ଜ୍ୟୋତିଷ

ହାର୍ଟ ଆଟାକ ଆସିବା ପରେ ତୁରନ୍ତ କରନ୍ତୁ ଏହି କାମ, ବଞ୍ଚିଯିବ ରୋଗୀର ଜୀବନ

ବଦଳୁଥିବା ଲାଇଫଷ୍ଟାଇଲ ଓ ଖାଦ୍ୟ ପେୟରେ ନିରନ୍ତର ଚେଞ୍ଜେସ କାରଣରୁ ଆଜି ସବୁ ବ୍ୟକ୍ତି କୌଣସି ନା କୌଣସି ରୋଗରେ ଗ୍ରସ୍ତ ଅଛନ୍ତି । ଏଥିରେ ହାର୍ଟ ଆଟାକର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ହାର୍ଟଟାକ ଭଳି ଭୟଙ୍କର ରୋଗ ସବୁ ବୟସର ବ୍ୟକ୍ତିଙ୍କୁ ହୋଇପାରେ । ହାର୍ଟଟାକ ଆରମ୍ଭର ଲକ୍ଷଣ ଦେଖିବା ପରେ ତୁରନ୍ତ ଏହାର ଉପଚାର କରାଗଲେ ତେବେ ରୋଗୀର ଜୀବନ ବଞ୍ଚି ପାରିବ । ଡାଇବେଟିସ ରୋଗୀଙ୍କୁ ତ ହାର୍ଟଟାକର ଲକ୍ଷଣ ଦେଖା ଯାଇ ନ ଥାଏ, ସେମାନଙ୍କୁ ବିନା କଷ୍ଟରେ ହିଁ ସାଇଲେନ୍ଟ ହାର୍ଟଟାକ ଆସିଥାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଚିକିତ୍ସା କହିବୁ ଯେଉଁଥିରେ ହାର୍ଟଟାକ ଆସିବା ପରେ ରୋଗୀକୁ ବଞ୍ଚାଇ ହେବ । ତେବେ ଆସନ୍ତୁ ଜାଣିବା ହାର୍ଟଟାକ ଆସିବା ପରେ ତୁରନ୍ତ କେଉଁ ଉପାୟ କରିବା ଦ୍ଵାରା ରୋଗୀ ବଞ୍ଚି ପାରିବ ।

ହାର୍ଟଟାକର ଲକ୍ଷଣ –
ଛାତିରେ ଅଳ୍ପ କଷ୍ଟ
ନିଶ୍ଵାସ ନେବାରେ ଅସୁବିଧା
ଫ୍ଲୁ ର ସମସ୍ୟା
ଲୋ କିମ୍ବା ହାଇ ବ୍ଲଡ ପ୍ରେସର
ଅଧିକ ଝାଳ ବାହାରିବା
କମଜୋରି ଅନୁଭବ ହେବା
ଚିନ୍ତା ଓ ଡରିବା
ଆରମ୍ଭରୁ ବାନ୍ତି ଆସିବା
କାନ୍ଧ, ବେକ ଓ ପିଠି ବିନ୍ଧା
ମୁଣ୍ଡ ବୁଲାଇବା
ଅଶାନ୍ତ ମନ ଓ ବ୍ୟାକୁଳତା
ହାର୍ଟଟାକର କାରଣ –
ଡାଇବେଟିସ
ମୋଟାପା
ହାଈ କୋଲେଷ୍ଟ୍ରୋଲ
ହାଈ ବ୍ଲଡ ପ୍ରେସର
ଜେନେଟିକ ପ୍ରୋବ୍ଲେମ
ଅଧିକ ଚିନ୍ତାରେ ରହିବା
କୌଣସି ଜିନିଷର ଡର କିମ୍ବା ଆଘାତ ଲାଗିବା
ଅଚାନକ ହୃଦୟର ସ୍ପନ୍ଦନ ବଢିଯିବା
ଧମନୀରେ ରକ୍ତ ଜମିବା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button