ଦେଶ- ବିଦେଶ

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ମମତା ଦିଦିଙ୍କ ଚୌକି ଟଳମଳ !

କୋଲକାତା ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ସାରା ଦେଶରେ ଏହି ଘଟଣକୁ ନେଇ ନିଆଁ ଜଳୁଛି। ଏହାକୁ ନେଇ ଚାରିଆଡେ ବିରୋଧ ଜାରି ରହିଛି। ହସ୍ପିଟାଲରେ ଯେଉଁ ହୃଦୟ ବିଦାରକ ଏବଂ ଦୁଃଖଦ ଘଟଣା ଘଟିଲା ତାକୁ ନେଇ ସାରା ଦେଶରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ।

ସମସ୍ତେ ଦିଦିଙ୍କୁ ଦୋଷ ଦେଉଛନ୍ତି ଏଥିପାଇଁ ଯେ ଦିଦି କୁଆଡ଼େ ଘଟଣାକୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ କରିଥିଲେ.

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button