ସ୍ୱାସ୍ଥ୍ୟ

ଏହି ୨ଟି ଜିନିଷ ଚା ରେ ମିଶାନ୍ତୁ, ଆପଣଙ୍କ ଚା ଅମୃତ ହୋଇଯିବ, ଛୋଟ ବଡ ସମସ୍ତ ରୋଗ ଭଲ ହେବ

ସ୍ୱାସ୍ଥ୍ୟ
ଏହି ୨ଟି ଜିନିଷ ଚା ରେ ମିଶାନ୍ତୁ, ଆପଣଙ୍କ ଚା ଅମୃତ ହୋଇଯିବ, ଛୋଟ ବଡ ସମସ୍ତ ରୋଗ ଭଲ ହେବ ( Healthy Tips )
ବନ୍ଧୁଗଣ ଦୁନିଆରେ ଯଦି କିଛି ଡ୍ରିଂକ ସେବନ କରାଯାଏ ତାହା ହେଉଛି ଚାହା । ଅନେକ ଥର ଚାହା ବିଷୟରେ ଆପଣ ମାନେ ବିଭିନ୍ନ ପ୍ରକାରର କଥା ଶୁଣିଥିବେ । କିଛି ଲୋକ କଥା କହିଥାନ୍ତି ଚାହା ବିଶ ଅଟେ । କିନ୍ତୁ ଏହି ସବୁ କଥାର କିଛି ଭ୍ୟାଲୁ ନାହି । କିନ୍ତୁ ଏହାର ଅର୍ଥ ନୁହେଁ କି ଆପଣ ଚାହା ଦିନ ସାରା ପିଇବେ । ଆଦି ଆପଣ ଚାହା ପିଇବେ ତେବେ ସାଇଡ ଇଫେକ୍ଟ ଦେଖିବାକୁ ମିଳିବ ।

 

ଆଜି ଆମେ ଆଲୋଚନା କରିବା ଚାହା ରେ ଏମିତି 2ଟି ସାମଗ୍ରୀ ମିଶାଇବା ଦ୍ଵାରା ତେବେ ଏଥିରୁ ଆପଣଙ୍କୁ ଅନେକ ହେଲଥ ବେନିଫିଟ୍ସ ମିଳିବ । ଯଦି ଆପଣ ଦିନକୁ 2-ରୁ 3 ଥର ଚାହା ପିଇଥାନ୍ତି ତେବେ ଅନେକ ପୋଷାକ ତତ୍ତ୍ଵ ମିଳିଥାଏ ଆମ ଶରୀରକୁ । କାରଣ ଚାହାରେ ଆଣ୍ଟି ଅକ୍ସିଡେଣ୍ଟ ମିଇଥାଏ । ଯାହାକି ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଫାଇଦା ଦେଇଥାଏ ।

ତେବେ ଏହି 2ଟି ସାମଗ୍ରୀ ଚାହା ମିଶିବା ଦ୍ଵାରା ଏହାର ଫାଇଦା ଦୁଇ ଗୁଣା ବଢିଯାଏ । ପ୍ରଥମ ଟି ହେଉଛି ଅଦା ଯାହାକୁ ଅନେକ ଲୋକ ମାନେ ଚାହା ବନାଇବା ସମୟରେ ମିଶାଇ ଥାନ୍ତି । ଯଦି ଆପଣ ଚାହା ବନାଇବା ସମୟରେ ଅଦା ମିଶାନ୍ତି ତେବେ ଏହାର ଫାଇଦା ମିଳିବ ନାହି । ଅଦା ମଧ୍ୟରୁ ପ୍ରଚୁର ମାତ୍ରାରେ ଆଣ୍ଟି ଇମ୍ଫ୍ଳାମେଟରୀ ତତ୍ତ୍ଵ ମିଳିଥାଏ ।

ଯାହାକି ଶରୀରରେ ଫୁଲା କାମ କରିଥାଏ, ଜଏଣ୍ଟ ପେନ, ଓଜମ କମ, ହଜମ କ୍ରିୟାକୁ ବିକାଶ କରିଥାଏ । ଅଦା ଚାହାରେ ମିଶାଇଲେ ଏହି ସବୁ ଫାଇଦା ଇଲିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ଡାଲଚିନି । ଡାଲଚିନି ଏମିତି ଏକ ହର୍ବ ଅଟେ ଯାହା ଶରୀରରେ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରିବାରେ କାମ କରିଥାଏ । ଡାଲଚିନି ଚାହାରେ ମିଶାଇଲେ ଚାହାର ଟେଷ୍ଟ ଅଲଗା ଆସିଥାଏ ।

ଡାଲଚିନି ରେ ଆଣ୍ଟି ମାଇକ୍ରୋବେଲ ତତ୍ତ୍ଵ ମିଳିଥାଏ । ଶରୀରରେ ଇନଫେକସନ ହେଲେ ଏହା ଲଢିବାରେ ସାହାଜ୍ଯ କରିଥାଏ । ଆଉ ଏକ ସାମଗ୍ରୀ ହେଉଛି ଗୁଜୁରାତି ଯାହାକୁ ଆପଣ ଚାହାରେ ମିଶା ପାରିବେ । ଏଥିରୁ ବହୁତ ସାରା ହେଲଥ ବେନିଫିଟ୍ସ ଦେଇଥାଏ । ଯଦି ଆପଣ ଏକ କପ ଚାହା ବନାଉଛନ୍ତି ତେବେ ସେଥିରେ ଅଧା ଚାମଚ ଅଦା ଛେଚା, ଅଳ୍ପ ଡାଲଚିନି ଗୁଣ୍ଡ ଓ 1ଟି ଗୁଜୁରାତି ମିଶାଇ ଏହାକୁ ବନାନ୍ତୁ ।

 

ପ୍ରଥମେ ଏକ ପାତ୍ରରେ ଅଧା କପ ପାଣି ନିଅନ୍ତୁ । ଏହା ପରେ ସବୁ ସାମଗ୍ରୀ ପକାଇ ଦିଅନ୍ତୁ । ଏବେ ଏହାକୁ ଭଲ ଭାବେ ଫୁଟାନ୍ତୁ । ଯେବେ ଆଣି ଭଲରେ ଫୁଟିବାକୁ ଲାଗିବ ସେଥିରେ ଏକ କପ କ୍ଷୀର ଓ ଚାହା ପତି ମିଶାନ୍ତୁ । ଚାହାକୁ ଧିମା ଆଞ୍ଚରେ ବନାଇଲେ ସେଥିରୁ ଅଧିକ ଫାଇଦା ମିଳିଥାଏ ।

ଚାହାକୁ ଅଧିକ ଫୁଟାଇବା ଦ୍ଵାରା ଟେଷ୍ଟ ବଢିଥାଏ । ଚାହା ର ଟେଷ୍ଟ ବୃଦ୍ଧି କରିବା ପାଇଁ ଏଥିରେ ଗୁଡ ଆଡ କରନ୍ତୁ । ଏହି ଡ୍ରିଂକ ସେବନ କରିବା ଦ୍ଵାରା ଶରୀରରେ ଅନେକ ପ୍ରକାରର ଫାଇଦା ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button