ଦେଶ- ବିଦେଶ

ଗୋଟିଏ ସପ୍ତାହ ରେ ନିଜର ଉଚ୍ଚତା ୩ ରୁ ୫ ଇଞ୍ଚ ବଢ଼ାନ୍ତୁ – କେବଳ କରନ୍ତୁ ଏହି ୩ ଟି ଯୋଗ Excercise ଦ୍ଵାରା

ନମସ୍କାର ବନ୍ଧୁଗଣ ଆଜିର ଯୁଗ ଦେଖିବା ଏବଂ ଦେଖେଇବାର ଯୁଗ । ଯାହା ଦେଖା ଯାଏ ତାହା ହିଁ ବିକିଥାଏ । ଆଜିର ଏହି ବିଜ୍ଞାପନ ଯୁଗରେ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ଜିନିଷ ବିଜ୍ଞାପନ ର ବଳ ରେ ବିକ୍ରି ହୋଇଥାଏ । ଏହା ପରେ ତାର ଲାଭ କ୍ଷ-ତି ବିଷୟରେ କିଛି ବୁଝା ଯାଏ ନାହିଁ । ଆଜିର ଏହି ସମୟରେ ଏଭଳି ଅନେକ ଜିନିଷ ଅଛି ଯାହା ଦେଖାଯାଏ କି ଏହା ପିଲାଙ୍କ ଉଚ୍ଚତା ବଢାଇବାରେ ସାହାର୍ଯ୍ୟ କରିବ । ଏହି ନା ରେ ସେମାନେ ସେହି ଜିନିଷ ସବୁ କୁ ବିକି ଥାଆନ୍ତି ମଧ୍ୟ କିନ୍ତୁ ତାର ବାସ୍ତବିକ ଫାଇଦା କଣ ତାହା କେହି ଜାଣନ୍ତି ନାହିଁ । ଯିଏ ଏହାକୁ ବ୍ୟବହାର କରେ ସେ ମଧ୍ୟ ଏସବୁ ଜାଣି ନଥାଏ ।

ତେବେ ଏହା ପୂର୍ବରୁ ନିଜର ଉଚ୍ଚତା କୁ ବଢ଼ାଇବା ପାଇଁ ପିଲାମାନେ ଗଛ ଡାଳ ରେ ଲଟକୁ ଥିଲେ କିମ୍ବା ବାସ୍କେଟ ବଲ ଖେଳୁଥିଲେ କିନ୍ତୁ ଏହା ସତ୍ୱେ ମଧ୍ୟ ସେମାନଙ୍କ ଉଚ୍ଚତା ବା ହାଇଟ ବଢୁ ନଥିଲା ଏହାର କାରଣ ହେଉଛି ହାଇଟ ବଢିବା ଏକ ଜେନେଟିକ ପ୍ରୋସେସ । ଆପଣ ପ୍ରଥମେ ଦେଖିବେ କି ଆପଣଙ୍କ ଘରେ ଯଦି କେହି ଡେଙ୍ଗା ନାହାନ୍ତି ତେବେ ଆପଣଙ୍କ ଉଚ୍ଚତା ମଧ୍ୟ ବଢିବ ନାହିଁ କାରଣ ଉଚ୍ଚତା ବଢିବା ଜିନଗତ ଯୋଗୁଁ ହୋଇଥାଏ ଏବଂ ଯଦି ଘରର ସଦସ୍ୟ ଙ୍କ ଉଚ୍ଚତା ଅଧିକ କିନ୍ତୁ ଆପଣ ଙ୍କ ଉଚ୍ଚତା କମ ତେବେ ଏହା ଆପଣଙ୍କ ର କିଛି ଅସୁବିଧା କିମ୍ବା ଆପଣଙ୍କ ଖାଦ୍ୟ ଠିକ ଭାବରେ ଖାଉ ନାହାନ୍ତି କିମ୍ବା ପାଣି ଭଲ ଭାବରେ ପିଉ ନଥିବେ ।

ତେବେ ଆଜି ଆମେ ଏକ ଏପରି ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ଉଚ୍ଚତା କୁ ବଢ଼େଇ ପାରିବେ । ତେବେ ଆସନ୍ତୁ ଜାଣିନେବା ।
ତେବେ ନିଜର ଉଚ୍ଚତା କୁ ବୃଦ୍ଧି କରିବା ପାଇଁ ଆପଣ ପ୍ରଥମେ ନିଜ ମୁଣ୍ଡ ଏବଂ ମନ କୁ ସ୍ଥିର ରଖନ୍ତୁ । ଏହା ସହ ଏକ ଯୋଗ ଅଛି ଯାହା ଆମକୁ ଉଚ୍ଚତା ବୃଦ୍ଧି କରେଇବାରେ ସାହାଯ୍ୟ କରିଥାଏ ।

ସେହି ଯୋଗ ମଧ୍ୟରୁ ପ୍ରଥମ ଯୋଗ ହେଉଛି ତାଡାସନ । ତେବେ ଏଥିରେ ପ୍ରଥମେ ଆପଣ ସିଧା ଠିଆ ହୋଇଯିବେ ତାପରେ ନିଜର ଦୁଇ ଗୋଡ଼ କୁ ମିଶାଇ ଦେବେ ଏହା ପରେ ନିଜର ଦୁଇ ଆଙ୍ଗୁଠି କୁ ମିଶାଇ ମୁଣ୍ଡ ଉପରକୁ ନେଇଯିବେ । ହାତକୁ ସିଧା ରଖି ଧୀରେ ଧୀରେ ନିଶ୍ୱାସ ନେବେ ଏବଂ ନିଜ ହାତକୁ ଉପରକୁ ଝିଙ୍କିବେ । ଏହା ସହ ନିଜ ନେଡି କୁ ଉପରକୁ ଉଠେଇବେ । ନିଜ ଗୋଡ଼ର ଆଙ୍ଗୁଠି ରେ ଲଗାତାର ଛିଡା ହେବେ । ଏହି ଆସନ କୁ ପ୍ରତିଦିନ ସକାଳେ ୧୦ ମିନିଟ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଉଚ୍ଚତା ବୃଦ୍ଧି ହେବାରେ ସହାୟତା ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button