ବାଡିରୁ ଏହି ପତ୍ର ଆଣି ଲଗାନ୍ତୁ, ଗୋଟି ଗୋଟି କରି ସବୁ ପାଚିଲା ଚୁଟି କଳା ହୋଇଯିବ…

ମୁ ଆଜି ଆପଣମାନକ ପାଇଁ ଏମିତି ଗୋଟେ ଉପଚାର ଆଣିଛି । ଯାହାକୁ ପ୍ରୟୋଗ ଦ୍ଵାରା ଆପଣକ ପାଚିଲା ଛୁଟି କଳା ରୁ ଧଳା ହେଇଯିବା । ଚୁଟି ପାଚିବା ସାମାନ୍ୟ କଥା ଅଟେ । ମାତ୍ର ବୟସ ସୀମା ପୂର୍ବରୁ ଯଦି ଆପଣକ ଚୁଟି ପାଚିଯାଏ । ତେବେ ଏହା ବହୁତ ବଡ ସମସ୍ୟା । ଏଥି ପାଇଁ ଆମକୁ ବାହାରକୁ ଯିବାକୁ ବା ଚୁଟି ଖୋଲା କରିବାକୁ ଇଛା ପ୍ରକାଶ କରିନଥାଉ ।
ଏହାର ଉପକରଣ ପାଇଁ ବାହାର ବଜାରରେ ଯେଉ ଚୁଟି କଳା କରିବାର ରେଡିମେଣ୍ଟ ଉପଚାରକୁ ନେଇଥାଉ । ଆମକୁ ଲାଗେ ଏହାକୁ ଲଗାଇବା ଦ୍ଵାରା ଚୁଟି କଳା ହେଇଯିବା । କିନ୍ତୁ ଏହା ଭୁଲ ଧାରଣା ଅଟେ । ଏହାର ଉପଯୋଗ ଚୁଟିକୁ ଆହୁରି ଧଳା କରିଥାଏ । ଦୁଇ ତିନ ଥର ବ୍ୟବହାର ଯୋଗୁ ଆପଣକ ସମସ୍ତ ଚୁଟି ଧଳା ହୋଇଯାଏ । କିନ୍ତୁ ମୁ ଆଜି ଆପଣାକୁ ଏମିତି ଗୋଟେ ଉପାୟ କହିବି । ଯାହା ଫଳରେ କି ଆପଣକ ଚୁଟି ମୋଟା , କଳା ଓ ମଜବୁତ ହୋଇଯିବ ।
ଆସନ୍ତୁ ଜାଣିବା ତାହା କଣ ଏଇଥି ପାଇଁ କ’ଣ କ’ଣ ଆବଶ୍ୟକ ଅଟେ । ପ୍ରଥମ ଜିନିଷ ହେଉଛି ଢାଳିମ୍ବ ପତ୍ର ଏହାକୁ ଭଲଭାବରେ ଧୋଇନେବେ ଯେମିତି ଅପରିଷ୍କାର କିଛି ନ ରହିବ ନ ହେଲେ ଏହା ଆମ ଚୁଟିରେ ଖରାପ ପ୍ରଭାବ ପକେଇଥାଏ । ତେଣୁ କରି ଦୁଇ ମୁଠାଏ ଢାଳିମ୍ବ ପତ୍ରକୁ ନେଇ ଗ୍ରାଇଣ୍ଡରେ ଏହାକୁ ପକାଇ ମିଶ୍ରିତ କରି ନେବେ ।
ଏହା ପରେ ଏହାକୁ ଏକ ଧଳା କନାରେ ପକାଇ ଏହାର ରସକୁ ବାହାର କରିବେ ଏବଂ ଏଥିରେ ପାଳେ ଲେମ୍ବୁ ଚିପୁଡି ଦେବେ । ଏହା ପରେ ଏହାକୁ କୋଣସି ବ୍ରସ ବା ହାତ ସାହାଯ୍ୟରେ କେଶ କୁ ଲଗାଇବେ । ଦେଖିବେ ଏହା ଆପଣକ ଧଳା ଚୁଟି କୁ କଳା କରିଦେବ । ଏହାର ବାରମ୍ବାର ବ୍ୟବହାରରୁ ଆପଣକ ଚୁଟି ର ସମସ୍ୟା ମଧ୍ୟ କମିଥାଏ । ଦ୍ଵିତୀୟ ଉପାୟ ହେଉଛି ଏକ ଲୁହା କଡେଇ ଉରେ ପକେଇବେ ଏଥିରେ ଢାଳିମ୍ବ ପତ୍ର ଓ ତିନି ଚାମୁଚ ଆମଲା ପକାଇବେ ।
ଆମଲା ଚୁଟିକୁ କଳା କରିବାରେ ବହୁତ ବଢିଆ ଜିନିଷ ଅଟେ । ଏହାକୁ ଉପଯୋଗ କରିବା ଦ୍ଵାରା ଆପଣମାନେ ନିଜେ ଦେଖିବେ ଯେ ଏହା ଆପଣମାନକ ଚୁଟିକୁ ବହୁତ କଳା କରିଥାଏ । ଏଥିରେ ଆଉ ଏକ ଜିନିଷ ବ୍ୟବହାର କରିବା ତାହା ହେଉଛି ଚା ‘ପତି ଏହି ତିନୋଟି ଜିନିଷକୁ ଲୁହା କଡେଇରେ ପକେଇକି ଦୁଇ ଗ୍ଲାସ ପାଣି ଢାଳି ଅଧ ଘଣ୍ଟା ପାଇଁ ବିଜେଇଦେବେ ତା ପରେ ଏହାକୁ ଗ୍ୟାସ ଉପରେ ୮ମିନିଟ ପାଇଁ ବସେଇଦେବେ ।
ଦେଖିବେ କିଛି ସମୟ ପରେ ଯେବେ ଏହାର ରଙ୍ଗ କଳା ହୋଇଯାଏ । ତେବେ ଗ୍ୟାସ କୁ ବନ୍ଦ କରିନେବେ । ପାଞ୍ଚ ଘଣ୍ଟା ପରେ ଏହାକୁ ଛାଣିକି ଭଲଭାବରେ ଚୁପିଡିକି ଏହି ପାଣିକୁ ଯେକୋଣସି ବତଲରେ ପୁରାଇକି କେଶ ରେ ଉପୟୋଗ କରିପାରିବେ । ଏହି ଦୁଇଟି ଉପାୟକୁ ଜରୁର କରନ୍ତୁ ।