ଦେଶ- ବିଦେଶ

ଜଙ୍ଗଲ ଭିତରେ ଯୁବତୀ କରୁଥିଲେ ଖେଳ ଦେଖନ୍ତୁ ଏହି Viral Video ଧରା ପଡ଼ିବାରୁ …

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ।
କାରଣ ଏହା ଟିକେ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ଏକ ଏମିତି ପ୍ଲାଟଫର୍ମ ଯେଉଁଠି ଅନେକ ଘଟଣାର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ।
ତେଣୁ ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣମାନେ ଦେଖିବାକୁ ପାଉଥିବେ। ଆଜିକାଲି ଦୁନିଆରେ ଯୁବକ ଆଉ ଯୁବତୀ ମାନେ ଏଭଳି ଖରାପ କାମ କରିଛନ୍ତି ଯାହାକି ତାଙ୍କୁ କିଛି ଫରକ୍ ପଡ଼ିନାହିଁ। ନିଜ ବାପା ମାଙ୍କ କଥା ଭାବୁନାହାନ୍ତି। ପ୍ରାୟ ସମୟରେ ଏଭଳି ଘଟଣା ସୋସିଆଲ ମିଡିଆରେ ହେଉ ଅବା ଆପଣ ରହୁଥିବା ଆଖପାଖରେ ମଧ୍ୟ ଦେଖିବାକୁ ମିଳିଥାଏ। ଯାହାକି ସେମାନଙ୍କ ପାଇଁ ବାପା ମା ବହୁତ ଅପମାନ ପାଇଥାନ୍ତି। ଟିକେ ଖୁସି ପାଇଁ ବାପା ମାଆଙ୍କ ଇ-ଜ୍ଜ-ତକୁ ଭୁଲି ଯାଇଥାନ୍ତି। ବର୍ତ୍ତମାନ ଜଣେ ଯୁବତୀ ଜଙ୍ଗଲରେ ଯାଇଥିବା ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି।
ଯୁବତୀ ଜଣଙ୍କ ଘରେ ମିଛ କଥା କହି ଜଙ୍ଗଲକୁ ଆସିଥିଲେ। ଏବଂ ଜଙ୍ଗଲରେ ଆସି ରା-ସ-ଲୀ-ଳା କରୁଥିଲେ। ସେଠାକାର ଯୁବକମାନେ ସେମାନଙ୍କୁ ଦେଖିଦେଇ ସେମାନଙ୍କର ଭିଡିଓ କରିଦେଇଥିଲେ।
ଯୁବତୀ ଜଣଙ୍କ ବହୁତ କାନ୍ଦିଥିଲେ ଏବଂ ତାଙ୍କ ଭିଡିଓ କରିବା ପାଇଁ ଯୁବକ ମାନଙ୍କୁ ମନା କରିଥିଲେ। ଆଉ ଯୁବକମାନେ ଜଙ୍ଗଲ ଭିତରେ ଉଭୟଙ୍କୁ ବାହା ହେବାପାଇଁ କହିଥିଲେ।
ଏହାପରେ ଯୁବକ ଜଣକ ଯୁବତୀ ମଥାରେ ସିନ୍ଦୂର ପିନ୍ଧେଇ ଥିଲେ। ତେବେ ବନ୍ଧୁଗଣ ଉଭୟଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ଯାହାକି ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button