ଜ୍ୟୋତିଷ

ସ୍ତ୍ରୀ ମାନେ ଗୋଡ଼ରେ ମୁଦି ପିନ୍ଧିବା ଦ୍ୱାରା କଣ ପାଇଁ ସ୍ୱାମୀ ଋଣ ଆଉ କଷ୍ଟ ବୁଡ଼ିଯାନ୍ତି?

ବନ୍ଧୁଗଣ ଆଜି ଆମେ ଗୋଡ ମୁଦି ବିଷୟରେ କହିବାକୁ ଯାଉଛୁ, ଏହାର ଅନେକ ପୌରାଣିକ କଥା କଥିତ ରହିଅଛି | ଏମିତି ତ ଗୋଟିଏ ନାରୀର ଅନେକ ଆଭୁଷଣ ରହିଥାଏ ଯାହାକୁ ପିନ୍ଧିବା ସ୍ୱାମୀଙ୍କ ପାଇଁ ଶୁଭ ହୋଇଥାଏ ଯେମିତି କି ଶଙ୍ଖା, ମଙ୍ଗଳସୂତ୍ର, ହାର ପାଉଁଜି ଇତ୍ୟାଦି | ତେବେ ପାଦ ମୁଦି ସ୍ୱାମୀଙ୍କ ପାଇଁ ଶୁଭ ହୋଇଥାଏ,ପାଦ ମୁଦି ପିନ୍ଧିବା ଦ୍ୱାରା ସ୍ୱାମୀଙ୍କ ଉପରେ ସୁପ୍ରଭାବ ପଡିଥାଏ | ତେବେ ଏହାକୁ କେଉଁ ପାଦର ଆଙ୍ଗୁଟି ରେ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ |

କଣ କରିବା ଦ୍ୱାରା ଏହା ସ୍ୱାମୀଙ୍କ ଉପରେ କୃପ୍ରଭାବ ପକାଇ ନଥାଏ ଆଜି ଆମେ ସେ ବିଷୟରେ ଆପଣଙ୍କୁ ଜଣେଇବୁ | କେଉଁ ମହିଳାଙ୍କୁ ଗୋଡ଼ ମୁଦି ପିନ୍ଧିବା ଉଚିତ ନୁହେଁ ବୋଲି ବିବେଚନା କରାଯାଇଛି | ଶାସ୍ତ୍ର ଅନୁସାରେ ଗୋଡ ମୁଦିବା ପିନ୍ଧିବା ଦ୍ଵାରା ନା କେବଳ ଫାଇଦା ମିଳିଥାଏ ବରଂ ଏହା ଦ୍ୱାରା ସ୍ୱାମୀ ଉପରେ ବିପତ୍ତି ଆସିନଥାଏ | ପ୍ରାୟତଃ ମହିଳା ଗୋଡ ପିନ୍ଧିବା ଭୁଲ ରେ କରିଥାନ୍ତି ଯେଉ କାରଣରୁ ଏମାନଙ୍କ ସ୍ୱାମି ଉପରେ ସଙ୍କଟ ଆସିଥାଏ | ଶାସ୍ତ୍ର ଅନୁସାରେ ହିନ୍ଦୁ ଏବଂ ମୁସଲିମ ମହିଳା ମାନେ ମଧ୍ୟ ପାଦରେ ଗୋଡ ମୁଦି ଲଗାଇଥାନ୍ତି | ତେବେ ପାଦ ରେ କେମିତ ପିନ୍ଧିବା ଦ୍ୱାରା ଶୁଭ ହୋଇଥାଏ ଏବଂ କେମିତି ପିନ୍ଧିବା ଦ୍ୱାରା ଅଶୁଭ ହୋଇଥାଏ ଆସନ୍ତୁ ସେ ବିଷୟରେ ଜାଣିବା |

