ଦେଶ- ବିଦେଶ

ଏହି ମା ଝିଅ ଙ୍କର ଫୋଟ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଇଣ୍ଟରନେଟ୍ ର ଉଦ୍ଭାବନ ପରେ ଆଜିକାର ଜମାନା ରେ ଲୋକ ମାନେ ବେଶୀ ଭାଇରଲ୍ ହେବା ପାଇଁ ଆଜିକାଲି ବହୁତ ପରିମାଣ ରେ ଏହାର ବ୍ଯବହାର କରୁଛନ୍ତି । ଓ ଏହି ଭଆଇରଲ୍ ଜିନିଷ ଭିତରେ ଏପରି କିଛି ଜିନିଷ ମିଳିଥାଏ । ଜାହା କୁ ଦେଖି ଆମେ ବିଶ୍ବାସ ମଧ୍ୟ କରିପାରୁ ନାହିଁ ।

ହଁ ଆଜ୍ଞା ଦୁନିଆ ରେ କିଛି ଏପରି ଘଟଣା ଗୁଡିକ ରହିଛି ଜାହାକୁ ଆପଣ ମାନେ ବିଶ୍ବାସ କରିପାରିବା ବୋଧହୁଏ ଅସମ୍ଭବ ଅଟେ । ଆପଣ ମାନଙ୍କ ଭିତରୁ କିଛି ଲୋକ ମାନେ ହୁଏତ କହିପାରନ୍ତି । ଏହି ସବୁ ମିଛ ଅଟେ ।

କିନ୍ତୁ ଏହାକୁ ବହୁତ ଭଲ ଭାବରେ ପରିକ୍ଷ୍ଯଣ କରବା ପରେ ଜଣା ପଡିଥାଏ କି ଏହା ସତ୍ୟ ଅଟେ । ତେବେ ଆଜି ଆମେ ଆପଣ ଙ୍କୁ କିଛି ଏପରି ଫୋଟ ଦେଖେଇବୁ କି ଜାହାକୁ ଦେଖିଲେ ଆପଣ ଠିକ୍ ଭାବରେ ଚିହ୍ନିବା ହୁଏତ ମୁସକିଲ୍ ହୋଇପାରେ । ଏହି କିଛି ଦିନ ହେଲା କିଛି ମହିଳା ଙ୍କ ଫୋଟ ଏବେ ଭାଇରଲ୍ ହେବାରେ ଲାଗିଛି ।

 

ଆପଣ ଦେଖି ପାରୁ ଥିବେ ଏହି ଫୋଟ ରେ ଦୁଇ ଜଣ ମହିଳା ବସିଛନ୍ତି । ଏହି ଦୁଇ ମହିଳା ଙ୍କୁ ନେଇ ଏବେ ସୋସିଆଲ୍ ମିଡିଆ ରେ ପ୍ରଶ୍ନ ବାଚି ଉଠୁଛି କି ଏମାନେ କିଏ ବହୁ ଲୋକ ନିଜର ମନୋରଞୀନ ପାଇଁ ପଚାରୁଛନ୍ତି ।ଆପଣ ଙ୍କୁ ଲାଗୁଥିବ ଏମାନେ ଦୁହେଁ ବୋଧେ ଦୁଇ ସାଙ୍ଗ ବା ଦୁଇ ଭଉଣୀ ଭାବେ ଲାଗୁ ଥିବେ କିନ୍ତୁ କଥା ଟା ଏହା କି ଏମାନେ ଦୁଇଜଣ ହେଉଛନ୍ତି ମା ଓ ଝିଅ କଣ ଆପଣ ଆଶ୍ଚର୍ଯ୍ଯ ହେଲେ କି ।

ଆଜ୍ଞା ହଁ ଏବେକା ସମୟ ର ଲୋକ ମାନଙ୍କ ଶରୀର ପ୍ରତି ମେଣ୍ଟେନେନ୍ସ କୁ ଧନ୍ୟବାଦ ଦେବା ଆଜିକାଲି ବିୟୁଟି ପାର୍ଲର ଗୁଡିକ ଏପରି ହୋଇଗଲେଣି କି ମା ଓ ଝିଅ କୁ ଚିହ୍ନି ବା ଏବେ ମୁସକିଲ୍ ହୋଇଗଲାଣି । କିଛି ଲୋକ ଙ୍କୁ ଏହି ଫୋଟ ର ସତ୍ୟତା ବଷୟ ରେ ଜେବେ କୁହାଗଲା ତେବେ ସେମାନେ ବହୁତ ଆଶ୍ଚର୍ଯ୍ଯ ହୋଇଗଲେ ।

 

ଏହି ତିନିଟି ଫୋଟ ରୁ ଏତିକି ବି ସାବ୍ୟସ୍ଥ ହେଉ ନାହିଁ କି ଏଥିରେ କେଉଁ ଜଣଙ୍କ ମା ଓ କେଉଁ ଜଣଙ୍କ ଝିଅ ବୋଲି । ଏମିତି ରେ ଏମାନେ ବହୁତ ସୁନ୍ଦର ଓ ବହୁତ ଜବାନ୍ । ଆପଣ ଏହି ଫୋଟ ର ଡାହାଣ ରେ ଦେଖୁ ଥିବା ମହିଳା ହେଉଛନ୍ତି ମିସେସ୍ ସଚ ଦେବା ଜିଏ କି ଜୟପୁର ର ବାସିନ୍ଦା ଅଟନ୍ତି । ବାମ ପାଖରେ ନଜର ଆସୁଥିବା ମହିଳା ଜଣଙ୍କ ତାଙ୍କ ଝିଅ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button