ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ରତ୍ନ ଶୁଭ!

ମେଷ ରାଶି :
ମେଷ ରାଶିର ବ୍ୟକ୍ତି ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି ଏମାନେ ପରଉପକାରୀ ସ୍ୱଭାବର ଅନ୍ୟକୁ ଖୁସି ଦେଇ ଏମାନଙ୍କୁ ଭଲ ଲାଗେ। ଏହି ରାଶିର ପ୍ରିୟ ରତ୍ନ : ଲାଲ ପ୍ରବଳ।
ବୃଷ ରାଶି :
ଏହି ରାଶି ବ୍ୟକ୍ତିଙ୍କର ସବୁବେଳେ ଅନ୍ୟକୁ ପ୍ରଭାବିତ କରିବାକୁ ପ୍ରୟାସ କରନ୍ତି ନିଜେ ସବୁବେଳେ ଆଗ ଧାଡିରେ ରହିବାକୁ ପ୍ରୟାସ କରିଥାନ୍ତି। ଏହି ରାଶିର ପ୍ରିୟ ରତ୍ନ ହୀରା।ମିଥୁନ ରାଶି :
ଏହି ରାଶିର ବ୍ୟକ୍ତି ମାନେ ସବୁଠୁ ଭାଗ୍ୟବାନ ରାଶିମଧ୍ୟରୁ ଜଣେ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପାନ୍ନ।
କର୍କଟ ରାଶି :
ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ମୁକ୍ତା।
ସିଂହ ରାଶି :
ଏହି ରାଶିର ବ୍ୟକ୍ତି ପରିବାର ପ୍ରେମୀ ହୋଇଥାନ୍ତି ସମସ୍ତଙ୍କୁ ସାହାଯ୍ୟ କରିବା ଏମାନଙ୍କର ଗୁଣ। ଏମାନଙ୍କର ପ୍ରିୟ ରତ୍ନ ମାଣିକ୍ୟ।
କନ୍ୟା ରାଶି :
କନ୍ୟା ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପାନ୍ନ।
ତୁଳା ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପଥର ହୀରା।
ବିଛା ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ଲାଲ ପ୍ରବଳ।
ଧନୁ ରାଶି :
ଧନୁ ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପୁଖରାଜ।
ମକର ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ନୀଳା।
କୁମ୍ଭ ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ନୀଳା।
ମୀନ ରାଶି :
ଏହି ରାଶିର ବ୍ୟକ୍ତିଙ୍କର ପ୍ରିୟ ରତ୍ନ ପୁଖରାଜ।