ଦେଶ- ବିଦେଶ

ଅଁଳା ଗଛ ଘରେ ରହିଲେ କ’ଣ ହୁଏ ?

ଅଁଳା ଗଛ ଘରେ ରହିଲେ କ’ଣ ହୁଏ ? ବନ୍ଧୁଗଣ ଅଁଳା ଗଛ ସମ୍ପର୍କରେ ଆମେ ମାନେ ଅନେକ ସମୟରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ପାଇଥାଉ । ତେଣୁ ଏହି ଅଁଳା ଗଛ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବାକୁ ମଧ୍ୟ ମନରେ ଇଛା ଆସିଥାଏ । ତେବେ ଅଁଳା ଗଛ ଘରେ ରହିଲେ କ’ଣ ଲାଭ ମିଳିଥାଏ ? ଏହି ସମ୍ପର୍କରେ ଆଜି ଆମେ ଏଠାରେ ଜାଣିବା । ଅଁଳା ବୃକ୍ଷକୁ ଦାମୋଦର ବୃକ୍ଷ ବୋଲି ମଧ୍ୟ କୁହାଯାଇଥାଏ । ଏହି ବୃକ୍ଷଟି ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ବୃକ୍ଷ ଅଟେ ।

 

ଏହି ଅଁଳା ବୃକ୍ଷଟି ବ୍ରହ୍ମାଙ୍କର ଆଶୁ ରୁ ଉତ୍ପତ୍ତି ହୋଇଥିଲା । ତେବେ ଯଦି ଅଁଳା ବୃକ୍ଷକୁ ଘରେ ରଖିବା ବିଷୟରେ ଏଠାରେ କହିବାକୁ ଯିବା । ତେବେ ଘରେ ଅଁଳା ବୃକ୍ଷକୁ ରଖିବାକୁ ବହୁତ ଅଧିକ ଶୁଭ ମାନା ଯାଇଥାଏ । ଅଁଳା ବୃକ୍ଷର ପତ୍ର ଏବଂ ଫଳ ଉଭୟ କାର୍ଯ୍ୟରେ ଲାଗିଥାଏ । ଏହି ଅଁଳା ଗଛର ଅନେକ ଔଷଧୀୟ ଗୁଣ ରହିଅଛି । ଘରର ପୂର୍ବ ଏବଂ ଉତ୍ତର ପଟେ ଅଁଳା ବୃକ୍ଷକୁ ରଖିପାରିବେ । ଘରେ ଯଦି ଅଁଳା ବୃକ୍ଷକୁ ରଖୁଛନ୍ତି ।

ତେବେ ତାହାକୁ ପ୍ରତିଦିନ ପୂଜା କରିବାର ମଧ୍ୟ ଆବଶ୍ୟକତା ରହିଥାଏ । ତେଣୁ ପ୍ରତ୍ଯେକ ଦିନ ଧଳା ଫୁଲ, ଅରୁଆ ଚାଉଳ ଓ କ୍ଷୀର ଦ୍ଵାରା ଅଁଳା ବୃକ୍ଷକୁ ନିଷ୍ଠା ସହକାରେ ପୂଜା କରିବା ଦ୍ଵାରା ଅନେକ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଏହାଦ୍ବାରା ସେହି ଘର ଉପରେ ସର୍ବଦା ପ୍ରଭୁ ନାରାୟଣ ଓ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଥାଏ । ବ୍ୟବସାୟରେ ଲାଭ ଆଣିବାକୁ ଚାହୁଁଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button