ରାଜ୍ୟ

ପାଣି ଘେରରେ କୋଣାର୍କ ସୂର୍ଯ୍ୟ ମନ୍ଦିର

ଗାଣ ବର୍ଷାରେ ଭାସିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିର ପରିସରରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ହନ୍ତସନ୍ତ ହେଲେ କୋଣାର୍କର କଳା ଭାସ୍କର୍ଯ୍ୟ ଦେଖିବାକୁ ଆସିଥିବା ଶହ ଶହ ପର୍ଯ୍ୟଟକ । ଅସନ୍ତୋଷ ଝାଡ଼ିଲେ ଆଉ କହିଲେ ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରରେ ଏ କି ବ୍ୟବସ୍ଥା ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button