ରାଜ୍ୟ

ଆପାର୍ଟମେଣ୍ଟକୁ ନେଇ ବଡ଼ ଖୁଲାସା, ରାଜଧାନୀରେ ରହିଛି ୬୮୯ଟି ବେଆଇନ ଆପାର୍ଟମେଣ୍ଟ

 ବଜେଟ୍‌ ଅଧିବେଶନର ସପ୍ତମ ଦିନରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପାଟି ଗୃହରେ ପ୍ରଶ୍ନ କରିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖିଛନ୍ତି।

ରାଜ୍ୟର ବିଭିନ୍ନ ସହରରେ ୭୧୯ ଆପାର୍ଟମେଣ୍ଟ ରହିଛି। କେବଳ ଭୁବନେଶ୍ୱରରେ ୬୮୯ଟି ବେଆଇନ ଆପାର୍ଟମେଣ୍ଟ ରହିଛି। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button