ଦେଶ- ବିଦେଶ

ଏହି ଫୁଲ 24 ଘଣ୍ଟାରେ ବଦଳେଇ ଦେବ ଆପଣଙ୍କ ଭାଗ୍ୟ, ଯେଉଁଠି ବି ପାଇବେ ନେଇ ଆସନ୍ତୁ ଘରକୁ

ବନ୍ଧୁଗଣ ଆଜି ଆମେ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହା ଦେଖିବାକୁ ବହୁତ ସୁନ୍ଦର ଅଟେ । ଖାସ କରି ଦେବିଦେବତାଙ୍କ ପୂଜା ସମୟରେ ଆମେ ଏହାର ପ୍ରୟୋଗ କରିଥାଉ । ଏହି ଗଛକୁ ମନ୍ଦାର ଗଛ କୁହାଯାଏ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣଙ୍କୁ ମନ୍ଦାର ଗଛର ଚମତ୍କାରୀ ଫାଇଦା ବିଷୟରେ କହିବାକୁ ଯାଉଛୁ ।

ଏମିତି ମାନାଯାଏ ଏହି ଗଛ ଯେଉଁଠି ଲଗାଯାଏ ସେଠାରେ ପଜେଟିଭ ଏନର୍ଜି ସୃଷ୍ଟି ହୋଇଥାଏ । ଯେଉଁ ମାନଙ୍କର କୁଣ୍ଡଳିରେ ସୂର୍ଯ୍ୟଦେବ କମଜୋର ଥାନ୍ତି ସେହି ବ୍ୟକ୍ତିଙ୍କୁ ମନ୍ଦାର ଗଛ ନିଶ୍ଚୟ ଲଗାଇବା ଉଚିତ । କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଏହି ଗଛକୁ ଲଗାଇବା ଶୁଭ ହୋଇଥାଏ । ପେଟରେ ଜୀବାଣୁ ମାରିବା ପାଇଁ ମନ୍ଦାର ଗଛର ପତ୍ର ବା ଫୁଲକୁ ପାଉଡର କରି ପାଣିରେ ଫୁଟାଇ ଚାହା ଭଳି ସେବନ କରିବାକୁ ହେବ ।

ପେଟରେ ବ୍ୟଥା ତତ୍କାଳ ଦୂର ହୁଏ । ଏହି ମନ୍ଦାର ଗଛର ପତ୍ର ରାମବାଣ ଭଳି କାମ କରିଥାଏ । ଆପଣ ଲମ୍ବା ସମୟ ଧରି ଷ୍ଟୋନ ରୋଗରେ ପୀଡିତ ଅଛନ୍ତି ତେବେ ମନ୍ଦାର ପତ୍ର ବା ଫୁଲର ପାଉଡର ବନାଇ ଦିଅନ୍ତୁ । ଏହାକୁ ଗରମ ପାଣିରେ ପକାଇ ସେବନ କରନ୍ତୁ । ଏହି ଉପାୟକୁ ଖାଲି ପେଟରେ କରିବାକୁ ପଡିବ ସକାଳେ ଓ ସନ୍ଧ୍ୟାରେ । 15 ଦିନ ଯାଏଁ ଏହି ଉପାୟ କରିବା ଦ୍ଵାରା ଷ୍ଟୋନ ଦୂର ହୋଇଥାଏ ।

କିଛି ଲୋକଙ୍କର ଆଇରନ ସମସ୍ଯା ଥିଲେ ମନ୍ଦର ଫୁଲକୁ ଚାହା କରି ସେବନ କରିବେ ତେବେ ଏହା ଦୂର ହେବ । ମନ୍ଦାର ଫୁଲକୁ ପାଣିରେ ଫୁଟାଇ ଗୁଡ ପକାଇ ସେବନ କରିଲେ ଆଇରନ ବଢିବା ସହ ଶରୀରରେ ଓଜନ କମାଇବାରେ କାମ କରିଥାଏ । ଯଦି ଆପଣ ମୋଟାପଣକୁ କମାଇବାକୁ ଚାହୁଁଛନ୍ତି ତେବେ ମନ୍ଦାର ଫୁଲକୁ ଚାହା କରି ପିଇଲେ ଲମ୍ବା ସମୟ ଧରି ଭୋକ ଲାଗେ ନାହି ।

ଏବେ ଆସନ୍ତୁ ଜାଣିବା ମନ୍ଦର ଫୁଲର ଧାର୍ମିକ ମହତ୍ଵ ବିଷୟରେ । ମା ଲକ୍ଷ୍ମୀ, ମା ଦୂର୍ଗା, ମା ତାରିଣୀଙ୍କୁ ମାନଦର ଫୁଲ ଅତି ପ୍ରିୟ ଅଟେ । ସୁଖ ସମୃଦ୍ଧି, ଧନ ସମ୍ପତି ପାଇଁ ଏହି ଫୁଲ ଚଢା ଯାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ମଙ୍ଗଳ ଦୋଷ ଲାଗିଛି, ବିବାହରେ ବିଳମ୍ବ ହେଉଛି, ମଙ୍ଗଳ ଦୋଧ କାରଣରୁ ଜାତକରେ ଦୁର୍ଘଟଣା ହେଉଛି, ଚର୍ମ ରୋଗ ହେଉଛି, ରକ୍ତ ସମ୍ବଧିତ ରୋଗ, ବିବାହ ହେବା ପରେ ଦାଂପତ୍ଯ ଜୀବନରେ ସମସ୍ଯା ହେଉଛି ତେବେ ଏହା ମଙ୍ଗଳ ଦୋଷ କାରଣରୁ ହୋଇଥାଏ ।

ଏଥିପାଇଁ ମନ୍ଦାର ଗଛକୁ ଘରେ ଲଗାନ୍ତୁ । ଶୁକ୍ରବାରରେ ମାତା ଲକ୍ଷ୍ମୀଙ୍କୁ 21ଟି ମନ୍ଦାର ଫୁଲମାଳ ଚଢାଇଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଯେଉଁ ମାନଙ୍କର ବୈବାହିକ ଜୀବନରେ ସମସ୍ଯା ହେଉଛି ସେମାନେ ଏହି ଛୋଟ ଉପାୟ କରନ୍ତୁ । 5ଟି ମନ୍ଦାର ଫୁଲ ଆଣି ଭଗବାନ ରାମଙ୍କୁ ଧ୍ୟାନ କରି ହନୁମାନଙ୍କୁ ଅର୍ପଣ କରିଥାନ୍ତି ଶନି ପୀଡା ସମାପ୍ତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button