ପ୍ରେମରେ କେବେ ହେଲେ ଧୋକା ଦିଅନ୍ତି ନାହିଁ ଏହି ୪ଟି ନାମର ଝିଅ, ଭାଗ୍ୟବାନ ପୁଅଙ୍କୁ ହିଁ ମିଳନ୍ତି ଏମିତି ଝିଅ-
ନମସ୍କାର ବନ୍ଧୁଗଣ, ସାଧାରଣତଃ ପୁରୁଷ ମାନେ ସବୁବେଳେ ଇଚ୍ଛା ରଖିଥାନ୍ତି କି ତାଙ୍କୁ ଏକ ସୁନ୍ଦର ଉତ୍ତମ ଗୁଣ ବତି ଝିଅ ମିଳୁ ତାଙ୍କ ଜୀବନ ରେ ଏହି ଜୀବନସାରା ପାଇଁ ସବୁ ପରିସ୍ଥିତି ରେ ତାଙ୍କ ସହ ରହିବ । ପ୍ରେମ ରେ କେବେ ବି ଧୋ-କା ଦିଅନ୍ତି ନାହିଁ ଏହି ୪ ଟି ନାମ ର ଝିଅ ମାନେ, ତେବେ ଆଜି ଆମେ ଜାଣିବା ସେହି ୪ ଟି ନାମ ର ଝିଅ ମାନଙ୍କ ବିଷୟରେ ।
କିନ୍ତୁ ଏପରି ବି ଅନେକ ଝିଅ ଅଛନ୍ତି କି ଯେଉଁମାନେ ପ୍ରେମ ରେ ଅନେକ ପୁଅ ମାନଙ୍କୁ ଧୋ-କା ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ୪ ଟି ନାମ ର ଝିଅ ମାନଙ୍କୁ କହିବୁ ଯେଉଁ ମାନେ କି ପ୍ରେମ ରେ ଧୋ-କା ଦିଅନ୍ତି ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟରେ ।
ସର୍ବ ପ୍ରଥମେ ଆସୁଛି R ନାମ ର ଝିଅ ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର R ରୁ ଆରମ୍ଭ ହୋଇ ଥାଏ ସେହି ଝିଅ ମାନେ କେବେବି କାହାକୁ ପ୍ରେମ ରେ ଧୋ-କା ଦିଅନ୍ତି ନାହିଁ । କାହିଁକି ନା ଏହି ଝିଅ ମାନଙ୍କୁ ପ୍ରେମ ର ପ୍ରକୃତ ଅର୍ଥ ଜଣା ଥାଏ ।
ଦିତୀୟ ରେ ଆସୁଛି S ନାମ ର ଝିଅ ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇ ଥାଏ । ଏହି ଝିଅ ମାନଙ୍କୁ ଯେତେବେଳେ ଏମାନଙ୍କ ଏକ ଉତ୍ତମ ଭଲ ପାଇବା ମିଳିଥାଏ ଏବଂ ବହୁତ୍ ଭଲ ପାଉଥିବା ଏକ ଉତ୍ତମ ସାଥୀ ଟି ଏ ମିଳି ଥାଏ ଏମାନେ ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେମାନଙ୍କ ସେଥିରେ ରହିଥାନ୍ତି । ସେହି ଝିଅ ମାନେ କେବେବି କାହାକୁ ପ୍ରେମ ରେ ଧୋ-କା ଦିଅନ୍ତି ନାହିଁ ।
ତୃତୀୟ ରେ ଆସୁଛି A ନାମ ର ଝିଅ ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇ ଥାଏ । ଯଦି ସାଧାରଣ ଭାଷା ରେ କୁହାଯାଏ ତାହେଲେ ଏହି ଝିଅ ମାନେ କେବେ ବି ନିଜର ସାଥୀ ତଥା ପ୍ରେମିକ ର ମନ କୁ ଦୁଃଖ କରି ନଥାନ୍ତି, କାହିଁକି ନା ଏହି ଝିଅ ମାନେ ପ୍ରେମ କରିବାରେ ସବୁଠୁ ଆଗରେ ରହିଥାନ୍ତି । ଏହି ଝିଅ ମାନେ କେବେବି କାହାକୁ ପ୍ରେମ ରେ ଧୋ-କା ଦିଅନ୍ତି ନାହିଁ ।
ଚତୁର୍ଥ ରେ ଆସୁଛି N ନାମ ର ଝିଅ ମାନେ । ବନ୍ଧୁଗଣ ଯେଉଁ ଝିଅ ମାନଂକ ନାମ ଇଂରାଜୀ ଅକ୍ଷର N ରୁ ଆରମ୍ଭ ହୋଇ ଥାଏ ସେହି ଝିଅ ମାନେ ଟିକେ ଚଞ୍ଚଳ ସ୍ଵଭାବ ର ହୋଇଥାନ୍ତି ଏବଂ ଏହା ସହିତ ଏମାନେ ମସ୍ତି କରିବାରେ ବହୁତ୍ ଆଗରେ ରହିଥାନ୍ତି । ଏହି ଝିଅ ମାନେ ନିଜର ସାଥୀ କୁ ବହୁତ୍ ପ୍ରେମ କରିଥାନ୍ତି । ଏମାନେ କାହାକୁ ପ୍ରେମ ରେ ଧୋ-କା ଦିଅନ୍ତି ନାହିଁ ।