ଜ୍ୟୋତିଷ

ଏହି କାରଣ ଯୋଗୁ ପୁଅମାନେ ବିବାହିତ ମହିଳା ମାନଙ୍କ ଆଡକୁ ଆକର୍ଷିତ ହୁଅନ୍ତି !

ବନ୍ଧୁଗଣ ଆପଣ ମାନେ ନିହାତି କେବେ ନା ଶୁଣିବାକୁ ପାଇଥିବେ । ଯେ ପୁଅ ମାନେ ଝିଅ ମାନଙ୍କ ଅପେକ୍ଷା ବିବାହିତା ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି । ତେବେ ଅନେକ ପୁଅ ମାନେ ମଧ୍ୟ ଏହି କଥାକୁ ନିହାତି ଭାବେ ସ୍ଵୀକାର ମଧ୍ୟ କରିଥାନ୍ତି । ଯେ ସେମାନେ ଝିଅ ମାନଙ୍କ ଅପେକ୍ଷା ବିବାହିତା ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଯାଇଥାନ୍ତି । ଏପରିକି ପୁଅ ମାନେ ନିଜ ଠାରୁ ଅଧିକ ବୟସର ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଯାଇଥାନ୍ତି। ତେବେ ଏହା ପଛରେ କଣ କଣ ସବୁ କାରଣ ରହିଛି ଆସନ୍ତୁ ଜାଣିବା ।

1- ବିବାହିତା ମହିଳା ମାନେ କୁଆଁରୀ ଝିଅ ମାନଙ୍କ ଠାରୁ ଅଧିକ ବୁଦ୍ଧିମତୀ ହୋଇଥାନ୍ତି । ଏମାନଙ୍କ ପାଖରେ ଜୀବନର ଅଧିକ ଅଭିଜ୍ଞତା ରହିଥାଏ । ଏହା ଏକ କାରଣ ଅଟେ । ଯାହା ଯୋଗୁ ପୁଅ ମାନେ ଝିଅ ମାନଙ୍କ ଅପେକ୍ଷା ବିବାହିତା ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

2- ବିବାହ ପରେ ଝିଅ ମାନେ ଅଧିକ ସୁନ୍ଦରୀ ହୋଇଯାଇଥାନ୍ତି । କାରଣ ବିବାହ ପରେ ନାରୀ ମାନଙ୍କର ଶାରୀରିକ ପରିବର୍ତ୍ତନ ହୋଇଥାଏ । ଏହାସହିତ ସେମାନେ ସଜବାଜ ହୋଇ ଅଧିକ ସୁନ୍ଦର ଦେଖାଯାଇଥାନ୍ତି । ଏହା ଏକ କାରଣ ଅଟେ । ଯାହା ଯୋଗୁ ପୁଅ ମାନେ ଝିଅ ମାନଙ୍କ ଅପେକ୍ଷା ବିବାହିତା ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

3- ଆଜିକାଲିର ଝିଅ ମାନଙ୍କ ନଖରା ବହୁତ ଅଧିକ ଥାଏ । ସେମାନେ କଥା କଥାରେ ରାଗିଯାଇଥାନ୍ତି । ହେଲେ ବିବାହିତା ମହିଳା ମାନେ ବେଶ ବୁଝିଲା ସୁଝିଲା ହୋଇଥାନ୍ତି । ଏମାନେ ରାଗିବା ଅପେକ୍ଷା ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତି । ଏହା ଯୋଗୁ ପୁଅ ମାନେ ଝିଅ ମାନଙ୍କ ଅପେକ୍ଷା ବିବାହିତା ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

4- ଝିଅ ମାନେ ଅଧିକ ଖର୍ଚ କରିବାକୁ ପସନ୍ଦ କରିଥାନ୍ତି । ସେମାନଙ୍କୁ ସବୁଦିନ କିଛି ନା କିଛି ନୂଆ ଜିନିଷ ଦରକାର ପଡିଥାଏ । ହେଲେ ତାଙ୍କ ତୁଳନାରେ ବିବାହିତ ମହିଳା ମାନେ କମ୍ ଖର୍ଚରେ ମଧ୍ୟ ଅଧିକ ଖୁସି ହୋଇଯାଇଥାନ୍ତି । ସେମାନେ ଅଧିକ କିଛି ପାଇବାର ଆଶା ରଖିନଥାନ୍ତି ।

5- ବିବାହିତା ମହିଳା ମାନେ ଖୋଲା ମନର ହୋଇଥାନ୍ତି । ସେମାନେ ମନ ଭିତରେ ଅଧିକ ଦ୍ଵନ୍ଦ ରଖୀ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଏଥିସହ ସେମାନେ ଅନ୍ୟର ମନର କଥାକୁ ମଧ୍ୟ ବହୁତ ଶୀଘ୍ର ଭଲ ଭାବେ ବୁଝିଯାଇଥାନ୍ତି । ଯୋଗୁ ପୁଅ ମାନେ ଝିଅ ମାନଙ୍କ ଅପେକ୍ଷା ବିବାହିତା ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button