ଦୁଇ ବର୍ଷର ଝିଅ କୁ ୬ମହଲା ରୁ ଫୋପାଡି ଦେଲା ରାକ୍ଷସୀ ଜେଜେ ମା’- ଏହାର କାରଣ ଥିଲା

ମାଲାଡ ରେ ଦୁଇ ବର୍ଷ ଝିଅ ର ହତ୍ୟା ଆରୋପ ରେ ପୋଲିସ ସୋମବାର କୁ ତାର ୫୦ବର୍ଷ ଜେଜେ ମା କୁ ଗିରଫତାର କରିନେଇଛନ୍ତି । ପୋଲିସ ଯାଞ୍ଚ ଅନୁଯାଇ ଆରୋପି ମହିଳାଙ୍କର ନତୁଣୀ ଓ ନାତି ମଧ୍ୟ ରେ ସବୁବେଳେ ଝଗଡା ହେଉଥିଲା ଏହି କାରଣ ରୁ ହଇରାଣ ହୋଇ ତା ଜେଜେ ମା’ ସେହି ୨ ବର୍ଷର ଝିଅ କୁ ୬ମହଲା ରୁ ପକାଇ ଦେଲା । ଆସନ୍ତୁ ଜାଣିବା ସତ୍ୟତା । ଆପଣ କେବେ ଭାବି ନଥିବେ ଏହି ପରି ବି ହୁଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି କଥା ବିସ୍ତାର ସହ କହିବୁ ।
ଏମିତି କଲେ ହତ୍ୟା :
ଆରୋପି ମହିଳାଙ୍କ ନା ରୁଖସାନା ଅଂସାରୀ ଅଟେ, ଅଂସାରୀ ପରିବାର ଅପ୍ପାପାଡା ଇଲାକାରେ ରହୁଛନ୍ତି । ଶନିବାର ସକାଳେ ଦୁଇ ବର୍ଷ ର ଝିଅ ଜିୟା ର ଶବ ସେଠାକର ପରିସର ରେ ମିଳିଥିଲା । ଘର କବାଟ ଓ ଝରକା ବନ୍ଦ ଥିଲା ଏବଂ ବାହାର ଲୋକ ଆସିବାର କିଛି ପ୍ରମାଣ ନଥିଲା ।
ବାରମ୍ବାର କଥା ବଦଳିବାରୁ ଜେଜେ ମା’ ଉପରେ ସନ୍ଦେହ :
ପୋଲିସ ଘର ର ସବୁ ସଦସ୍ୟ ମା-ବାପା, ଅଜା-ଆଇଜେଜେ-ଜେଜେ ମା’, ଏବଂ ପିଉସୀ କୁ ବାରମ୍ବାର ପଚରା ପଚରି କଲେ, ଏହି ସମୟ ରେ ପୋଲିସ କୁ ଲାଗିଲା କି ରୁଖସାନା ତାଙ୍କ କଥା ବାରମ୍ବାର ବଦଳାଉଛନ୍ତି । ଏହା ପରେ ଯେତେବେଳେ ପୋଲିସ ଜୋର କରି ପଚରା ପଚରି କଲେ ଜେଜେ ମା’ ଝିଅଟିର ହତ୍ୟା କରିଛନ୍ତି ବୋଲି ମାନିଲେ ।
ହତ୍ୟା ର କାରଣ :
ରୁଖସାନା ପୋଲିସ କୁ କହିଲେ କି ତାଙ୍କ ପୁଅ ର ଝିଅ ଜିୟା ଏବଂ ଝିଅ ର ପୁଅ (ନାତି) ଖେଳୁଥିବା ସମୟ ରେ ବହୁତ ଝଗଡା ଲାଗନ୍ତି, ଏହା କାରଣ ରୁ ସେ ଝିଅ ଉପରେ ରାଗିଥିଲେ ।
ଶନିବାର ସକାଳ ୫:୩୦ ରେ ଝିଅ ଶୋଇଥିବା ଅବସ୍ଥାରେ ତାକୁ ନେଇ ରୋଷେଇ ଝରକାରୁ ତଳୁକୁ ପକାଇ ଦେଲେ, ଏହା ପରେ ନିଜେ ଯାଇ ଶୋଇପଡିଲେ ।




