ଦେଶ- ବିଦେଶ

ପ୍ରତିଦିନ ରାତିରେ ଛୁଅନ୍ତୁ ସ୍ଵାମୀଙ୍କର ଏହି ଅଙ୍ଗ, ପୁରା ଘର ହେଇଯିବ କୋଟିପତି

ଚାଣକ୍ୟ ନୀତି ଅନୁସାରେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିବା ସହ, ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଚାଣକ୍ୟ ନୀତି ଅନୁସାରେ ପତ୍ନୀ ମାନଙ୍କୁ ରାତିରେ ପତି ମାନଙ୍କର ଏହି ଅଙ୍ଗ ନିଶ୍ଚୟ ଛୁଇଁବା ଆବଶ୍ୟକ । ଏହା ସହ ଆଜି ଆମେ ଆପଣ ମାନଙ୍କୁ କହିବୁ ପତ୍ନୀ ମାନେ କେଉଁ ଚାରୋଟି କଥା ପତି ମାନଙ୍କୁ ଲୁଚାଇ ଥାନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଙ୍ଗ ବିଷୟରେ ।

ସବୁ ମଣିଷ କୌଣସି ନା କୌଣସି ବନ୍ଧନରେ ବାନ୍ଧି ହୋଇଥାଏ, ଏହିପରି ଏକ ବନ୍ଧନ ହେଉଛି ବୈବାହିକ ବନ୍ଧନ । ଏହି ବନ୍ଧନ ବହୁତ ପବିତ୍ର ହୋଇଥାଏ । ଏହି ବନ୍ଧନ ଦ୍ଵାରା ଦୁଇଟି ଆତ୍ମାର ମିଳନ ହେବା ସହ ଦୁଇଟି ପରିବାରର ମଧ୍ୟ ମିଳନ ହୋଇଥାଏ ।

ପତି ଓ ପତ୍ନୀ ପରସ୍ପର ମଧ୍ୟରେ ସମସ୍ତ ଦୁଃଖ ସୁଖ ବାଣ୍ଟି ଥାନ୍ତି, ହେଲେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଏମାନେ ପରସ୍ପର ମଧ୍ୟରେ ସେୟାର କରିପାରନ୍ତି ନାହିଁ । ଏହା ଦ୍ଵାରା ପତି ପତ୍ନୀଙ୍କ ସମ୍ପର୍କରେ ଫାଟ ଆସିଥାଏ । ସାଧାରଣତଃ ପତ୍ନିମାନେ ନିଜ ପତି ମାନଙ୍କୁ କିଛି କଥା ଲୁଚାଇ ଥାନ୍ତି, ପ୍ରଥମେ ଆସନ୍ତୁ ଜାଣିବା ଏହି କଥା ବିଷୟରେ ।

 

ଅତୀତ କଥା

ସାଧାରଣତଃ ଜୀବନରେ ସମସ୍ତଙ୍କୁ ପ୍ରେମ ହୋଇଥାଏ । ପତ୍ନୀ ବିବାହ କରିବା ପରେ ନିଜ ଅତୀତ ବା ପ୍ରେମ ସମ୍ବନ୍ଧରେ ସମସ୍ତ କଥାକୁ ଲୁଚାଇ ଥାଏ । କାରଣ ସେ ଚାହିଁ ନଥାଏ ଅତୀତ ପାଇଁ ତାର ବର୍ତ୍ତମାନରେ କିଛି ବାଧା ସୃଷ୍ଟି ହେଉ ।

ରୋଗ କଥା

ମହିଳା ମାନଙ୍କ ଜୀବନରେ ବହୁତ ପୀଡା ଆସିଥାଏ । ସେମାନେ ମାସିକ ଧର୍ମ ଆଦି ଦୁଃଖକୁ ସହିଥାନ୍ତି । ହେଲେ ଏହା ବିଷୟରେ ନିଜ ପତିକୁ କହିନଥାନ୍ତି । କାରଣ ସେ ଚାହାନ୍ତି ନାହିଁ ତାଙ୍କ ପତି ଚିନ୍ତାରେ ରୁହନ୍ତୁ ।

ସିକ୍ରେଟ ଲଭ

ପ୍ରେମ ସମ୍ବନ୍ଧ ହେଉଛି ପବିତ୍ର ସମ୍ବନ୍ଧ ହେଲେ ବିବାହ ପରେ ସିକ୍ରେଟ ଲଭ କରିବା ହେଉଛି ପାପ । ମହିଳା ମାନେ ନିଜ ସିକ୍ରେଟ ଲଭ ବିଷୟରେ ନିଜ ପତିଙ୍କୁ କୁହନ୍ତି ନାହିଁ । କାରଣ ସେମାନେ ଜାଣିଛନ୍ତି ଯଦି ସେମାନେ ଏହା ବିଷୟରେ ତାଙ୍କ ପତିଙ୍କୁ କହିବେ ତା ହେଲେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ଟଙ୍କା ଲୁଚାଇବା

ଅଧିକାଂଶ ପତ୍ନୀ ନିଜ ପତିଙ୍କ ପକେଟରୁ ଟଙ୍କା ନେଇ ଲୁଚାଇ ରଖନ୍ତି । ଏହାର କାରଣ ହେଉଛି, ଭବିଷ୍ୟତରେ ଥିବା ଅସୁବିଧାର ସାମ୍ନା କରିବା ପାଇଁ ପତ୍ନୀ ଏହି ଟଙ୍କାର ସଞ୍ଚୟ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button