ଦେଶ- ବିଦେଶ

ଏହି ୭ଟି ଲୋକଙ୍କ ପାଇଁ ଜୀବନ ନେଇ ପାରେ ହଳଦୀ , ଏହାକୁ ଖାଇବା ଅର୍ଥ ବି-ଷ ଖାଇବା ସହିତ ସମାନ।

ହଳଦୀ ଭାରତୀୟ ରୋଷେଇଶାଳାରେ ଅଧିକ ବ୍ୟବହାର ହେଉଥିବା ମସଲା ଅଟେ। ଅନେକ ଲୋକେ ହଳଦୀକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଇ ଥାନ୍ତି। ଏହିକଥାର କୌଣସି ସ-ନ୍ଦେହ ନାହିଁ, କି ହଳଦୀରେ ଅନେକ ଗୁଣ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଅଟେ। କହିବାକୁ ଗଲେ ହଳଦୀର ଅଧିକ ସେବନ ହା-ନିକା-ରକ ସାବ୍ୟସ୍ତ ହୋଇପାରେ। କିଛି ବିଶେଷ ସ୍ବାସ୍ଥ୍ୟ ଖ-ରାପ ଥିବା ଲୋକେ ହଳଦୀ ସେବନରୁ ବଞ୍ଚିତ ହୁଅନ୍ତୁ।

ଗର୍ଭବତୀ ମହିଳା –

ଗର୍ଭବତୀ ମହିଳା ଗର୍ଭାବସ୍ଥା ସମୟରେ ହଳଦୀ କମ୍ ସେବନ କରିବା ଉଚିତ। ଏହା ଅଧିକ ଗରମ ହୋଇଥିବା ଯୋଗୁଁ ଏହାର ସେବନ ଦ୍ଵାରା ମହିଳା ମାନଙ୍କର ଗ-ର୍ଭ-ପା-ତ ବା ବ୍ଲି-ଡିଂ ହେବାର ସମ୍ଭାବନା ବଢ଼ି ଯାଇଥାଏ।

Google

ମଧୁମେହ ରୋଗୀ –

ଯେଉଁ ଲୋକେ ମଧୁମେହ ରୋଗରେ ପୀ-ଡ଼ିତ ଅଛନ୍ତି, ସେମାନଙ୍କୁ ହଳଦୀ ଅଧିକ ସେବନ କରିବା ଉଚିତ ନୁହେଁ। ଏହି ରୋଗୀ ମାନେ ନିଜର ରକ୍ତ ପତଳା ବା ରକ୍ତରେ ଶୁଗାରର ମାତ୍ରା ନିୟନ୍ତ୍ରଣ କରିବାର ଔଷଧ ଖାଆନ୍ତି। ଯଦି ଏହି ଲୋକମାନେ ହଳଦୀ ଅଧିକ ମାତ୍ରାରେ ଖାଆନ୍ତି ଏମାନଙ୍କ ଶରୀରରେ ବ୍ଲଡ଼ ଶୁଗାର କମି ଯାଇଥାଏ। ଏହା ଆପଣଙ୍କ ଜୀ-ବ-ନ ମଧ୍ୟ ନେଇ ପାରେ।

Google

ଏନୀମିୟା ରୋଗୀ –

ଏନୀମିୟା ରେ ପୀ-ଡ଼ିତ ରୋଗୀଙ୍କୁ ହଳଦୀ କମ୍ ମାତ୍ରାରେ ସେବନ କରିବା ଉଚିତ। ଯେଉଁମାନଙ୍କ ଶରୀରରେ ବ୍ଲଡ଼ର ମାତ୍ରା କମ୍ ଥାଏ ସେମାନଙ୍କୁ ଅଧିକ ହଳଦୀ ସେବନ କରିବା ଉଚିତ ନୁହେଁ। କହିବାକୁ ଗଲେ ଏନୀମିୟା ଶରୀରର ରେଡ୍ ବ୍ଲଡ଼ ସେଲ୍ସର ମାତ୍ରା କମ୍ କରି ଦେଇଥାଏ। ଯଦି ଆପଣ ହଳଦୀ ଖାଉଛନ୍ତି, ତାହେଲେ ଆପଣଙ୍କ ଶରୀରରେ ଆଇରନର ମାତ୍ରା କମିଯିବ। ଏହା ଏନୀମିୟାକୁ ଅଧିକ ବିଗାଡି ଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button