ଏହି 6 ଟି ଲକ୍ଷଣରୁ କ୍ୟାନ୍ସର ରୋଗକୁ ଚିହ୍ନଟ କରନ୍ତୁ !

କ୍ୟାନ୍ସର ଏକ ଏଭଳି ମାରାତ୍ମକ ରୋଗ । ଯାହାକୁ ଯଦି ପ୍ରଥମରୁ ଚିହ୍ନଟ କରି ତାହାର ଚିକିତ୍ସା କରାଯାଇନଥାଏ । ତେବେ ତାହା ସମୟ କ୍ରମେ ବହୁତ ଭୟଙ୍କର ହୋଇବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ତେବେ ଆଜି ଆପଣ ଏଭଳି କିଛି ଲକ୍ଷଣ ବିଷୟରେ ଏଠାରେ ଜାଣିବାକୁ ପାଇବେ । ଯଦି ଏହି ସବୁ ଲକ୍ଷଣ ମହିଳା ମାନେ ନିଜ ଠାରେ ଦେଖିବାକୁ ପାଇଥାନ୍ତି । ତେବେ ଏହା କ୍ୟାନ୍ସର ହେବାର ଲକ୍ଷଣ ହୋଇଥାଇପାରେ ।
3- ବ୍ରେଷ୍ଟରେ ଗେଟା ଭଳି ଫୁଲା ରହିବା । କାଖ ତଳେ ଗେଟା ହେବା । ନିପଲରୁ ଯଦି ଡିସଚାର୍ଜ ହେଉଛି । ତେବେ ଏହା ବ୍ରେଷ୍ଟ କ୍ୟାନସରର ଲକ୍ଷଣ ହୋଇପାରେ । 4- ଖାଇବା, ପିଇବାରେ ଅସୁବିଧା, ବାରମ୍ବାର କ୍ଳାନ୍ତ ଲାଗିବା, ହଟାତ ଓଜନ କମିଯିବା । ତେବେ ଏହା ପାକସ୍ଥଳୀରେ କ୍ୟାନ୍ସର ହେବାର ଲକ୍ଷଣ ହୋଇପାରେ ।
5- ମାସିକ ଋତୁସ୍ରାବ ବନ୍ଦ ହୋଇଗଲା ପରେ ମଧ୍ୟ ବ୍ଲିଡିଙ୍ଗ ହେବା । ଦୁଇ ମାସ ଅନ୍ତରରେ ଯଦି ବ୍ଲିଡିଙ୍ଗ ହେଉଥିବ । ଶାରୀରିକ ସମ୍ପର୍କ ସମୟରେ ଅଧିକ ଯନ୍ତ୍ରଣା ଅନୁଭୂତ ହେଉଥିବ । ତେବେ ତାହା ସର୍ଭାଇକାଲ୍ କ୍ୟାନ୍ସରର ଲକ୍ଷଣ ହୋଇପାରେ ।
6- ଅଧିକ ତମ୍ବାଖୁ ସେବନ, ସ୍ମୋକିଂ, ଆଲକୋହଲର ଅଧିକ ବ୍ୟବହାର ଯୋଗୁ ଏହି ସବୁ କ୍ୟାନ୍ସରର କାରଣ ହୋଇପାରେ । ତେବେ ଏହି ସବୁ କାରଣ ଯଦି ମହିଳା ମାନେ ନିଜ ଠାରେ ଦେଖିବାକୁ ପାଇଥାନ୍ତି । ତେବେ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ଡାକ୍ତରଙ୍କର ପରାମର୍ଶ ନେଇଯିବା ଉଚିତ ହୋଇଥାଏ । କାରଣ କ୍ୟାନ୍ସରର ପ୍ରଥମ ସ୍ଟେଜରୁ ଯଦି ରୋଗକୁ ଚିହ୍ନି ତାହାର ଠିକ ଭାବେ ଚିକିତ୍ସା କରାଯାଇଥାଏ ।