ଦେଶ- ବିଦେଶ

ନାମର ପ୍ରଥମ ଅକ୍ଷର S ଥିବା ଲୋକେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ କିନ୍ତୁ ଜୀବନରେ ଖାଇଥାନ୍ତି ଅନେକ ଧୋକା। ଆସନ୍ତୁ ଜାଣିବା S ଥିବା ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ବ କିପରି ହୋଇଥାଏ।

ଆସନ୍ତୁ ଜାଣିବା S ଅକ୍ଷରର ବ୍ୟକ୍ତିମାନଙ୍କ ବିଷୟରେ ଏପରି କିଛି ରହସ୍ୟ ଯାହାକୁ ଶୁଣିଲେ ଆପଣଙ୍କୁ ଲାଗିବ ଆଶ୍ଚର୍ଯ୍ୟ। ଯଦି ଆପଣଙ୍କ ନାମ S ରୁ ଆରମ୍ଭ ହୋଇଥାଏ ତାହେଲେ ଏହି କଥା ଗୁଡ଼ିକ ନିହାତି ଜାଣିବା ଆବଶ୍ୟକ।

ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥିବା ଲୋକମାନଙ୍କ ପ୍ରକୃତି ସରଳ ହୋଇଥାଏ। ଏମାନେ କାହାକୁ ଜାଣି ଜାଣି କଷ୍ଟ ଦେଇ ନଥାନ୍ତି। ଏମାନେ କାହାରି ଦୁଃଖ ସଜ୍ୟ କରିପାରନ୍ତି ନାହିଁ। ସେଥିପାଇଁ ଏମାନଙ୍କୁ କେହିବି ସହଜରେ ବୋକା ବନାଇ କାମ ହାସଲ କରି ପାରିଥାନ୍ତି। ଏମାନେ ବହୁତ୍ ଲାଜକୂଳା ହୋଇଥାନ୍ତି।

ଏମାନଙ୍କ ମନ କାଚ ପରି ସଫା ହୋଇଥାଏ ଓ ଏମାନେ ଯାହାକୁ ନିଜର ଭାବି ଥାଆନ୍ତି ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ଏମାନେ ଏମାନଙ୍କ ଜୀବନରେ ବହୁତ୍ ଦୁଃଖ କଷ୍ଟର ସାମ୍ନା କରି ସଫଳତା ହାସଲ କରିଥାନ୍ତି।

ଏମାନେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ବହୁତ୍ ଚିନ୍ତା କରିଥାନ୍ତି । ଏମାନେ ଏମାନଙ୍କ ବୁଦ୍ଧି ବଳରେ ବହୁତ୍ କିଛି ତାଙ୍କ ଜୀବନରେ ହାସଲ କରିବାକୁ ସକ୍ଷମ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button