ଜ୍ୟୋତିଷ

Vastu Tips- ଲୁଣ ଆପଣଙ୍କୁ କରିବ ଧନୀ, ବାସ କରନ୍ତୁ ଏହି ଛୋଟ ଉପାୟ…

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ ଏବଂ ସମୁଦ୍ର ହେଉଛି ମାତା ଲକ୍ଷ୍ମୀଙ୍କର ବାପ ଘର । ଯେହେତୁ ଲୁଣ ସମୁଦ୍ର ଜାତ ତେଣୁ ଏହା ମାତା ଲକ୍ଷ୍ମୀଙ୍କର ମଧ୍ୟ ବହୁତ ପ୍ରିୟ ହୋଇଥାଏ । ଲୁଣକୁ ରୋଷେଇରେ ବ୍ୟବହାର କରିବା ସହିତ ଏହାକୁ ବାସ୍ତୁ ଦେଷ ନଜର ଦୋଷ ଏବଂ ଧରର ସମସ୍ତ ନକରାତ୍ମକ ଦୋଷକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ ।

ଯଦି ଘରେ ଅଯଥାରେ ଝଗଡା ଲାଗି ରହୁଥାଏ ଏବଂ ଅଭାବ ଅନଟନ ଦେଖା ଦେଉଥାଏ ଆୟ ଥିଲେ ମଧ୍ୟ ସଞ୍ଚୟ ହୋଇ ପାରୁନଥାଏ ବ୍ୟବସାୟରେ କ୍ଷତି ଘଟୁତାଏ ତେବେ ଆପଣ ମାନେ ଏହି ଲୁଣକୁ କିପରି ବ୍ୟବହାର କରିବେ ସେ ବିଷୟରେ ଆମେ ଆପଣଙ୍କୁ କହିବୁ । ତେବେ ଘରର ମୁଖ୍ୟ ଦ୍ଵାରା ଘରର ସବୁଠୁ ସଂବେଦନଶୀଳ ସ୍ଥାନ ହୋଇଥାଏ ।

ଏହା ସେହି ଜାଗା ହୋଇଥାଏ ଯେଉଁ ବାଟ ଦେଇ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ଶେଠୀ ପାଇଁ ବନ୍ଧୁଗଣ ଗୋଟିଏ ଲାଲ କପଡାରେ ଲୁଣକୁ ବାନ୍ଧିକି ଟାଙ୍ଗୀ ଦିଅନ୍ତୁ । ଲୁଣର ସକାରାତ୍ମକତାରୁ ଘରକୁ ଆସିବାର ଥିବା ସବୁ ସଙ୍କଟ ଦ୍ଵାରା ପାଖରେ ହିଁ ରହିଯିବ । ଆଉ ନକରାତ୍ମକ ଊର୍ଜା ଆପଣଙ୍କ ଘରେ ପ୍ରବେଶ କରି ପାରିବ ନାହିଁ ।

ତେବେ ଘରକୁ ଲେପାପୋଛା କରିବା ସମୟରେ ସେହି ପାଣିରେ ଏକ ଚାମୁଚ ଲୁଣ ମିଶାଇ ଦିଅନ୍ତୁ । ଏହାକୁ ସପ୍ତାହରେ ଦୁଇ ତିନି ଥର କରନ୍ତୁ । ଏହା କରିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ସହ ନଜର ଦୋଷ ମଦ୍ୟ ଦୂର ହୋଇଥାଏ । ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଦୂର ହୋଇଥାଏ । ଯାହା ଦ୍ୱାରା ଘରକୁ ଶାନ୍ତିର ବାତାବରଣ ପେରି ଆସିଥାଏ । ଘର ଧନ ଐଶ୍ୱର୍ଯ୍ୟରେ ପୂରି ଉଠିଥାଏ । ଆର୍ଥିକ କ୍ଷେତ୍ରରେ ସମସ୍ତ ସମସ୍ୟା ମାନ ଦୂର ହେବ ।

ତେବେ ଯଦି ଆପଣ ମାନେ ଯେତେ ରୋଜଗାର କରିଲେ ମଧ୍ୟ ସଦାସର୍ବଦା ନିଅଣ୍ଟ ଧରୁଥାଏ କିମ୍ବା କର୍ମ ବ୍ୟବସାୟରେ କ୍ଷତି ଘଟୁଥାଏ, ସଞ୍ଚୟ ଠିକ ରୂପରେ ହୋଇପାରୁ ନଥାଏ ତେବେ ଆପଣ ମାନେ ଏହି ଉପାୟ ନିଶ୍ଚିତ ରୂପରେ କରନ୍ତୁ । ଆପଣ ମାନେ କିଛି ଲୁଣ ନେଇ ଗୋଟିଏ କାଚ ବା ପ୍ଲାଷ୍ଟିକ ଡହାରେ ରଖିଦିଅନ୍ତୁ, ଯେପରିକି ବାହାରକୁ ଲୁଣ ଦେଖଯାଉଥିବ । ଏହା ସହ ସେହି ଲୁଣ କୁ ଏକ ଲାଲ କପଡା ରେ ରଖନ୍ତୁ ଏବଂ ସେହି ଲୁଣକୁ ଆଲମିରା ବା ପଇସା ବାକ୍ସ ଆଦିରେ ରଖନ୍ତୁ । ଏମିତି କରିବା ଦ୍ୱାରା ଘରର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ନୂତନ ବ୍ୟବସାୟ କରିବା ପାଇଁ ଚାହୁଁଥିଲେ ଏହି ଉପାୟ ନିଶ୍ତିତ ରୂପରେ କରନ୍ତୁ ।

ତେବେ ଗାଧୁଆ ଘରେ ଯଦି କୌଣସି ପ୍ରକାରର ବସ୍ତୁ ଦୋଷ ରହିଥାଏ ତେବେ ତାର ନକରାତ୍ମକ ପ୍ରଭାବ ପୁରା ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଯେଉ କାରଣରୁ ପରିବାର ସଦସ୍ୟ ଜଣେ ପରେ ଜଣେ ବିମାରୀରେ ପଡିବାକୁ ଲାଗିଥାନ୍ତି । ଏହା ସହିତ ଘରର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହାର ଉପାୟ କୁହାଯାଇଛି । ଏଥି ପାଇଁ ଗାଧୁଆ ଘରେ ଗୋଟିଏ କାଚର ପାତ୍ରରେ ଲୁଣ ଭାରିକରି ରଖି ଦିଅନ୍ତୁ । ଆଉ ତାକୁ ପ୍ରତି ସପ୍ତାହରେ ବଦଳାଇ ନୂଆ ଲୁଣ ରଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button