ଦେଶ- ବିଦେଶ

ମହିଳାମାନେ ଘରେ ଏହିପରି ପୋଛା ଲଗାଇବା ଦ୍ଵାରା ଘରକୁ କାହିଁକି ଆସିଥାଏ ଦରିଦ୍ରତା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବନ୍ଧୁଗଣ ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇଥାଏ । କାରଣ ଯେଉଁ ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ସେହି ଘରେ କେବେହେଲେ ଧନର ଅଭାବ ହୋଇନଥାଏ ।

ବନ୍ଧୁଗଣ ମା ଲକ୍ଷ୍ମୀ ସର୍ବଦା ସେହି ଘରେ ବାସ କରିଥାନ୍ତି ଯେଉଁ ଘର ସଫା ସୁତୁରା ରହିଥାଏ ଓ ଯେଉଁ ଘରେ ପୋଛା ସହ ଜଡିତ ସମସ୍ତ ନିୟମର ପାଳନ କରାଯାଇଥାଏ ।


ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକ ମାନେ ବହୁତ କିଛି ଉପାୟ କରିଥାନ୍ତି ହେଲେ ମା ଲକ୍ଷ୍ମୀ ସେହି ଲୋକଙ୍କ ଘରେ ରହିଥାନ୍ତି ଯେଉଁ ଘରେ କୌଣସି ଅଶୁଭ କାର୍ଯ୍ୟ ନ ହୋଇଥାଏ ।ସାଧାରଣତଃ ବନ୍ଧୁଗଣ ସମସ୍ତ ମହିଳା ନିଜ ଘରକୁ ସଫା ସୁତୁରା ରଖିବା ପାଇଁ ପୋଛା ମାରିଥାନ୍ତି ।

ହେଲେ ବନ୍ଧୁଗଣ ବହୁତ ଲୋକ ଅଜଣାତରେ ଏମିତି କିଛି ଭୁଲ କରିଥାନ୍ତି ଯାହା ଦ୍ଵାରା ସେମାନେ ଦରିଦ୍ରତା ଭୋଗ କରିଥାନ୍ତି । ତେଣୁ ବନ୍ଧୁଗଣ ପୋଛା ସହ ଜଡିତ କିଛି ନୀତି ନିୟମର ପାଳନ କରିବା ନିହାତି ଆବଶ୍ୟକ । ଏହାଦ୍ବାରା ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବାସ କରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ନୀତି ନିୟମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଛୁଆ ମାନଙ୍କୁ ଭଗବାନ ରୂପ ମାନା ଯାଇଥାଏ । ଏମିତିରେ ବହୁତ ଲୋକ ଅଜଣାତରେ ଛୁଆ ମାନଙ୍କ ଦ୍ଵାରା ଝାଡୁ ପୋଛା କରିଥାନ୍ତି । ଏହା ଦ୍ଵାରା ମ ଲକ୍ଷ୍ମୀ ରୁଷ୍ଟ ହୋଇଯାଇଥାନ୍ତି । ଏହି ଭୁଲ ପାଇଁ ସେହି ବ୍ୟକ୍ତିକୁ ନର୍କ ଯନ୍ତ୍ରଣା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଯଦି ଆପଣଙ୍କର କୌଣସି ସମସ୍ଯା ଅଛି ତା ହେଲେ ଆପଣ ଘର ବଡ ବଡ ସଦସ୍ୟ ମାନଙ୍କ ଦ୍ଵାରା ଝାଡୁ ପୋଛା ଲଗାନ୍ତୁ । ଛୁଆ ମାନଙ୍କୁ ଝାଡୁ ପୋଛା କରିବାକୁ ଦେଇ ପାପ ମୁଣ୍ଡାନ୍ତୁ ନାହିଁ ।

୨. ବନ୍ଧୁଗଣ କେବେହେଲେ ଖରାବେଳ ହେବା ପରେ ଘରେ ଝାଡୁ ପୋଛା ଲଗାନ୍ତୁ ନାହିଁ । ଏହି ସମୟ ଝାଡୁ ପୋଛା ଲଗାଇବା ପାଇଁ ବହୁତ ଅଶୁଭ ମାନା ଯାଇଥାଏ । ଏହି ଭୁଲ କରିବା ଦ୍ଵାରା ଆପଣ ଆଗାମୀ ସମୟରେ ଦରିଦ୍ରତା ଭୋଗ କରିପାରନ୍ତି । ଯଦି ବନ୍ଧୁଗଣ ଆପଣ ନିଜ ଘରେ ସୁଖ ସମୃଦ୍ଧି ଆଣିବାକୁ ଚାହୁଁଛନ୍ତି ତା ହେଲେ ଆପଣ ସଖାଳ ସମୟରେ ଘରେ ଝାଡୁ ପୋଛା କରି ଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ସର୍ବଦା ମା ଲକ୍ଷ୍ମୀଙ୍କର ବାସ ରହିବ ଓ ଆପଣଙ୍କ ଘରେ କେବେହେଲେ ଧନର ଅଭାବ ହେବ ନାହିଁ ।

୩. ବନ୍ଧୁଗଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏକ ସହଜ ଓ ସରଳ ଉପାୟ ଅଛି । ଏହି ଉପାୟ ପାଇଁ ଆପଣ କିଛି ନିମ ପତ୍ର ଆଣନ୍ତୁ ଓ ଏକ ଗରମ ପାଣିରେ ପକାଇ ଏହାକୁ ଗରମ କରନ୍ତୁ । ଏହାପରେ ଆପଣ ସେହି ନିମ ପତ୍ରକୁ ବାହାର କରି ଦିଅନ୍ତୁ । ହେଲେ ବନ୍ଧୁଗଣ ଯେଉଁ ପାଣି ବଞ୍ଚିଯିବ ଆପଣ ସେହି ପାଣିରୁ ଅଳ୍ପ ନେଇ ନିଜ ପୋଛାରେ ବ୍ୟବହାର କରନ୍ତୁ । ଯଦି ଆପଣ ଏକ ସପ୍ତାହରେ କେବଳ ଗୋଟିଏ ଥର ଏହି ଉପାୟ କରିବେ ଦେଖିବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button