ଦେଶ- ବିଦେଶ

ଯଦି ଆପଣ ବି କଞ୍ଚା ଲଙ୍କା ଖାଉଛନ୍ତି ତେବେ ଜାଣି ରଖନ୍ତୁ ଏହି କଥା, ନଚେତ ପସ୍ତେଇବେ

ଦୁନିଆରେ ଅବସ୍ଥିତ ଅନ୍ୟ ଲୋକଙ୍କ ତୁଳନାରେ ଆମେ ଭାରତୀୟ ଅଧିକ ରାଗ ଖାଇବାକୁ ପସନ୍ଦ କରୁ । ସାଧାରଣତଃ ଖାଦ୍ୟକୁ ରାଗ ବନେଇବା ପାଇଁ ଆମେ କଞ୍ଚା ଲଙ୍କାର ବ୍ୟବହାର କରିଥାଉଁ । ଯାହା ଦ୍ୱାରା ଖାଦ୍ୟର ସ୍ୱାଦ ବହୁ ଗୁଣା ବଢିଯାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କଞ୍ଚା ଲଙ୍କା ଆପଣଙ୍କ ଖାଦ୍ୟର ସ୍ୱାଦ ବଢାଇବା ସହ ସହ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । ଯାହା ବିଷୟରେ ଆଜି ମୁଁ ଆପଣଙ୍କ ସହ ଆଲୋଚନା କରିବି ।

ଯେଉଁ ଲୋକଙ୍କୁ ଆଇରନ ର ଅଭାବ ଥାଏ ସେମାଙ୍କୁ କଞ୍ଚା ଲଙ୍କାର ସେବନ ନିହାତି କରିବା ଆବଶ୍ୟକ । କାରଣ କଞ୍ଚା ଲଙ୍କା ଆଇରନ ର ଏକ ପ୍ରାକୃତିକ ସ୍ରୋତ ଅଟେ । ଏଥିରେ ଆଣ୍ଟିବେକ୍ଟ୍ରିରିଆଲ ଗୁଣବି ମହଜୁଦ ଥାଏ । ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ବଞ୍ଚାଇଥାଏ । ସାଥିରେ ଯେଉଁ ଲୋକମାନେ ଉଚ୍ଚ ରକ୍ତଚାପରେ ପୀଡିତ ସେମାନଙ୍କୁ ଏହାର ସେବନ ନିହାତି କରିବା ଆବଶ୍ୟକ ।

ଆଜିର ଏହି ସମୟରେ ବହୁତ ଲୋକ ନିଜ ବଢୁଥିବା ଓଜନ ନେଇ ଚିନ୍ତିତ । ଯଦି ଆପଣବି ନିଜ ଓଜନ କମ କରିବାକୁ ଚାହଁନ୍ତି ଆପଣାକୁ ପ୍ରତିଦିନ ସନ୍ତୁଳିତ ମାତ୍ରାରେ କଞ୍ଚା ଲଙ୍କାରସେବନ କରିବା ଆବଶ୍ୟକ । କଞ୍ଚା ଲଙ୍କାର ସେବନ କରିବା ଦ୍ୱାରା ଆମ ଶରୀରରେ ଓଷମା ବନିଥାଏ ଏବଂ ଏହା ଦ୍ୱାରା ଆମ ଶରୀରରେ ମହଜୁଦ କ୍ୟାଲୋରୀ ଶେଷ ହେବାକୁ ଲାଗିଥାଏ, ଯେଉଁ କାରଣରୁ ଆପଣଙ୍କ ଓଜନ ବଢି ନଥାଏ ।

କଞ୍ଚା ଲଙ୍କାର ସେବନ ଆମ ମସ୍ତିସ୍କ ପାଇଁ ବହୁ ଲାଭଦାୟକ ଅଟେ । ପ୍ରତିଦିନ କଞ୍ଚା ଲଙ୍କାର ସେବନ ଦ୍ୱାରା ମସ୍ତିସ୍କରେ ଏଣ୍ଡୋଫ୍ରୀନ ବନି ଥାଏ, ଯାହା ଆମର ମନେ ରଖିବାର କ୍ଷମତାକୁବି ବଢ଼ାଇଥାଏ, ସାଥିରେ ଆମ ମସ୍ତିସ୍କ ସୁଚାରରୂପରେ କାମ କରିଥାଏ ।ଯଦି ଆପଣ ବି କଞ୍ଚା ଲଙ୍କାର ସେବନ କରନ୍ତି ତାହାଲେ କମେଣ୍ଟ କରି ନିହାତି ଜଣା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button