ରାଜ୍ୟ
କିଏ ପାଇବେ ‘ସୁଭଦ୍ରା’ ଟଙ୍କା ?
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ‘ସୁଭଦ୍ରା’ ଯୋଜନାର ଗାଇଡଲାଇନକୁ ନେଇ ବଢିଛି ଉତ୍କଣ୍ଠା। ସୁଭଦ୍ରା ଯୋଜନାରେ କାହାକୁ ମିଳିବ ଟଙ୍କା ଆଉ କିଏ ଏଥିପାଇଁ ଅଯୋଗ୍ୟ ଘୋଷିତ ହେବେ, ତାକୁ ନେଇ ସଧାରଣରେ ବଢିଛି ଚର୍ଚ୍ଚା।