ଦେଶ- ବିଦେଶ

ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମହିଳା ମାନଙ୍କୁ ନିଜର ଏହି ଜିନିଷ ଟି ଲୁଚାଇ ରଖିବା ଆବଶ୍ୟକ, ଏହାକୁ ପୁରୁଷ ମାନଙ୍କୁ କେବେବି ଦେଖାଇବା କଥା ନୁହେଁ

ନ୍ଧୁଗଣ, ସଦାସର୍ବଦା ମହିଳା ମାନଙ୍କୁ ନିଜର ଏହି ଗୋଟିଏ ଜିନିଷ ଲୁଚାଇ ରଖିବା କଥା । ଏହାକୁ କେବେ ମଧ୍ୟ ଖୋଲା ରଖିବା କଥା ନୁହେଁ । ବନ୍ଧୁଗଣ ଏହାକୁ ବହୁତ ଖରାପ କାର୍ଯ୍ୟ ମାନାଯାଏ । ବିଶେଷ କରି ମହିଳା ମାନେ ଏହାକୁ ନିଶ୍ଚିନ୍ତ ଦେଖନ୍ତୁ ।

ବନ୍ଧୁଗଣ ମହିଳା ମାନଙ୍କୁ ଲକ୍ଷ୍ମୀ ଙ୍କର ରୂପସ୍ଵୋରୂପ ମାନାଯାଇଥାଏ । କିନ୍ତୁ ଜଣାଅଜଣା ରେ ମହିଳା ଏଭଳି କିଛି ଭୁଲ କରିଦେଇଥାନ୍ତି । ଯାହା କାରଣରୁ ମାତା ଲକ୍ଷ୍ମୀ ଙ୍କ ସହିତ ଘର ପରିବାରର ମଧ୍ୟ ଅପମାନ ହୋଇଥାଏ । ବନ୍ଧୁଗଣ ଏହା ସହିତ ସମାଜ କୁ ମଧ୍ୟ ଏହା ବହୁଳ ଭାବରେ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଏଭଳି କେଉଁ ଜିନିଷ ଅଛି ଯାହା ମହିଳା ମାନଙ୍କୁ କେବେ ଖୋଲା ରଖିବା କଥା ନୁହେଁ ।

୧- ବନ୍ଧୁଗଣ ମହିଳା ମାନଙ୍କୁ ନିଜେ ପିନ୍ଧିଥିବା ଶାଢୀ କାନୀ ସର୍ବଦା ଢାକି ରଖିବା କଥା । ଏହାକୁ କେବେ ମଧ୍ୟ ଖୋଲି ପ୍ରଦର୍ଶନ କରିବା ଆଦୌ ଉଚିତ ନୁହେଁ ।

୨- ଯେବେ କୌଣସି ମାତା ଶିଶୁ ଙ୍କୁ ସ୍ତନପାନ କରାଉଛି ତେବେ ତାହାକୁ କାନୀ ଢାଙ୍କି କରାଇ ସ୍ତନ୍ୟପାନ କରାଇବା ଉଚିତ । କାରଣ ଯଦି ଦେଖାଇ ସମସ୍ତଙ୍କ ସାମୁଖରେ ସ୍ତନପାନ କରାଇବେ ତେବେ ଶିଶୁ ଙ୍କୁ କାହାର ଖରାପ ନଜର ଲାଗି ଯିବାର ସମ୍ଭାବନା ରହିଥାଏ । ସମାଜର ଲୋକ ମଧ୍ୟ ଖରାପ ନଜରରେ ଦେଖିବେ ।

୩- ମହିଳା ମାନଙ୍କୁ ସଂପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରିବା କଥା ନୁହେଁ । ଏଭଳି କରିବା ଦ୍ଵାରା ସ୍ତ୍ରୀ ଙ୍କୁ ପାପ ଲାଗିଥାଏ । ଏହା ସହିତ ଆଖପାଖ ରେ ଘୁରି ବୁଲୁଥିବା ନକାରାତ୍ମକ ଊର୍ଜା ଆପଣଙ୍କ ଉପରେ ହାବି ହୋଇପାରନ୍ତି । ସଂପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରିବା ଫଳରେ ଜଳରେ ଥିବା ଭଗବାନ ବରୁଣ ଦେବ ର ଅପମାନ ହୋଇଥାଏ । ଶାସ୍ତ୍ର ରେ ଏହାକୁ ଘୋର ପାପ ର ବରାବର ମାନ ଯାଇଥାଏ । ଏହା ସହିତ ନଗ୍ନ ହୋଇଥିବା ନାରୀ ଙ୍କୁ କୌଣସି ପୁରୁଷ ଯଦି ଦେଖି ଦିଅନ୍ତି ତେବେ ତାଙ୍କୁ ମଧ୍ୟ ପାପ ଲାଗିଥାଏ । ଏଥି ନିମନ୍ତେ ନାରୀ ଙ୍କୁ ନଗ୍ନ ହୋଇ ସ୍ନାନ କେବେ ମଧ୍ୟ କରିବା କଥା ନୁହେଁ ।

 

୪- ବନ୍ଧୁଗଣ ସ୍ତ୍ରୀ ର ଇଜ୍ଜତ ତାହାର ପୋଷାକ ମଧ୍ୟରେ ସୀମିତ ରହିଥାଏ । ମାତ୍ର ଯଦି କୌଣସି ସ୍ତ୍ରୀ ଫଟା ପୋଷାକ ପିନ୍ଧିଥାଏ, ତେବେ ସାମାଜରେ ଥିବା ଲୋକ ତାଙ୍କୁ ଖରାପ ନଜରରେ ଦେଖିଥାନ୍ତି । ବନ୍ଧୁଗଣ କହିବାକୁ ଗଲେ ସାଧାରଣତ ମହିଳା ମାନେ ଜାଣିଶୁଣି ଜଙ୍ଘ ପ୍ରଦର୍ଶନ ତଥା ନିଜ ନାଭି କୁ ଜାଣିଶୁଣି ଦେଖାଇଥାନ୍ତି । ବନ୍ଧୁଗଣ ଆପତି ଜନକ ପୋଷାକ ପିନ୍ଧିବା ସମାଜରେ ବହୁତ ଆପତି ଜନକ କାର୍ଯ୍ୟ ମାନାଯାଉଅଛି ।

ଏହାଫଳରେ ସମସ୍ତ ମାନବତା ଉପରେ ପ୍ରଭାବ ପକାଇ ଥାଏ । ବନ୍ଧୁଗଣ ନାରୀ ମାନଙ୍କୁ ଏହିସବୁ ଜିନିଷ କରିବାକୁ ବାରଣ କରାଯାଇଛି । ପାଳନ କାଲେ ମଙ୍ଗଳ ହେବ ନଚେତ ଏହା ଆପଣଙ୍କୁ ବହୁତ ବଡ ବିପତ୍ତି ରେ ମଧ୍ୟ ପକାଇ ପାରିବ । ଆପଣ ମାନଙ୍କୁ ଏହି ମହତ୍ଵ ପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button