ସ୍ୱାସ୍ଥ୍ୟ

କପାଳର ମଝିକୁ ୪୫ ସେକେଣ୍ଡ ଚିପିବା ଦ୍ୱାରା ମିଳିଥାଏ ଏହି ସବୁ ଲାଭ, ଜାଣନ୍ତୁ ଏହା ବିଷୟରେ

କାମ କରୁକରୁ ବେଳେବେଳେ ନିଜ ଶରୀର ଆଡକୁ ଧ୍ୟାନ ଦେବା କିମ୍ବା ନିଜ ସ୍ୱାସ୍ଥ୍ୟପ୍ରତି ଅବହେଳା କରିବସୁ । ନିଜ କର୍ମଭରା ଜୀବନରେ ଏହା ବି କିପରି ସମ୍ଭବ ଭାବି ଆମେ ଏହା ପ୍ରତି ଦୃଷ୍ଟି ଦେଇ ନଥାଉ । ନିଜ ଥକାପଣ ଏବଂ ଅନ୍ୟ କିଛି ବିଶେଷ କ୍ଲାନ୍ତି ଅନୁଭବ କରୁ ।  ହେଲେ କେବେ ଭାବିଛନ୍ତି କି ଆପଣ ନିଜ ବୁଢ଼ା ଆଙ୍ଗୁଳିକୁ ବ୍ୟବହାର କରି ଏହି ସବୁ ସମସ୍ୟାର ସମାଧାନ ମାନ କରିପାରିବେ ।

ଆଜ୍ଞା ହଁ, ଆପଣ ନିଜ ବୁଢ଼ା ଆଙ୍ଗୁଳି କୁ ନିଜ ମଥାର ମଝି ଭାଗରେ ରଖି ଅଳ୍ପ ସମୟ ଦବାଇ ରଖିଲେ ମିଳେ ଅନେକ ସ୍ୱାସ୍ଥ୍ୟକୁ ଅନେକ ଲାଭ । ଆସନ୍ତୁ ଜାଣିବା

୧- ଏହା ନିୟମିତ ୪୫ ସେକେଣ୍ଡ ପାଇଁ କରିବା ଦ୍ୱାରା ରକ୍ତସଞ୍ଚାଳନ ଭଲ ରୂପେ ହୁଏ । ଫଳରେ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରୁହେ ।

୨- ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ହର୍ମୋନ ଗୁଡିକ ସକ୍ରିୟ ହୁଅନ୍ତି ।

 

୩- ଦିନସାରା କାମ କରିବା ପରେ ଆମ ଆଖି ରେ ଅଳ୍ପ କଷ୍ଟ ଅନୁଭବ ହୁଏ । ଆଖି କଷ୍ଟ ମଧ୍ୟ ଏହାକୁ ୪୫ ସେକେଣ୍ଡ କରିଲେ ଦୂର ହେଇଯାଏ ।

୪- ଏହା କରିବା ଦ୍ୱାରା ଥକାପଣରୁ ଆରାମ ମିଳେ । ଶୋଇବା ପୂର୍ବରୁ ଏହାକୁ କରିଲେ ନିଦ ମଧ୍ୟ ଭଲ ହୁଏ ।

୫- ଏହାକୁ କରିବା ଦ୍ୱାରା ଆପଣଙ୍କ ବ୍ରେନ ପାୱାର ବଢେ । କାରଣ ଏହା ବ୍ରେନର କିଛି ସେଲକୁ ସକ୍ରିୟ କରିଦେଇଥାଏ ।

 

୬- ମୁଣ୍ଡ ବିନ୍ଧୁଥିବା ସମୟରେ ଏହାକୁ କରିଲେ ମୁଣ୍ଡ ବିନ୍ଧିବା ଅଳ୍ପ ସମୟରେ ବନ୍ଦ ହେଇଯାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button