ସ୍ୱାସ୍ଥ୍ୟ

ଏହି ଗୋଟିଏ ପତ୍ର ଆଗରେ ଫେଲ୍ ହୋଇଯିବ ଲକ୍ଷେ ପ୍ରକାରର ଔଷଧ ! କିଡନୀ ଷ୍ଟୋନ, ମୁଣ୍ଡବିନ୍ଧା, ଚର୍ମରୋଗ ଆଦି 1000 ରୋଗ ଭଲ କରେ ଏହି ପତ୍ର

ସାଧାରଣତଃ ଆମ ବାଡି ବଗିଚା, ତଥା ଆମ ଘରର ଆଖ ପାଖ ଅଞ୍ଚଳ ରେ ଆମେ ମାନେ ଅନେକ ଗଛ ଲତା ଆଦି ବୃକ୍ଷ ମାନଙ୍କୁ ଦେଖିଥାଉ । କିନ୍ତୁ ସେମାନଙ୍କର ଗୁଣ ବିଷୟ ରେ ଆମେ ମାନେ ଭଲ ଭାବରେ ଜାଣି ନ ଥାଉ । ସେହି ଗଛ ମାନଙ୍କ ମଧ୍ୟରୁ ଅମର ପୋଇ ଗଛ ହେଉଛି ଅନ୍ଯତମ । ଏହି ଗଛ ଏକ ଏପରି ଗଛ ଯାହା କି ମନୁଷ୍ୟ ତଥା ଆମ ଜୀବ ସମାଜ ପାଇଁ ପ୍ରକୃତିର ଏକ ବରଦାନ ।

କାରଣ ଏହି ଗଛ ର ପତ୍ର ସାହାର୍ଯ୍ୟ ରେ ଆପଣ ହଜାର ପ୍ରକାର ରୋଗ ସମସ୍ଯା ରୁ ମଧ୍ୟ ମୁକ୍ତ ହୋଇ ପାରିବେ । ସାଧାରଣତଃ ଏହି ଅମର ପୋଇ ଗଛ ଗ୍ରାମାଞ୍ଚଳ ରେ ଅଧିକାଂଶ ଭାବରେ ଦେଖିବାକୁ ମିଳିଥାଏ ।

ଅମର ପୋଇ ଗଛ ଏକ ଏଭଳି ଗଛ ଅଟେ, ଯାହାର ପତ୍ର କୁ ମାଟିରେ ପୋତି ଦେବାରୁ ଆଉ ଏକ ନୂତନ ଗଛ ସୃଷ୍ଟି ହୋଇ ଯାଇଥାଏ । ଏହାର ଏହି ଭଳି ଚମତ୍କାରୀ ଗୁଣ କାରଣ ଥିବାରୁ ଏହାର ନାମ ଏହି ଭଳି ଅମରପୋଇ ରହିଅଛି ।

ଦର୍ଶକ ବନ୍ଧୁ ଆଜିର ଏହି ଉପଚର ଟି ପାଇଁ ଆପଣ ସର୍ବ ପ୍ରଥମେ ୨ ରୁ ୩ ଟି ଅମର ପୋଇ ପତ୍ର ଆଣି ତାହାକୁ ଭଲ ଭାବରେ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଏହାକୁ ବାଟି ବା ଛେଚି ଏହାର ରସ ବାହର କରି ନିଅନ୍ତୁ । ଏହାର ସ୍ଵାଦ ଅଳ୍ପ ଖଟା, ସାମାନ୍ଯ ଲୁଣିଆ ତଥା ସ୍ଵାଦିଷ୍ଟ ମଧ୍ୟ ଲାଇଥାଏ ।

କିଛି ସ୍ଥାନର କିଛି ଲୋକ ଏହି ପତ୍ର କୁ ରନ୍ଧନ କରି ଏହାର ତରକାରୀ ମଧ୍ୟ ସେବା କରିଥା’ନ୍ତି । ଯଦି ଆପଣ ଙ୍କ କିଡନୀ ରେ ପଥରି ବା ଷ୍ଟୋନ ଭଳି ସମସ୍ଯା ଅଛି ତେବେ ଆପଣ ଏହାର କାଢ କରି ସେବନ କରନ୍ତୁ । ନଚେତ ଆପଣ ଏହି ଗଛରୁ ଏକ ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ସେଥିରେ ଅଢେଟା ଗୋଲମରୀଚ ଦେଇ ତାହାକୁ ବାଟି ନିଅନ୍ତୁ । ଏହା ରେ ସକାଳେ ଖାଲି ପେଟ ରେ ତାହାକୁ ସେବନ କରି ନିଅନ୍ତୁ ।

ଏହି ଭଳି ସାତ ଦିନ ସେବନ କରିବା ଦ୍ଵାରା ଆପଣ ଦେଖିବେ କି ଆପଣ ଙ୍କର କିଡନୀ ରୁ ବା ପେଟ ରୁ ସେହି ଷ୍ଟୋନ ବା ପଥରୀ ଟି ପରିସ୍ରା ବା ମଳ ଦ୍ଵାରା ବାହାରି ଯାଇଥାଏ । ଏହାକୁ ବାଟି ମୁଣ୍ଡ ରେ ଏହାର ଲେପ ଲଗାଇବା ଦ୍ଵାରା ମୁଣ୍ଡ ବିନ୍ଧା ଓ ଯନ୍ତ୍ରଣା ମୂଳ ରୁ ଭଲ ହୋଇ ଯାଇଥାଏ । ଏକ ଗ୍ଳାସ ପାଣିରେ ୨ ଟି ଏହି ପତ୍ର କୁ ଭଲ ଭାବରେ ଛିଣ୍ଡାଇ ପକାଇ ଦିଅନ୍ତୁ ।

ଏହା ପରେ ଏହା ଫୁଟି ଫୁଟି ଅଧ ଗ୍ଳାସ ହୋଇ ଗଲା ପରେ ଏହାକୁ ଉଷୁମ ଥିବା ଅବସ୍ଥାରେ ଛାଣି ଦେଇ ଏଥିରେ ୫୦ ml ସିଲାଜିତ ଓ ୨ ଗ୍ରାମ ମହୁ ମିଶାଇ ଏହାର ଦିନକୁ ଦୁଇ ଥର ତାଜା ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆପଣ କିଡନୀ ତଥା ପେଟ ବିନ୍ଧା ଆଦି ସବୁ ପ୍ରକାର ସମସ୍ଯା ରୁ ମୁକ୍ତ ହୋଇ ପାରିବେ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button