ଦେଶ- ବିଦେଶ

ଚାହା ସହ କଣ ଖାଇଲେ ମଣିଷ ମରି ଯାଇପାରେ ?

ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

 

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

2- ବୟସ୍କ ବ୍ୟକ୍ତିଙ୍କ ଶରୀରରେ ମୋଟ କେତୋଟି ହାଡ ରହିଥାଏ ?

ଉତ୍ତର- 206 ।

3- ଦୁନିଆରେ ସବୁଠୁ ଶସ୍ତା ଫଳର ନାମ କଣ ?

ଉତ୍ତର- କଦଳୀ ।

4- ଏମିତି କେଉଁ ଗଛ ଅଛି ଯାହା ଉପରେ କେବଳ ଠାରେ ଫଳ ହୋଇଥାଏ ?

ଉତ୍ତର- କଦଳୀ ।

5- ମଣିଷ କେତେ ଦୂର ଯାଏଁ ଦେଖିପାରେ ?

ଉତ୍ତର- 20 କିମି ।

6- ଭାରତରେ ରାଷ୍ଟ୍ରୀୟ ଗୀତ ଗାଇବାର ସମୟ ଅବଧି କେତେ ?

ଉତ୍ତର- 52 ସେକେଣ୍ଡ ।

7- ସ୍ତ୍ରୀ ର ଶାଢୀ ର ଲମ୍ବା କେତେ ହୋଇଥାଏ ?

ଉତ୍ତର- 5.5 ମିଟର ।

8- ଭାରତରେ କପା ଉତ୍ପାଦାନ କରୁଥିବା ସବୁଠୁ ବଡ ରାଜ୍ୟର ନାମ କଣ ?

ଉତ୍ତର- ଗୁଜୁରାଟ ।

9- ବିଶ୍ଵ ମ୍ୟାଲେରିଆ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଏପ୍ରିଲ 25 ।

10- ଗାନ୍ଧୀଜୀ ଙ୍କ ପୂର୍ବରୁ ଭାରତୀୟ ନୋଟ ରେ କାହାର ଫୋଟୋ ଥିଲା ?

ଉତ୍ତର- ଅଶୋକ ସ୍ତମ୍ବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button