ସ୍ୱାସ୍ଥ୍ୟ

ଏହି ପତ୍ରର ରସ କାଢି ପିଅନ୍ତୁ, କେବଳ 7 ଦିନରେ ଅର୍ଶ ( Piles ) ଶୁଖି କି ଝଡିଯିବ

ଶରୀର ଅଛି ତ ସମସ୍ୟା ମାନ ମଧ୍ୟ ଅଛି । ଆପଣ ଏହା ମଧ୍ୟ ଜାଣି ଥିବେ କି ଆପଣ ଯଦି ନିଜ ଶରୀରର ଧ୍ୟାନ ରଖିବେ ନି ତେବେ ଏହା ଆପଣଙ୍କ ପାଇଁ ବହୁତ ଭାରି ପ୍ରମାଣିତ ହେବ । ଆପଣ ଯଦି ନିଜ ଶରୀରକୁ ସୁସ୍ଥ ରଖିବେ ଏହା ମଧ୍ୟ ଆପଣଙ୍କୁ ସୁସ୍ଥ ଜୀବନ ଦେବ । ଆଜି ଆମେ କହିବ ଆକି ଯେଉଁ ଭଳି ଭାବେ କୃମି ହେଲେ ବିଭିନ ପ୍ରକାର ରୋଗ ହୋଇଥାଏ ସେହି ଭଳି ଭାବେ ଅର୍ଶ ହେଲେ ମଧ୍ୟ ବହୁ ପ୍ରକାର ରୋଗ ଜନ୍ମ ନେଇ ଥାଏ ।

ଆପଣ ଏହା ମଧ୍ୟ ଜାଣି ଥିବେ କି ଏହା ଦ୍ଵାରା ଆମର ଜୀବନର ସମସ୍ଯା ବଢିବାରେ ଲାଗିଥାଏ । ପ୍ରତରେକ ଦିନ ଆମେ ସକାଳୁ ଉଠିବା ମାତ୍ରେ ଅର୍ଶ ଥିଲେ ଯନ୍ତ୍ରଣା ରେ ଛାଟି ପିଟି ହୋଇ ଥାଉ । ଆପଣ ଏହା ମଧ୍ୟ ଜାଣି ଥିବେ କି ଯଦି ରକ୍ତ ପଡୁ ଥାଏ ଏହା ଯନ୍ତ୍ରଣା କୁ ଆହୁରି ବଢାଇ ଦେଇ ଥାଏ । ଏହା ଶାଧାରଣ  ଭାବେ ହେବାର କାରଣ ହେଉଛି ପେଟ ଗରମ ହେବା । ଆଜି ଆମେ ଏହା ପାଇଁ ଏକ ଘରୋଇ ଉପଚାର କରିବା ଓ ଏହା ସହ ଆପାଙ୍କୁ ଏହା ମଧ୍ୟ ଆମେ ଆପଣଙ୍କୁ କହିବା କି ଏହାକୁ ଆପଣ କିଭଳି ସେବନ କରିବେ ।

କଲରା ପତ୍ର କୁ ଆପଣ ଜାଣି ଥିବେ  ଆପଣ ଏହାକୁ ନେଇକି 9 ରୁ 7 ଟି କଲରା ପତ୍ର ଏଣିକି ଏହାକୁ ଭଲ ଭାବେ ଧୋଇ ନେବା । ଏହାକୁ ଆପଣ ଭଲ ଭାବେ ଛାଣି ନିଅନ୍ତୁ । ଏହାକୁ ଆପଣ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହା କୁ ଏକ ଭଲ ଜାଗାକୁ କାଢି ନିଅନ୍ତୁ । ଏହା ସହ ସେନଧା ଲୁଣ ଟିକେ ଏହା ମଧ୍ୟ ପକାଇବେ ।

ମାନେ ରଖିବେ କି ଆପଣ ଏହାକୁ ଚୁମିଟାଏ ପକାଇବେ । ଆପଣ ଏହାକୁ ସେବନ କିଭଳି  କରିବେ । ଆପଣ ସକାଳଉ ଉଠିଲା ପରେ ଖାଲି ପେଟରେ ଆପଣ ଏହାକୁ ସେବନ କରନ୍ତୁ କିନ୍ତୁ ମାନେ ରଖନ୍ତୁ ଜ୍ଜାହା ଭି କରିବେ ତାହା ଆଗରୁ ଆପଣ ଖାଲି ପେଟରେ ଆଗ କିଛି ପାଣି ପିଅନ୍ତୁ ଓ ଏହା ପରେ ଆପଣ ଏହାକୁ ସେବନ କରନ୍ତୁ ।

ଆପଣ ଏହାକୁ ସବୁ ଦିନ ନେବା ପରେ ମାତ୍ର 7 ଦିନ ମଧ୍ୟରେ ଆପଣ ନିଜର ଫରକ ଜାଣି ପାରିବେ ଆପଣଙ୍କ ଅର୍ଶ ରୁ ଯଦି ରକ୍ତ ପଡୁଥିବା ତାହା ମଧ୍ୟ ଭଲ ହୋଇଯିବ । ଆପଣ ଚାହିଲେ ଏହା ମଧ୍ୟ ଦେଖି ପାରିବେ କି ଆପଣଙ୍କ ଅର୍ଶ ଛୋଟ ହେବାରେ ଲାଗିଛି । ମାତ୍ର ଯଦି ଏହା ଇନଫେକସନ ହୋଇ ଯାଇଛି ତେବେ ଆପଣ ପ୍ରଥମେ ଡାକ୍ତର ଙ୍କ ପରାମର୍ଶ ନେଇକି ଏହାକୁ ଗ୍ରହଣ  କରନ୍ତୁ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button