ଜ୍ୟୋତିଷ

ଘରେ ଚପଲ ଓଲଟା ପଡିଲେ କେଉଁ ସଂକେତ ମିଳିଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ , ଆଜି ମୁ ଆପଣ ମାନକୁ ଅନେକ ସଙ୍କେତ ବିଷୟରେ ଅନୁଗତ କରାଇବି ଯାହା ଆମମାନଙ୍କ ନିଥ୍ୟ ଜୀବନରେ ପ୍ରଭାବ କରିଥାଏ । କଣ ଘରର ଦୁଆର ମୁହରେ ଜୋତ ଚପଲ ଓଲଟା ପଡିଲେ କେଉ ସଙ୍କେତ ମିଳିଥାଏ ।  କୁହା ଯାଏ ଯାହା ଯେଉ ଲୋକୋ ପାକରେ ଭଲ ମନ୍ଦ ଜ୍ଞାନ ରହିଥାଏ । ତାହା ମଧ୍ୟରେ ଇଷ୍ଟ ଦେବୋତଙ୍କ ବାସ ରହିଥାଏ। ଯଦି କୋଣସି ଲୋକ ଶିକ୍ଷିତ ହୋଇଥାଏ ରୋଜଗାରର ସୁଯଗ ପାଇଁ ଥାଆନ୍ତି

। ତେବେ ଇଶ୍ଵର ଦୟା  ପ୍ରାପ୍ତ ହେବାର  ସଙ୍କେତ ହୋଇଥାଏ । ଠାକୁର ପୂଜା କରୁଥିବା ସମୟରେ ଯଦି କୋଣସି ଭିକାରି ବା ସାଧୁ ଆସିଥାନ୍ତି ତାଙ୍କୁ କିଛି ଦାନ କରିବା ଦ୍ୱାରା ମାନ କାମନା ପୂରଣ ହୋଇଥାଏ  । ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଯଦି ଠାକୁର ପୂଜା କରୁଥିବା ସମୟରେ ଅର୍ପଣା କରିଥିବା  ଫୁଲୋ  ଆପଣା ଆଡକୁ ପଡି ଯାଏ ଏହା ଆଶୀର୍ବାଦ ରା ସଙ୍କେତ ହାଇଥାଏ ।

ଯଦି ଠାକୁର ପୂଜା କରୁଥିବା ସମୟରେ ଦୀପ ଶିକ୍ଷା ଜୋର ଜଳିବାକୁ ଲାଗେ ତେବେ ଏହି ଅଧିକ ଶୁଭ ସଂକେତ ଏବଂ ଆପଣ ଙ୍କ ଦୁଖୋ ଦୁରୋ ହେବାର  ସଂକେତ ଦେଇଥାଏ .।କୋଣସି ଦିନ ଅଚାନକ ପଇସା ବା ଧନ ପ୍ରାପ୍ତ ହୁଏ ତେବେ ତାହା ଅତି ଶୁଭ ବା ଲକ୍ଷ୍ମୀ କ ଦୟା ର ସଙ୍କେତ ହୋଇଥାଏ  । ଯଦି କୋଣସି ଦିନ ଅଜ୍ୟାତା କାର୍ଚୋ ଅଟକି ଯାଏ ଏବଂ ପଇସ ସଞ୍ଚୟ ହୋଇଥାଏ ତେବେ ଭଲ ସମୟରେ ଆରମ୍ଭର ସଙ୍କେତ ମିଳି ତାହେ ।

ଯଦି ସକାଳେ ବାଳକ ବା ବାଳିକା କ ର ହସ ଖୁସି ର ମୁହା ଦେଖି ଥାଆନ୍ତି  । ତେବେ ଦିନର ଶୁଭ ସଙ୍କେତ  ପାଇଁ ଥାଆନ୍ତି ।  ଯଦି କୋଣସି ଦିନ ସକାଳେ କିଛି ନିଜ ମୁଖୋ ତେଜୋ ଦେଖା ଯାଏ । ତେବେ ଏହା ଶୁଭ ସଙ୍କେତ ହୋଇଥାଏ

। ଯଦି ଘରେ ବାହାରେ ଚୋପଲ ଅଳଟା ଥିବାର ଦେଖନଥି ତେବେ ତୁରାନ୍ତ ସିଧା କରିବା ଉଚିତ ନ ହେଲେ ଘରେ କଳି ଝୋଗାଡାର ଅଶୁଭ  ସଙ୍କେତ ଅଟେ । ଯଦି ଘରେ ଅଚାନକ କଳା ମୂଷା ଅଧିକା ଦେଖା ଯାଏନ୍ତି । ତେବେ  ଏହା ଅଶୁଭ   ସଙ୍କେତ ଅଟେ । ରାତିରେ ଘରେ କେବେ ବିସିଲ  ମାରିବା କଥା ନୁହେ ଏହା ଅଶୁଭ ସହିତ ଅଜଣା ସଙ୍କଟ ଦେଖା ଯିବାର  ସଙ୍କେତ ଦେଇଥାଏ । ଯଦି ସିଧା ଛିଡାହେଲାପରେ ଆଣ୍ଟୁ ଦେଖା ଯାଏ ନାହି ତେବେ ଏହା ଅଶୁଭ ହୋଇଥାଏ

। ଶରୀର ଅସୁସ୍ତତ ହେବାର ସଙ୍କେତ  ହୋଇଥାଏ । ତେଣୁ ସ୍ଵସ୍ଥ ପ୍ରତି ଯତବାନ ହେବ ଉଚିତ । ଯଦି କୋଣସି ଦିନ ବାହାରକୁ ଯିବା ସମୟରେ ଆଖୁ ଦେଖିଥାନ୍ତି ତେବେ ଏହା ଶୁଭ ହୋଇଥାଏ ଧନ ପ୍ରାପ୍ତି ହେବାର ସଙ୍କେତ ମିଳିଥାଏ । ଯଦି କୋଣସି ଦିନ ଘରର ଉପରେ ପର ଆସି ବସିଯାଏ ତେବେ ଏହା ଶୁଭ ହୋଇଥାଏ ଭଲ ସମୟର ଆରଭମ୍ବ ଶୁଭ ସଙ୍କେତ ମିଳିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ ସୋବ୍ସ୍କୃବେ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button