ଦେଶ- ବିଦେଶ

ଏହି ଭୁଲ ପାଇଁ ଜନ୍ମ ହୋଇଥାନ୍ତି ଜାଆଁଳା ଛୁଆ, ଜାଣନ୍ତୁ

ବନ୍ଦୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଉପରେ ସୂଚନା ଦେବା ପାଇଁ ଆସିଛି । ଯେଉଁ ଥି୍ରେ ଆମେ ମାନେ ଜାଣିବା କି କେଉଁ ଭୁଲ କରିବା ଦ୍ୱାରା ଆମର ଜାଆଁଳା ପିଲା ଜନ୍ମ ହୋଇ ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ଆପଣ ମାନେ ବହୁତ ସମୟ ରେ କେଉଁଠି ନା କେଉଁଠି ଜାଆଁଳା ପିଲା ଜନ୍ମ ହେବାର ଦେଖିବା ପାଇଁ ପାଇ ଥିବେ । ବର୍ତମାନ ସମୟ ର କଥା ଯଦି କହିବା ତେବେ ଏପରି ଜନ୍ମ ହେବା ଗୋଟିଏ ପ୍ରକାରର ସଧାରଣ ହୋଇ ଗଲାଣୀ । ତେବେ ଏମିତି ହେବାର କାରଣ ଏବଂ ଏହା କେଉଁ ସବୁ ଭୁଲ କାମ ପାଇଁ ହୋଇ ଥାଏ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆମ ମାନଙ୍କ ଗାଁଉଲୀ ମତରେ ରହିଛି ଯଦି ମହିଳା ମାନେ ଗର୍ଭବତୀ ସମୟ ରେ ବା ହେବାକୁ ଜାଉ ଥିବା ବେଳେ ସେମାନେ ଯଦି ଜାଆଁଳା ଫଳର ସେବନ କରନ୍ତି । ତେବେ ସେମିତି କ୍ଷେତ୍ର ରେ ସେମାନଙ୍କ ଜାଆଁଳା ପିଲା ହୋଇ ଥାଏ ।

ହେଲେ ଏହି ବିଷୟ ରେ ବୈଜ୍ଞ୍ୟାନିକ ମାନେ ବହୁତ ପ୍ରକାରର ମତ ଦେଇଛନ୍ତି । ଯେଉଁ ମହିଳା ମାନେ ଅଧିକ ମାତ୍ରା ରେ ଗର୍ଭନୀରୋଧକ ବଟିକା ସେବନ କରନ୍ତି ସେମାନଙ୍କ ଠାରେ ଏମିତି ଲକ୍ଷଣ ଦେଖା ଦେଇ ଥାଏ । ବହୁତ ସମୟ ରେ ଲୋକ ମାନେ ନିଜର ଗର୍ଭପାତ କେରଇ ଥାନ୍ତି ।

ତେବେ ସେମିତି କ୍ଷେତ୍ର ରେ ଶୁକ୍ରାଣୁ ର ବିଭାଜନ ହେବାର ସମ୍ଭାବନା ବହୁତ ପରିମାଣ ରେ ରହି ଥାଏ । ଯଦି ପୂର୍ବ ରୁ ପରିବାର ରେ ଜାଆଁଳା ସନ୍ତାନ ଜନ୍ମ ଗ୍ରହଣ କରି ଥାଏ । ତେବେ ସେମିତି ବେଳେ ଆଗାମୀ ସମୟ ରେ ବି ଏମିତି ଜନ୍ମ ହେବାର ବହୁତ ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button