ଦେଶ- ବିଦେଶ

ନାରୀ ମାନଙ୍କର ଏହି ଜିନିଷ ଦେଖିଦେଲେ, ପୁରୁଷର ବିନାଶ ପାଖେଇ ଆସିଥାଏ…

ମାନବ ଜୀବନକୁ ସରସ, ସୁନ୍ଦର କରି ଗଢି ତୋଳିବା ପାଇଁ କିଛି ପ୍ରାଥମିକତା ନିୟମମାନ ବିଷୟରେ ନିହାତି ଜାଣି ରଖିବା ଉଚିତ । ଯାହାକି ଚାଣକ୍ୟଙ୍କ ରଚିତ ଚାଣକ୍ୟନୀତି ଗ୍ରନ୍ଥରେ ମଣିଷ ଜୀବନକୁ ସଠିକ ଦିଗରେ ପରିଚାଳିତ କରିନେବା ପାଇଁ ଅନେକ କିଛି ନୀତି ତଥା ଉପାୟମାନ ରହିଛି । ତେବେ ଆଜି ଆମେ ଚାଣକ୍ୟଙ୍କ ଦ୍ଵାରା ଲିଖିତ ଚାଣକ୍ୟ ଗ୍ରନ୍ଥ ଆଧାରରେ ଏଭଳି କିଛି କଥା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

 

ଯେ ପୁରୁଷ ମାନେ ମହିଳା ମାନଙ୍କର ଏହି କିଛି ଜିନିଷ ଜମାରୁ ମଧ୍ୟ ଦେଖିବା ଉଚିତ ନୁହେଁ । ନଚେତ ସେହି ପୁରୁଷଙ୍କୁ ମହାପାପୀ ବୋଲି କୁହାଯାଇଥାଏ । ସେହି ପୁରୁଷର ମୃତ୍ୟୁ ମଧ୍ୟ ହୋଇଯିବାର ସମ୍ଭାବନା ରହିଥାଏ ବୋଲି ଲୁହାଯାଇଛି ।

1- ଯେଉଁ ପୁରୁଷ କୌଣସି ମହିଳାଙ୍କୁ ନିଜ ସ୍ତନରୁ ତା’ ର ଛୁଆକୁ କ୍ଷୀର ପିଆଉଥିବାର ଦୃଶ୍ୟ ଦେଖିଦେଇଥାଏ । ଏଥିସହ ନିଜ ମନରେ ସେହି ମହିଳାଙ୍କ ପ୍ରତି ଖରାପ ଚିନ୍ତାଧାରା ଆଣିଥାଏ  । ତେବେ ସେହି ପୁରୁଷକୁ ମହାପାପୀ ବୋଲି କୁହାଯାଇଥାଏ । ଯେଉଁ ପୁରୁଷ ମହିଳାଙ୍କ ପ୍ରତି ଖରାପ ଚିନ୍ତାଧାରା, ଖରାପ ବ୍ୟବହାର ଓ ଖରାପ ନଜର ରଖୁଥିବା ପୁରୁଷ ନିଜେ ହିଁ ନିଜର ଶୀଘ୍ର ମୃତ୍ୟୁର କାରଣ ସାଜିଯାଇଥାନ୍ତି ।

 

2- କୌଣସି ପୁରୁଷ ମହିଳା ମାନଙ୍କୁ ସ୍ନାନ କରୁଥିବାର ଦୃଶ୍ୟକୁ ଦେଖିବା ଅନୁଚିତ । ଯେଉଁ ପୁରୁଷ ଲୁଚି ଲୁଚି ମହିଳା ସ୍ନାନ କରୁଥିବାର ଦୃଶ୍ୟକୁ ଦେଖି ତାହାକୁ ଉପଭୋଗ କରୁଥାଏ । ସେହି ପୁରୁଷ ମଧ୍ୟ ମହାପାପୀ ବୋଲି ଗଣାଯାଇଥାଏ ।

3- ପର ମହିଳାଙ୍କ ଉପରେ ଖରାପ ନଜର ରଖୁଥିବା ପୁରୁଷ ଚରିତ୍ରହୀନ ହୋଇଥାଏ । କାରଣ ଯେଉଁ ପୁରୁଷ ନିଜର ସ୍ତ୍ରୀଙ୍କ ବ୍ଯତୀତ ଅନ୍ୟ କୌଣସି ପର ଝିଅ, ବୋହୁଙ୍କୁ କୁଦ୍ରୁଷ୍ଟିରେ ଦେଖିଥାଏ । ସେମାନଙ୍କ ପ୍ରତି ବହୁତ ଶୀଘ୍ର ଆକୃଷ୍ଠ ହୋଇଯାଇ ତାଙ୍କ ସହ ସମ୍ପର୍କ ରଖିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି । ସେମାନେ ଚରିତ୍ରହୀନ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି ।

 

4- ପ୍ରତ୍ଯେକଟି ପୁରୁଷ ପ୍ରତ୍ଯେକଟି ମହିଳାଙ୍କୁ ସମ୍ମାନ ଦ୍ରୁଷ୍ଟିରେ ଦେଖିବା ସହ ତାଙ୍କର ସମ୍ମାନ ମଧ୍ୟ କରିବା ଉଚିତ । କାରଣ ଯେଉଁ ପୁରୁଷ ମହିଳାଙ୍କୁ ସମ୍ମାନ ଦିଏ ନାହିଁ । ତା’ ସ ଅପବ୍ୟବହାର କରିବାକୁ ଚେଷ୍ଟା କରିଥାଏ । ସେହି ପୁରୁଷ ନିଜ ଜୀବନରେ କେବେବି ଉନ୍ନତି କରିପାରିନଥାଏ । ସେହି ବ୍ୟକ୍ତି ନିଜ ଜୀବନରେ ଯେତେ ବି ଟଙ୍କା ଅର୍ଜନ କରିଥାଉ ନା କାହିଁକି ? କେବେବି ଶାନ୍ତିରେ ନିଶ୍ଵାସ ମଧ୍ୟ ମାରିପାରିନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button