ରାଜ୍ୟ

ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର

କୋଣାର୍କ,୨୩/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କୋଣାର୍କ ସୂର୍ଯ୍ୟ ମନ୍ଦିର ଦୁଇ ଦିନ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ସର୍କଲ ସୁପରିଟେଣ୍ଡେଣ୍ଟ ଡ. ଡି ବି ଗଡ଼ନାୟକ । ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୨୪ ଏବଂ ୨୫ ତାରିଖ ଅର୍ଥାତ ଆସନ୍ତା ଗୁରୁବାର ଏବଂ ଶୁକ୍ରବାର ସୂର୍ଯ୍ୟମନ୍ଦିର, କୋଣାର୍କ ମ୍ୟୁଜିୟମ ବନ୍ଦ ରହିବ ।

ଏଥିସହିତ ଅନଲାଇନ ଟିକେଟ ମଧ୍ୟ ବନ୍ଦ କରାଯାଇଛି । ୩ଦିନ ପର୍ଯ୍ୟନ୍ତ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ କୋଣାର୍କ ଓ ଚନ୍ଦ୍ରଭାଗାରେ ରହିବାକୁ ବାରଣ କରିଛି ପ୍ରଶାସନ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button