ଦେଶ- ବିଦେଶ
ଏହି ଅକ୍ଷରର ଝିଅମାନେ ହୋଇଥାନ୍ତି ସବୁଠୁ ଭଲ ।

ବାହାଘର ହେବା ପରେ ତାକୁ ପାଳନ କରିବା ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଙ୍କର କର୍ତ୍ତବ୍ୟ ଅଛି। ଜୀବନରେ ଯେତେ ଖରାପ ପରିସ୍ଥିତି ଆସିଲେ ମଧ୍ୟ ଦୁଇ ଜଣ ସାଗଂ ହୋଇ ରହିବା ଉଚିତ। କୁହାଯାଏ ଯେ, ଯେବେ ରିଲେସନ୍ ଦୁଇ ଜଣଙ୍କ ପଟରୁ ହୋଇଥାଏ ସେତେବେଳେ ବହୁତ ମଜବୁତ ହୋଇଥାଏ।
ପ୍ରଥମ ରେ N ନାମ ର ଝିଅ, ଏହି ଝିଅ ମାନେ ବହୁତ ଭଲ ହୋଇଥାନ୍ତି। ଯାହା କୁ ଏମାନେ ବାହା ହୁଅନ୍ତି ତାହା ର ଭାଗ୍ୟ ଚମକି ଥାଏ।
ଶେଷ ରେ ହେଉଛି Z ନାମ ର ଝିଅ। ଏମାନେ ବହୁତ ଭଲ ହୋଇଥାନ୍ତି।