କେଉଁ କାରଣ ପାଇଁ ଜନ୍ମ ହୁଅନ୍ତି ଜାଆଁଳା ଶିଶୁ ?
ଏ ଦୁନିଆରେ ମାତା ଶିଶୁକୁ ଜନ୍ମ କରିବାର ପ୍ରକ୍ରିୟା ହେଉଛି ଈଶ୍ଵରକ ଏକ ଅଦବୁତ ପ୍ରଣାଳୀ । ମାତ ହିଁ ଶିଶୁକୁ ଏହି ଜଗତକୁ ଆଣିଥାଏ ଓ ଏତବ୍ୟତୀତ ମାତା ଏବଂ ଶିଶୁ ର ସମ୍ପର୍କ ଏହି ସଂସାର ରୁ ନଅ ମାସ ଅଧିକ ରହିଥାଏ । ଆମେ ବେଳେ ବେଳେ ଦେଖିଥାଉ ମାତାର ଗର୍ଭରୁ ଜାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହା ଛଡା ଆଉ କେତେକ ବର୍ଗରେ ମାତା ଦୁଇ ରୁ ଅଧିକ ତିନି ଛୁଆ ଙ୍କୁ ମଧ୍ୟ ଜନ୍ମ ଦେଇଥାନ୍ତି । ବିଜ୍ଞାନ ଅନୁସାରେ ମାତା ଶରୀରର ଗୋଟିଏ ସ୍ପମ୍ ରେ ଗୋଟିଏ ଛୁଆ ହିଁ ରହିଥାଏ ।
ତେବେ କ’ଣ ଆମ ଶରୀର ମଧ୍ୟକୁ ଦୁଇଟା ସ୍ପମ୍ ଯାଇଥାଏ କି ନା ତାହା କେବେ ବି ସମ୍ଭବ ହୋଇନଥାଏ । ତେବେ କ’ଣ କାରଣ ହୋଇପାରେ ଜାଆଁଳା ଛୁଆ ଙ୍କ ଜନ୍ମ ପଛରେ , ଯେତେ ବେଳେ ପ୍ରଥମ ସ୍ପମ୍ ମହିଳାଙ୍କ ଶରୀର ଭିତରକୁ ଯାଇଥାଏ ତେବେ ଅଣ୍ଡା ତାଙ୍କୁ ଗୋଟିଏ ପ୍ରକାରର ସିଲ୍ କରିଦେଇଥାଏ । ଯେପରିକି ସେହି ସ୍ଥାନରେ ଆଉ ଗୋଟିଏ ସ୍ପମ୍ ପଶିପାରିବ ନାହିଁ । ତେବେ ଏହାର କାରଣ କ’ଣ ହୋଇପାରେ ଆସନ୍ତୁ ଜାଣିବା ।
ପ୍ରଥମତ୍ଵ ଜାଆଁଳା ଛୁଆ ଦୁଇ ପ୍ରକାରର ଗୋଟିଏ ହେଉଛି identical ଓ ଅନ୍ୟଟି non identical ବିଜ୍ଞାନ ଭାଷାରେ ଏହାକୁ ମନୋଜାଇଗୋଟିକ ଓ ଡାଇଜାଇଗୋଟିକ କୁହାଯାଇଥାଏ । ବାସ୍ତବରେ ମହିଳାର ଶରୀରରେ ଏକ ଅଣ୍ଡା ରହିଥାଏ , ଯାହା ସ୍ପମ୍ ସହିତ ମିଶି ଏକ ଭୃଣ ତିଆରି କରିଥାଏ , ହେଲେ ଅନେକ ଥର ଏହା ପଟିଲାଇଜେସନ୍ ପ୍ରକ୍ରିୟାରେ ଗୋଟିଏ ନୁହଁ ଦୁଇଟି ଛୁଆ ତିଆରି ହୋଇଯାଇଥାନ୍ତି । ଏହି ପ୍ରକ୍ରିୟାରେ ଦୁଇ ପୁଅ ବା ଦୁଇ ଝିଅ ଜନ୍ମ ହୋଇଯାଇଥାନ୍ତି ।
