ସ୍ୱାସ୍ଥ୍ୟ

ମାଣ୍ଡିଆ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୁଏ ?

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏହି ଜ୍ଞାନ ପୂର୍ଣ୍ଣ କଥା ସବୁ ଅନେକ ସମୟରେ ଆମ ଜୀବନରେ କାମରେ ଆସିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଛାତି ରେ କଫ ଜମା ହୋଇଥିଲେ କଣ ଖାଇଲେ ଜଲ୍ଦି ବାହାରି ଯାଇଥାଏ ?

ଉତ୍ତର- ଗୁଡ ।

2- କେଉଁ ଜୀବ ପୁରୁଷ ରୁ ସ୍ତ୍ରୀ ରେ ପରିବର୍ତ୍ତନ ହୋଇପାରେ ?

ଉତ୍ତର- ଅକ୍ଟୋପସ ।

3- ପୁରୀ ମନ୍ଦିର ବର୍ଷ କୁ ପ୍ରାତଃ କେତେ ଟଙ୍କା ଇନକମ କରିଥାଏ ?

ଉତ୍ତର- 237 କୋଟି ଟଙ୍କା ।

4- ଏମିତି କେଉଁ କାମ ମଣିଷ ମଲା ପରେ ବି କରିପାରିବ ?

ଉତ୍ତର- ଅଙ୍ଗ ଦାନ ।

5- ପୃଥିବୀ ଗ୍ରହ ବ୍ୟତିତ ଅନ୍ୟ କେଉଁ ଗ୍ରହରେ ଜୀବନ ସମ୍ଭବ ଅଟେ ?

ଉତ୍ତର- ମଙ୍ଗଳ ଗ୍ରହ ।

6- ପୋଙ୍ଗଲ କେଉଁ ରାଜ୍ଯର ପ୍ରମୁଖ ପର୍ବ ଅଟେ ?

ଉତ୍ତର- ତାମିଲନାଡୁ ।

7- କେଉଁ ପକ୍ଷୀ ନିଜ ଶିଶୁ କୁ ନିଜ କ୍ଷୀର ଖୁଆଇଥାଏ ?

ଉତ୍ତର- ବାଦୁଡି ।

8- ପ୍ରଥମ ମୋବାଇଲ ଫୋନ କେବେ ତିଆରି ହୋଇଥିଲା ?

ଉତ୍ତର- 1973 ।

 

 

9- କଣ ଆପଣ ଜାଣିଛନ୍ତି କି ଏମିତି କେଉଁ ପଶୁ ଅଛି ଯିଏ ଜିଭ ବାହାରେ କରିପାରେ ନାହିଁ ?

ଉତ୍ତର- କୁମ୍ଭୀର ।

10- ରାଣୀ ଲକ୍ଷ୍ମୀବାଇ ଙ୍କର ଜନ୍ମ କେଉଁ ଠାରେ ହୋଇଥିଲା ?

ଉତ୍ତର- ବାରଣାସୀ ।

11- ମନୁଷ୍ୟର କେଉଁ ଜାଗାରେ ସବୁବେଳେ ଜୀବାଣୁ ରହିଥାଏ ?

ଉତ୍ତର- ନଖ ମୂଳରେ ।

12- ଗାଈ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର- ନେପାଳ ।

13- କେଉଁ ଦେଶର ଲୋକ ମାନେ ଭାରତକୁ ଆସି ପାରିବେନି ?

ଉତ୍ତର- ଉତ୍ତର କୋରିଆ ।

14- ଦୁନିଆରେ ପ୍ରଥମେ କୁକୁଡା ନା ଅଣ୍ଡା ଆସିଥିଲା ?

ଉତ୍ତର- କୁକୁଡା ।

15- କେଉଁ ଦେଶରେ ନାଲି ରଙ୍ଗର ଗାଈ ରଖିବା ଦ୍ଵାରା ଜୋରିମାନା ରଖିବାକୁ ପଡିଥାଏ ?

ଉତ୍ତର- ଚୀନ ।

16- ମାଣ୍ଡିଆ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୁଏ ?

ଉତ୍ତର- ମଧୁମେହ, ହୃଦ ରୋଗ ଓ କର୍କଟ ରୋଗ ।

Related Articles

Leave a Reply

Your email address will not be published. Required fields are marked *

Back to top button