ଦେଶ- ବିଦେଶ

ବିବାହ ପରେ ପାଦରେ ଏହି ଆଙ୍ଗୁଳିରେ ମୁଦି (ଝୁଣ୍ଟିଆ) ପିନ୍ଧିବା ଦ୍ବାରା ମହିଳା ମାନଙ୍କର ଅନେକ ସ୍ବାସ୍ଥ୍ୟ ଲାଭ ହୋଇଥାଏ। ଆସନ୍ତୁ ଜାଣିବା।

ଆମର ହିନ୍ଦୁ ଧର୍ମରେ ବିଶ୍ୱାସକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ଏବଂ ଯେତେବେଳେ କୌଣସି ମହିଳା ବିବାହ କରିଥାନ୍ତି ସେତେବେଳେ ତାଙ୍କୁ ଅନେକ ପ୍ରକାରର ରୀତିନୀତି କରିବାକୁ ପଡିଥାଏ ଏବଂ ଏହି ନିୟମଗୁଡ଼ିକ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଆମର ହିନ୍ଦୁ ଧର୍ମରେ କୌଣସି ବିବାହିତ ମହିଳାଙ୍କ ପାଇଁ ୧୬ ସଜର ଏକ ବିଶେଷ ମହତ୍ତ୍ୱ ରହିଛି ଏବଂ ଏହା ଏକ ପ୍ରଥା ଯେ ଯେତେବେଳେ କୌଣସି ମହିଳା ବିବାହ କରନ୍ତି ସେତେବେଳେ ସେ ପାଦରେ ମୁଦି (ଝୁଣ୍ଟିଆ) ପିନ୍ଧନ୍ତି। ଏବଂ ଏହା ମଧ୍ୟ ସୁଖର ସଙ୍କେତ ବୋଲି ବିବେଚନା କରାଯାଏ ଏବଂ ତାପରେ ଏହା କେବେହେଲେ ବନ୍ଦ ହୁଏ ନାହିଁ ଏବଂ ସାମାଜିକ ବିଶ୍ୱାସ ଅନୁଯାୟୀ ପ୍ରତ୍ୟେକ ମହିଳା ବିବାହ ପରେ ଝୁଣ୍ଟିଆ ପିନ୍ଧିବା ଉଚିତ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଆପଣ ପ୍ରକୃତରେ ଏହାକୁ କାହିଁକି ପିନ୍ଧନ୍ତି ଏବଂ ଏହାର କାରଣ କ’ଣ?

ତେବେ ଆସନ୍ତୁ ଆଜି ଆପଣଙ୍କୁ ଜଣାଇବା କାହିଁକି ମହିଳାମାନଙ୍କ ପାଇଁ ଝୁଣ୍ଟିଆ ପିନ୍ଧିବା ଆବଶ୍ୟକ କୁହାଯାଇଛି ତ ଆପଣଙ୍କୁ ଜଣେଇ ଦେଉଛୁ ଝୁଣ୍ଟିଆ ଏବଂ ମଙ୍ଗଳସୁତ୍ର ପ୍ରତ୍ୟେକ ସୁହାଗିନି ସ୍ତ୍ରୀର ସଙ୍କେତ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ପିନ୍ଧିବାର ଅନେକ କାରଣ ଅଛି। ଏହାକୁ ପିନ୍ଧିବା ପାଇଁ ଧାର୍ମିକ କାରଣବି ଅଛି ଏବଂ ବାଇଲଜିକାଲ ବି ମଧ୍ୟ ଅଛି ଯାହା ନିଜ ନିଜ ସ୍ଥାନରେ ଠିକ ଅଛନ୍ତି।

Google

ଧାର୍ମିକ କାରଣର କଥା କହିବା ତ ଏହା ସୁହାଗିନିଙ୍କ ପରିଚୟ ମାନାଯାଏ ଏବଂ ଏହାକୁ ପିନ୍ଧିବା ଦ୍ବାରା ପତି ଏବଂ ପତ୍ନୀଙ୍କ ସମ୍ପର୍କ ଭଲ ରହିଥାଏ ଏବଂ ଯଦି ଆମେ ବାଇଲଜିକାଲ କାରଣ ବିଷୟରେ କଥା ହେବା ତ ଏହା ଆମର ଶରୀରର ମାନସିକ ସାଇକିଲକୁ ବୁଷ୍ଟ କରିଥାଏ ଏବଂ ଫର୍ଟିଲିଟିକୁ ବି ଭଲ କରିଥାଏ। ଏବଂ ଏହା ବ୍ୟତିତ ଆମର ପାଦରେ ସ୍ନାୟୁ ଏବଂ ଆକ୍ୟୁପ୍ରେସର ପଏଣ୍ଟ ଅଛି ଯାହାକି ମୁଦି ପିନ୍ଧି ଦ୍ବାରା ସକ୍ରିୟ ହୋଇଯାଏ ଏବଂ ଆମର ସ୍ୱାସ୍ଥ୍ୟ ଭଲ ରହିଥାଏ।