ଏମାନେ ଦେଖିବାକୁ ସମ୍ମାନ ହୋଇଥାନ୍ତି ଯଦି ଓ ତାଙ୍କର ଆଙ୍ଗୁଠି ଛାପା ଭିନ୍ନ ହୋଇଥାଏ । କିନ୍ତୁ ସେମାନଙ୍କ DNA ମଧ୍ୟ ପାଖା ପାଖି ସମ୍ମାନ ହୋଇଥାଏ । ଏହି ଛୁଆ ମାନଙ୍କୁ ମନୋଜାଇଗୋଟିକ ଜାଆଁଳା କୁହାଯାଇଥାଏ । କିନ୍ତୁ ବେଳେ ବେଳେ ଏହା ମଧ୍ୟ ଘଟେ ଯେ ମହିଳା ଙ୍କ ଶରୀରରେ ଥରକରେ ଦୁଇଟି ଅଣ୍ଡା ସୃଷ୍ଟି ହୋଇଯାଏ , ଯାହାକୁ ପଟିଲାଇଜେସନ୍ କରିବାରେ ଦୁଇଟି ଶୂକ୍ରାଣୁ ର ଆବଶ୍ୟକ ହୋଇଥାଏ । ଏଥିରେ ଦୁଇଟି ପୃଥକ ଭୃଣ ତିଆରି କରିଥାଏ ।
ଏହି ଅବସ୍ଥାରେ ଜନ୍ମ ହୋଇଥିବା ଶିଶୁର ନିଜର ସ୍ଥାନ ରହିଥାଏ । ଏକ ପୁଅ ଏକ ଝିଅ ରହିଥାନ୍ତି ବା ଦୁଇଟି ପୁଅ , ଦୁଇଟି ଝିଅ ରହିଥାନ୍ତି । ଏମାନେ ଦେଖିବାକୁ ଅଲଗା ଅଲଗା ହୋଇଥାନ୍ତି ଏବଂ ଏମାନଙ୍କର ଚାଲିଚଳନ , ବ୍ୟବହାର ସବୁ ଭିନ୍ନ ରହିଥାଏ । ଏମାନଙ୍କୁ ଡାଇଜାଇଗୋଟିକ କୁହାଯାଏ । ଗଣନା ଅନୁସାରେ 40% ପତିଶତ ପ୍ରସବରେ ଏକ ବା ଦୁଇଟି ଜାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଅଧ୍ୟୟନ ରେ ଜଣାଯାଇଛି ଯେ ଅଧିକରୁ ଅଧିକ ଜାଆଁଳା ଛୁଆ ଜନ୍ମଗ୍ରହଣ କରିଛନ୍ତି । ତେବେ ଏହାର କାରଣ କ’ଣ ହୋଇପାରେ ।
ବିଶେଷଜ୍ଞ ମାନଙ୍କ ମତରେ ପୂର୍ବ ତୁଳନାରେ ମହିଳା ମାନେ ୩୦ ବର୍ଷ ପରେ ଗର୍ଭବତୀ ହେଉଛନ୍ତି । ଆଉ କେତେକ ମାତା ମାନେ ଆଟି ପିସିଆଲ୍ ଗର୍ଭ ଧାରଣ କରିଛନ୍ତି । ଏହା ମଧ୍ୟ ଏକ କାରଣ ହୋଇପାରେ । ଯଦି ଆପଣଙ୍କ ପରିବାରରେ ପୂର୍ବରୁ ହୋଇଆସିଥାଏ , ତେବେ ଆପଣଙ୍କୁ ମଧ୍ୟ ଜାଆଁଳା ଛୁଆ ହୋଇପାରନ୍ତି । ଯଦି କୋଣସି ମହିଳାଙ୍କ ଗର୍ଭରେ ଜାଆଁଳା ଶିଶୁ ରହିଥାନ୍ତି , ତେବେ ଏହାର ବିଶେଷ ଲକ୍ଷଣ ଦେଖାଯାଇଥାଏ । ଏହି ମହିଳାଙ୍କୁ ଅଧିକ ଭୋକ ଲାଗିଥାଏ ।
ଗର୍ଭ ଅବସ୍ଥାରେ ସାମାନ୍ୟ ଭାବରେ ମହିଳାଙ୍କ ଓଜନ ପଚିଶ ପାଉଣ୍ଟ ରହିଥାଏ । କିନ୍ତୁ ଜାଆଁଳା ଛୁଆ ଗର୍ଭରେ ଥିଲା ମହିଳାଙ୍କ ଓଜନ ତିରିଶ ପାଉଣ୍ଟ ରହିଥାଏ ।