ସ୍ୱାସ୍ଥ୍ୟ

ପୁରା ଶରୀରକୁ କରନ୍ତୁ କ୍ଷୀର ପରି ଧଳା, ବାସ ଗାଧୋଇବା ବେଳେ ଲଗାଇ ଦିଅନ୍ତୁ ଏହି ଜିନିଷ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ପୁରୁଷ ହେଉ ବା ମହିଳା ସମସ୍ତେ ଚେହେରାକୁ ଗୋରା କରିବା ପାଇଁ ଚାହିଁଥାନ୍ତି । ଏଥିପାଇଁ .ସେମାନେ ବିଭିନ୍ନ କେମିକାଲ ଯୁକ୍ତ ପ୍ରଡକ୍ଟ ମଧ୍ୟ ୟୁଜ କରିଥାନ୍ତି, କିନ୍ତୁ ତାହା ଫେସ୍ ପାଇଁ ବହୁତ ହାନିକାରକ ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ସହଜ ଘରୋଇ ଉପାୟ ନେଇ ଆସିଛୁ, ଯାହାକୁ ବ୍ୟବହାର କରି ଆପଣ ମାନେ ଆପଣଙ୍କ ଚେହେରାକୁ ଗୋରା କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ରେମିଡି ପ୍ରସ୍ତୁତ କରିବା ପ୍ରଣାଳୀ ବିଷୟରେ ।

ତେବେ ପ୍ରଥମେ ଆପଣ ଗୋଟିଏ ମିଡିଅମ ସାଇଜର ଟମାଟୋ ଆଣନ୍ତୁ ଏବଂ ତାହାକୁ ଦୁଇ ଫାଳ କରି ଦିଅନ୍ତୁ । ଏକ ଫାଳ ଟମାଟୋ ର ଜୁସ ବା ରସ ବାହାର କରି ନିଅନ୍ତୁ, ସେଥିରେ ଅଳ୍ପ ଲୁଣ ଓ ହାପ ଚାମଚ ହଳଦୀ ଏଡ୍ କରନ୍ତୁ । ଏଥି ସହିତ ଏକ ଚାମଚ ଏଲୋବିରା ଜେଲ ଓ ହାପ ଚାମଚ ବେସନ ଦେଇ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏଥିରେ ଏଡ୍ କରାଯାଇଥିବା ସମସ୍ତ ସାମଗ୍ରୀ ଆପଣ ମାନଙ୍କୁ ଅତି ସହଜରେ ମିଳିଯିବ ।

ଏହା ସମ୍ପୂର୍ଣ୍ଣ ଘରୋଇ ଉପଚାର ଅଟେ, ଏହାକୁ ବ୍ୟବହାର କଲେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ହେବ ନାହିଁ । ବର୍ତ୍ତମାନ ଆମର ଏହି ଉପଚାରଟି ପ୍ରସ୍ତୁତ ହୋଇସାରିଛି, ବର୍ତ୍ତମାନ ଜାଣିବା ଏହକୁ କିପରି ବ୍ୟବହାର କରିବେ ।ପ୍ରସ୍ତୁତ କରାଯାଇଥିବା ରେମିଡିକୁ ଆପଣ ମାନେ ଆଙ୍ଗୁଳି ସାହାର୍ଯ୍ୟରେ ନେଇ ଆପଣ ମାନଙ୍କ ଚେହେରାରେ ଆପ୍ଲାଏ କରିବେ ।

ଏହିଭଳି ଭାବରେ ଆପଣ ମାନେ ତାହାକୁ ମାଲିସ କରିବେ, ମାସାଜ୍ କରି ସାରିବା ପରେ ଆପଣ ଏହାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଚେହେରାରେ ଛାଡିଦେବେ । ଏହାପରେ ଆପଣ ମାନେ ଅଳ୍ପ ଉଷମ ଥିବା ପାଣିରେ ଆପଣଙ୍କ ଚେହେରାକୁ ଧୋଇଦେବେ । ଆପଣ ମାନେ ଏହି ପରି ଭାବରେ ସପ୍ତାହରେ ୨ ଥର କରନ୍ତୁ, ଆପଣ ମାନେ ନିଶ୍ଚିତ ରୂପେ ଏହାର ରେଜଲ୍ଟ ପାଇଯିବେ ।

ଆପଣଙ୍କ ଚେହେରାରେ ଗୋଟିଏ ଅଲଗା ପ୍ରକାର ଗ୍ଲୋ ଦେଖିବାକୁ ମିଳିବ । ତେବେ ଏହା ସହିତ ଧୀରେ ଧୀରେ ଆପଣଙ୍କ ଫେସ୍ ଗୋରା ମଧ୍ୟ ହୋଇଯିବ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଉପଚାର ଅଟେ । ରେମିଡିରେ ଏଥିପାଇଁ ଲୁଣ ମିଶା ଯାଇଥାଏ ଯେତେବେଳେ ଆମେ ଲୁଣ କୁ ଚେହେରା ରେ ଲଗେଇବା ଏହି ମିଶ୍ରଣ ଜରିଆରେ । ସେତେବେଳେ ଆମ ମୁହଁରେ ଥିବା ଡେଟସେଲ ଗୁଡିକ ବାହାରି ଆସିବ ଏବଂ ଆପଣଙ୍କ ଫେସ୍ ବହୁତ ଚିକ୍କଣ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button