ସ୍ୱାସ୍ଥ୍ୟ

ଅଣ୍ଟା ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ, ରସୁଣରେ କରନ୍ତୁ ଏହି ଦେଶୀ ଉପଚାର…

ନମସ୍କାର ବନ୍ଧୁଗଣ , ଆଜି କାଲି ପ୍ରୟାତ ସମସ୍ତକ ପାଖରେ ଦେଖା ଯାଉଥିବା ସମସ୍ୟା ହେଉଛି ଅଣ୍ଟା ବିନ୍ଧା କୋଣସି ବ୍ୟକ୍ତି କ  ଆରମ୍ଭ ହେଉଥିବା ବେଳେ ଓ ଆଉ କିଛି ବ୍ୟକ୍ତିକ ପାଇଁ ଏହା ବହୁତ ବର୍ଷ ଧରି ରହିଥିବା ସମସ୍ୟା ଅଟେ । କିନ୍ତୁ ମୁ ଆଜି ଆପଣମାନକ ପାଇଁ ଏମିତି ଏକ ଉପାୟ ଆଣିଛି । ଏହାକୁ  କରିବା ଦ୍ଵାରା ବହୁତ ବର୍ଷ ଧରି ପୀଡିତ କରୁଥିବା ଅଣ୍ଟା ବିନ୍ଧା ଦୂର ହୋଇଥାଏ । ଯେ କୋଣସି କାରଣରୁ ଆପଣକ ଅଣ୍ଟା ବିନ୍ଧୁ ଥାଉ ଏହାର ଥରେ ପ୍ରୟୋଗ ଦ୍ଵାରା ସଂପୂର୍ଣ୍ଣ ଠିକ୍ ହୋଇଯିବ ।

ଏହାକୁ ତିଆରି କରିବା ପାଇଁ ପ୍ରଥମେ ଦରକାର ପଡିବ ରସୁଣ ଏହା ଆମକୁ ସୁଲଭରେ ମିଳିଥାଏ । ଏହି ଉପାୟ ପାଇଁ କେବଳ ଦଶରୁ ବାରଟା ରସୁଣ ର ଆବଶ୍ୟକ ପଡେ  , ରସୁଣରେ ଅନେକ ପ୍ରକାରର ଭିଟାମିନ୍ ଓ ପୋଷକ ରେ ଭରପୁର ହୋଇଥାଏ । ଏଥିରେ ଭିତମିନ୍ -C , ଭିଟାମିନ -B ,ମଗ୍ନେୟସିୟମ ଆଦି ରହିଥାଏ ଏହା ଆମ ଶରୀର ପାଇଁ ବହୁତ ଉପକାର କରେ ।

ଏହାର ମୁଁ  ଆଜି ଆପଣମାନଙ୍କୁ ଦୁଇଟି ଉପାୟ କହିବି ଏହାକୁ ପ୍ରୟୋଗ କରି ଆପଣମାନେ ନିଜର ଅଣ୍ଟା ବିନ୍ଧାରୁ ଠିକ ହେଇଯିବେ । ଅନେକ ଲୋକକୁ ବହୁତ ଅଣ୍ଟା ବିନ୍ଧା ହୋଇଥାଏ ନଇ କି ଅଧିକ ଓଜନ ବୋହିବା ଦ୍ଵାରା ମଧ୍ୟ ଅଣ୍ଟା ବିନ୍ଧା ହୋଇଥାଏ । କିନ୍ତୁ ଏହାକୁ ଥରେ ତିଆରି କରି ଲଗାଇବା ଦ୍ଵାରା ଏହା ସଂପୂର୍ଣ୍ଣ ଠିକ ହୋଇଯାଏ ।

ଆମେ ଆଗରୁ ଚୋପା ଚୋଡେଇକି ରଖିଥିବା ଅଦାକୁ ପେଶୀ ଏଥିରେ ଏକ ଚାମୁଚ ନଡିଆ ତେଲ ,ଏକ ଚାମୁଚ ରାଶି ତେଲ ପକାନ୍ତୁ ଏହା ଆମର ଶରୀରର ପାଇଁ ବହୁତ ଲାଭଦାୟକ ହୋଇଥାଏ , ଏବେ ଏଥିରେ ଏକ ଚାମୁଚ ସୋରିଷ ତେଲ ମିଶେଇ ଭଲଭାବରେ ସମପରିମାଣ ମିଶେଇ ଦିଅନ୍ତୁ । ଏବେ ଏହାକୁ ଖରାରେ ରଖି ଗରମ କରିପାରିବେ । ଏହା ଗରମ ହେବ ପାଇଁ ଅଳ୍ପ ସମୟ ଲାଗିପରେ କିନ୍ତୁ ଏହା ଆପଣଙ୍କୁ ଭାରପୁର ଲାଭ ମିଳିଥାଏ ।

ଆପଣାକୁ ଦଶ ରୁ ପନ୍ଦର ଦିନ ଖରାରେ ବସେଇବାକୁ ପଡିବ । କିନ୍ତୁ ଯଦି ଆପଣ ଏହାକୁ ତୁରନ୍ତ ପ୍ରସ୍ତୁତ କରି ଲଗାଇବାକୁ ଚାହିବେ ତେବେ ଏହାକୁ ଲାଗାଇପାରିବେ କାରଣ ଏହା ତୁରନ୍ତ ଆରାମ ଦାୟକ ଅଟେ । ଅଣ୍ଟା ବିନ୍ଧା , ଆଣ୍ଠୁ ବିନ୍ଧା ଥିବା ବ୍ୟକ୍ତି ପାଇଁ ଏହା ଏକ କଷ୍ଟ ନିବାରକ ତେଲ ଅଟେ ।ଯଦି ଆପଣ ଏହାକୁ ତୁରନ୍ତ ଲଗାଇବାକୁ ଚାହାନ୍ତି ତେବେ  ପ୍ରତ୍ୟକ୍ଷ ଏହାକୁ  ନେଇ ଗ୍ୟାସ ଉପରେ ରଖିବା ଅନୁଚିତ । ତେଣୁ ଗୋଟିଏ ପାତ୍ରରେ ପାଣି ରଖି ଏହା ଭିତରେ ଏହି ତେଲକୁ ରଖନ୍ତୁ ।

ଏହା ପରେ ଏହାକୁ ଆଣି ନଖ୍ ଉଷୁମ ଦେଖି ନିଜ ଅଣ୍ଟା ରେ ଏହାକୁ ଲଗେଇପାରିବେ । ଦେଖିବେ ଏହାର ଦୁଇ ତିନି ଥର ପ୍ରୟୋଗରୁ ହିଁ ଆପଣକ ଅଣ୍ଟା ବିନ୍ଧା କମିଥାଏ । ଦୁଇ ମାସ ପରେ ଏହା ପୁରା ଠିକ ହୋଇଥାଏ । ଆପଣକ ଖାଇବା ପୂର୍ବରୁ ଯଦି ଦୁଇ ବା ଚାରି ଟି ରସୁଣ ଖାଇବେ ତେବେ ଏହା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଯଦି ଆପଣମାନ ଙ୍କୁ ଆମ ପୋଷ୍ଟ ଉପକାରୀ ହୋଇଥାଏ ,ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button