କ୍ୟାଲସିୟମର ଅଭାବ, ଆଣ୍ଠୁ ଗଣ୍ଠି ବିନ୍ଧା ଏବଂ ବିନ୍ଧା କେବଳ ୧୦ ମିନିଟରେ ଭଲ ହେବ
ବନ୍ଧୁଗଣ ଯେତେ ବି ପୁରୁଣା ଆଁଠୁ ଗଣ୍ଠି, ଅଣ୍ଟା ବିନ୍ଧା ବା ହାତ ଗୋଡ ବିନ୍ଧା ହୋଇଥାଉ ନା କାହିଁକି ତାହା ସଂପୂର୍ଣ୍ଣ ଠିକ ହୋଇଯିବ । ଆମ ବାଡି ଘରେ ବା ଆଖପାଖରେ ହେଉ ଏମିତି ଅନେକ ବନସ୍ପତି ମିଳିଥାଏ ଯାହାର ପ୍ରୟୋଗ କରି ଅନେକ ପ୍ରକାରର ରୋଗ ଠିକ କରି ପାରିବେ । ଏହା ପ୍ରୟୋଗ କରିବାର ବିଧି ଜାଣିବାର ଆପଣଙ୍କୁ ଆବଶ୍ୟକ ଅଛି ।
ଏହି ପତ୍ରର ବ୍ୟବହାର କରି ଆପଣ ନିଜର ଜଏଣ୍ଟ ପେନ ଭଳି ସମସ୍ୟାକୁ ସଂପୂର୍ଣ୍ଣ ଠିକ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ପତ୍ର କଣ ଅଟେ ଓ ଏହାର ପ୍ରୟୋଗ କେମିତି କରାଯାଏ । ଏହି ପତ୍ରକୁ ଆମେ ଶିଶୁ ଗଛ କହିଥାଉ । ଆପଣ ଶିଶୁ କାଠ ବିଷୟରେ ଶୁଣିଥିବେ । ଏହାର ପତ୍ରର ପ୍ରୟୋଗ କରି ଆପଣ ଆଁଠୁ ଗଣ୍ଠି, ହାତ ଗୋଡ, ଅଣ୍ଟା ବିନ୍ଧା ସମସ୍ଯା ଦୂର ହୋଇଥାଏ । ଆପଣ ଶିଶୁ ପତ୍ର ନେଇ ଏହାକୁ ଧୋଇ ଦିଅନ୍ତୁ ।
ଏହା ପରେ ସେଥିରୁ ଭଲ ଭଏ ପାଣି ଛାଣି ଦିଅନ୍ତୁ । ଆପଣ ଯେଉଁ ପାତ୍ର ନେବେ ତାହା ମୋଟା ଥିବା ଆବଶ୍ୟକ । ଏହି ପତ୍ରର ଡେମ୍ଫ କାଢି ଏହାର ପତ୍ର ବ୍ୟବହାର କରନ୍ତୁ । ଏହି ରେମେଡି ତିଆରି କରିବା ପାଇଁ କଞ୍ଚା ବା ବୁଢା ପତ୍ର ବ୍ୟବହାର କରନ୍ତୁ । ସେହି ପତ୍ରରେ ସୋରିଷ ତେଲ ପକାନ୍ତୁ । ବହୁ ପୁରାତନ କାଳରୁ ସୋରିଷ ତେଲର ବ୍ୟବହାର ହୋଇ ଆସୁଛି । ଏବେ ଆପଣ ସେହି ପତ୍ରକୁ ଗ୍ଯାସରେ ଧିମା ଆଞ୍ଚରେ ବସାନ୍ତୁ ।
ଧିମା ଆଞ୍ଚରେ ଆପଣ ଏହାକୁ କିଛି ସମୟ ଫୁଟାନ୍ତୁ । ଏହା ଅଳ୍ପ ବଏଲ ହେବା ପରେ ଏଥିରେ ଅଧା ଚାମଚ ମେଥି ଦାନ ମିଶାନ୍ତୁ । ମେଥି ଅଣ୍ଟା, ଆଁଠୁ, ଗଣ୍ଠି ବିନ୍ଧା ପାଇଁ ବହୁତ ଲାଭଦାୟକ ହୋଇଥାଏ । ତାପରେ ଏଥିରେ ଅଧା ଚାମଚ ଜୁଆଣୀ ମିଶାନ୍ତୁ । ତା ପରେ ଆପଣ 3ରୁ 4ତୁ ରସୁଣ ପାଖୁଡା ପକାନ୍ତୁ । ଏହା ବିନ୍ଧା ସହ ଫୁଲାକୁ କମ କରିଥାଏ । ଏହି ରେମେଡି କରିବା ପାଇଁ 150ରୁ 200 ଗ୍ରାମ ସୋରିଷ ତେଲ ନିଅନ୍ତୁ ।
ଯେବେ ରସୁଣ ବ୍ରାଉନ ରଙ୍ଗ ହୋଇଯିବ ତେବେ ତାହାକୁ ଢାଙ୍କି ଛାଡି ଦିଅନ୍ତୁ । 2ରୁ 3 ଘଣ୍ଟା ଏହାକୁ ଢାଙ୍କି ଦିଅନ୍ତୁ ଯେମିତି ଏହା ସଂପୂର୍ଣ୍ଣ ଭାବେ ଥଣ୍ଡା ହୋଇଯିବ ଏବଂ ସବୁ ସାମଗ୍ରୀର ପୋଷାକ ତତ୍ତ୍ଵ ତେଲକୁ ଆସିଯିବ । ଥଣ୍ଡା ହେବା ପରେ ଏକ କାଚ ପାତ୍ରରେ କାହାଣୀ ଦିଅନ୍ତୁ । କାଚ ପାତ୍ରରେ ରଖିଲେ ଏହି ତେଲ ଜଲ୍ଦି ଖରାପ ହେବ ନାହି ।