ଦେଶ- ବିଦେଶ

ବାପାଙ୍କ ପରୀ ହୋଇଥାନ୍ତି ଏହି 3 ନାମର ଝିଅ ! କ’ଣ ଆପଣଙ୍କ ନାମ ଏଥିରେ ଅଛି କି !

ସବୁ ପିତାମାତା ନିଜ ସନ୍ତାନ ମାନଙ୍କୁ ଖୁବ ଅଧିକ ଭଲ ପାଇଥାନ୍ତି । ଯଦି ଆମେ ଏଠାରେ ବାପାଙ୍କ କଥା କହିବାକୁ ଯିବୁ । ତେବେ ବାପା ଉଭୟ ନିଜ ପୁଅ ଏବଂ ଝିଅଙ୍କୁ ଖୁବ ଅଧିକ ଆଦର, ସ୍ନେହ କରିଥାନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଝିଅଙ୍କ ନାମର ପ୍ରଥମ ଅକ୍ଷର କହିବାକୁ ଯାଉଛୁ । ଯେଉଁ ଝିଅ ମାନେ ନିଜ ବାପାଙ୍କ ପରୀ ହୋଇଥାନ୍ତି । ଅର୍ଥାତ ଯେଉଁ ଝିଅମାନେ ତାଙ୍କ ବାପାଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ଏବଂ ତାଙ୍କ ବାପା ମଧ୍ୟ ତାଙ୍କ ଝିଅକୁ ବହୁତ ସ୍ନେହ କରିଥାନ୍ତି ।

1- ପ୍ରଥମ ନାମ ହେଉଛି S ନାମର ଝିଆ ମାନେ । ଏହି ନାମର ଝିଅ ମାନେ ନିଜ ବାପାଙ୍କୁ ହିରୋ ବୋଲି ମାନି ଥାଆନ୍ତି । ଏହି ଝିଅମାନେ ନିଜ ପିତାଙ୍କୁ ବହୁତ ସମ୍ମାନ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି । ଏହି S ନାମର ଝିଅ ମାନଙ୍କୁ ତାଙ୍କ ବାପା ମଧ୍ୟ ବହୁତ ଭଲ ପାଇଥାନ୍ତି । ତାଙ୍କ ଝିଅକୁ ରାଣୀ ଭଳି ରଖିବାକୁ ଚେଷ୍ଟା କରିଥାନ୍ତି । ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି । ଝିଅର ଯେ କୌଣସି ସମସ୍ୟା ଆସିଲେ ମଧ୍ୟ ତାଙ୍କ ପିତା ସବୁବେଳେ ତାଙ୍କ ସାଥିରେ ରହିଥାନ୍ତି ।

2- ଦ୍ୱିତୀୟ ନାମ ହେଉଛି P ନାମର ଝିଅ ମାନେ । ଏହି ନାମର ଝିଅ ମାନେ ନିଜ ବାପାଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ସେମାନେ ସର୍ବଦା ତାଙ୍କ ବାପାଙ୍କୁ ଖୁସିରେ ଦେଖିବାକୁ ଚାହିଁଥାନ୍ତି । ଘରେ କେହିବି ତାଙ୍କ ବାପାଙ୍କ ବିଷୟରେ କିଛି ବି କହିଲେ ସେ ତା ବିରୋଧୀ ହୋଇ ଯାଇଥାନ୍ତି । ବାପା ମଧ୍ୟ ନିଜ ଝିଅର ସମସ୍ତ କଥାକୁ ବୁଝି ପାରନ୍ତି । ସେ ନିଜ ଝିଅକୁ ଖୁସିରେ ରଖିବାକୁ ସମସ୍ତ ଚେଷ୍ଟା ମଧ୍ୟ କରିଥାନ୍ତି ।

3- ତୃତୀୟ ନାମ ହେଉଛି A ଅକ୍ଷରର ଝିଅ ମାନେ । ଏହି ନାମର ଝିଅ ମାନେ ନିଜ ବାପାଙ୍କର ସେବା କରିବା ସହ ତାଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି । ତାଙ୍କ ବାପାଙ୍କୁ ସବୁବେଳେ ଖୁସିରେ ଦେଖିବାକୁ ଏହି ନାମର ଝିଅ ମାନେ ଚାହିଁଥାନ୍ତି । ତାଙ୍କ ମାଆ ଯଦି ବି କୌଣସି କାର୍ଯ୍ୟ କରିବା ପାଇଁ ମନା କରିଦିଅନ୍ତି କିନ୍ତୁ ତାଙ୍କ ବାପା କେବେବି କୌଣସି କାର୍ଯ୍ୟ କରିବା ପାଇଁ ମନା କରନ୍ତି ନାହିଁ ।

ତେବେ ବନ୍ଧୁଗଣ ସବୁ ବାପା ମାନଙ୍କ ପାଇଁ ତାଙ୍କ ଝିଅ ପରୀ ଭଳି ହୋଇଥାନ୍ତି । ଯାହାଙ୍କୁ ପାପାଙ୍କ ପରୀ ବୋଲି କୁହାଯାଇଥାଏ । ତେବେ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button