ଝୁଣ୍ଟିଆକୁ ଧାରଣ କରିବା ଦ୍ବାରା ଆମ ଉପରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର କୃପା ସର୍ବଦା ବନି ରହିଥାଏ ଏବଂ ଏହାକୁ ସର୍ବଦା ଦୁଇ ପାଦର ଆଙ୍ଗୁଳିରେ ପିନ୍ଧିବା ଉଚିତ।

ଝୁଣ୍ଟିଆ ପିନ୍ଧିବା ଦ୍ବାରା ଆମର ଘରରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଏହାକୁ ପିନ୍ଧିବା ସୁହାଗିନିଙ୍କ ପାଇଁ ବହୁତ ଶୁଭ ବୋଲି ମାନାଯାଏ।

ବିଶ୍ୱାସ କରାଯାଏ ଯେ ଯଦି ଆପଣ ନିଜ ପାଦର ଆଙ୍ଗୁଠିରେ ଏହି ମୁଦି ପିନ୍ଧିବେ ତ ଆପଣଙ୍କୁ କେବେବି ସାଇଟିକ ନାମକ ରୋଗ ହେବ ନାହିଁ କାରଣ ଏହା ଆମ ଶରୀରର ରକ୍ତକୁ ପ୍ରବାହିତ କରେ।

Google

ଜଣେଇ ଦେଉଛୁ ଯେ ରୂପାର ଝୁଣ୍ଟିଆ ପାଦରେ ଔଷଧ ଭଳି କାମ କରିଥାଏ ଏବଂ ଶରୀରରେ ମେଗ୍ନଟିକ କ୍ଷେତ୍ରକୁବି ମଧ୍ୟ ଉନ୍ନତ କରିଥାଏ ଏବଂ ଏହାର ସାହାଯ୍ୟରେ ଶରୀରର ସମସ୍ତ କାର୍ଯ୍ୟ ସଠିକ ଭାବରେ ସମାପ୍ତ ହୋଇଥାଏ ଏବଂ ଏହା ମହିଳାଙ୍କ ହରମୋନ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିପାରେ। ଯାହା ଦ୍ୱାରା ଫର୍ଟିଲିଟି ମଧ୍ୟ ବହୁ ପରିମାଣରେ ପ୍ରଭାବିତ କରିଥାଏ ଏବଂ ଗର୍ଭଧାରଣ ପ୍ରସବ ବି ମଧ୍ୟ ଭଲ ହୋଇଥାଏ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଆମର ବୁଢା ଆଙ୍ଗୁଳି ପରେ ଯେଉଁ ଆଙ୍ଗୁଳି ତାହାର କନେକସନ ହୋଇଥାଏ ୟୁଟ୍ରେସ ସହିତ ଏବଂ ଯେତେବେଳେ ଆମେ ଚାଲି ଥାଉ ତ ପ୍ରଭାବ ଏହା ଉପରେ ପଡ଼ିଥାଏ ଏବଂ ଆମର ପିରିୟଡ଼ ନିୟମିତ ରୁପରେ ଚାଲିଥାଏ ଏବଂ ପିରିୟଡ଼ ସମୟରେ ହେଉଥିବା କଷ୍ଟରୁ ମଧ୍ୟ ମୁକ୍ତି ମିଳିଥାଏ।

ଝୁଣ୍ଟିଆ ପିନ୍ଧିବା ଦ୍ବାରା ଆମର ବ୍ଲଡ଼ର ସର୍କୁଲେସନ ବି ବହୁତ ଭଲ ରହିଥାଏ ଏବଂ ଏହା ଦ୍ବାରା ଆପଣଙ୍କୁ ରୋଗ ହେବାର ବିପଦ ବହୁତ କମଥାଏ।

ଝୁଣ୍ଟିଆ ବ୍ୟତିତ ସୁହାଗିନି ମହିଳା ମାନେ ନିଜ ପାଦରେ ପାଉଁଜି ମଧ୍ୟ ପିନ୍ଧିଥାନ୍ତି ଏବଂ ଏହାକୁ ପିନ୍ଧିବା ଦ୍ବାରା ବହୁତ ଲାଭ ଅଛି। ଯେମିତିକି ବ୍ଲଡ଼ସର୍କୁଲେସନ, ଏକ୍ୟୁପ୍ରେସର,ପିରିୟଡ଼ ଆଦି ଠିକ ରହିଥାଏ ଏବଂ ଆମର ସ୍ବାସ୍ଥ୍ୟ ମଧ୍ୟ ସର୍ବଦା ଭଲ ହୋଇରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

Related Articles

Leave a Reply

Your email address will not be published. Required fields are marked *

Back to top button