଷ କରି ଏହାର ପ୍ରଭାବ ପତି ପତ୍ନୀ ଙ୍କ ସମ୍ପର୍କ ଉପରେ ପଡ଼ିଥାଏ ।
୩- ଶାସ୍ତ୍ର ଅନୁସାରେ ଯଦି କ୍ଷୀର ଫୁଟିବା ସମୟରେ ତଳେ ପଡ଼ିଯାଏ ତେବେ ଏହାର ଅର୍ଥ ହେଉଛି ଘର ଉପରେ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି ।
୪- କ୍ଷୀର ହାଣ୍ଡି ରୁ ଉତୁରି ପଡ଼ିବା ର ଅର୍ଥ ଘରେ ଟଙ୍କା ସହିତ ଜଡ଼ିତ କୌଣସି ବଡ଼ ସମସ୍ୟା ହୋଇପାରେ । ପରିବାରରେ କୌଣସି ବୟସ୍କ ବ୍ୟକ୍ତି ଙ୍କ ସ୍ବାସ୍ଥ୍ୟ ଏବଂ ପରିବାରରେ କୌଣସି ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ନିଶ୍ଚୟ ଶେୟାର କରନ୍ତୁ । ଧନ୍ୟବାଦ