ଯଦି ଆପଣ ବିବାହିତ ତେବେ ଆପଣଂକୁ ଗୋଡ ମୁଦି ଲଗାଇବା ଦରକାର ଶାସ୍ତ୍ର ଅନୁସାରେ ଏହାକୁ ଭଲ ସଂକେତ ବୋଲି ବିଶ୍ୱାସ କରାଯାଏ |କିନ୍ତୁ କୁଆଁରୀ କନ୍ୟା ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ ଏମିତି ବିବାହ ପୂର୍ବରୁ କୌଣସି କନ୍ୟା ଗୋଡ ମୁଦି ପିନ୍ଧିଲେ ଘୋର ପାପ ଲାଗିଥାଏ | ପୁରୁଣା ଗୋଡ ମୁଦି ବଦଳେଇବା ସମୟରେ ନୂଆ ମୁଦି ପିନ୍ଧିବା ସମୟରେ ଗୋଡ ରୁ ପୁରୁଣା ମୁଦି ବାହାର କରିବା ଉଚ୍ଚିତ ନୁହେଁ | ନୁଆଁ ମୁଦି ପିନ୍ଧିବା ସମୟରେ ପୁରୁଣା ମୁଦିକୁ ବାହାର କରନ୍ତି ନାହିଁ |

ନୁଆ ମୁଦି ପିନ୍ଧିସାରିଲା ପରେ ପୁରୁଣା ମୁଦି କୁ ବାହାର କରନ୍ତୁ | କାରଣ ଶାସ୍ତ୍ର ଅନୁସାରେ ଗୋଡ ମୁଦି କୁ ଟିକେ ସମୟରେ ପାଇଁ ମଧ୍ୟ ପାଦରେ ଅଲଗା କରିବା ଉଚିତ ନୁହେଁ | ଗୋଡ ମୁଦି ଫୋପାଡିବା ଉଚିତ ନୁହେଁ, ଏହାକୁ କାହାକୁ ଦେବ ମଧ୍ୟ ଉଚିତ ନୁହେଁ ଏହାକୁ ବାହାର କରିବା ନିଜ ବୈବାହିକ ଜୀବନକୁ କ୍ଷତି ପହଞ୍ଚେଇ ଥାଏ ତେବେ ବନ୍ଧୁଗଣ ଗୋଡ ମୁଦି କେବଳ ସ୍ୱାମୀଙ୍କର ପ୍ରତୀକ ନୁହେଁ ଏହା ମହିଳା ମାନଙ୍କର ରୋଗ କୁ ଦୂର ମଧ୍ୟ କରିଥାଏ | ଗୋଡ ମୁଦି ଅତ୍ୟନ୍ତ ଶୁଭ ହୋଇଥାଏ ଏହା ସ୍ୱାମୀଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ |

ତେବେ ଚାନ୍ଦି ଚନ୍ଦ୍ରମାଙ୍କ ପ୍ରତୀକ ହୋଇଥାନ୍ତି ଏହା ଶୀତଳ ର ପ୍ରତୀକ ହୋଇଥାନ୍ତି ତେବେ ମହିଳାଙ୍କୁ ମନେ ପାଦରେ ଗୋଡ ମୁଦି ପିନ୍ଧିବା ଦ୍ୱାରା ଏହା ଭୂମିକୁ ସ୍ପର୍ଶ କରିଥାଏ ତେବେ ଏହିପରି ହେବ ଦ୍ୱାରା ପୃଥିବାର ଚକ୍ର ଠିକ ହୋଇଥାଏ ଏବଂ ବହୁତ ଶୁଭ ଫଳ ମିଳିଥାଏ | ମହିଳାଙ୍କୁ ମାନେ ଗୋଡ ମୁଦି ପିନ୍ଧିବା ଦ୍ୱାରା ତାଙ୍କ ମାସିକ ଚକ୍ର ବି ଠିକ ହୋଇଥାଏ | ଗୋଡ ମୁଦି ପାଦରୁ ହଜିବା କିମ୍ବା ଭାଙ୍ଗିଯିବା ଅତ୍ୟନ୍ତ ଅଶୁଭ ହୋଇଥାଏ ଏହା ଦ୍ୱାରା ସ୍ୱାମୀଙ୍କ ଉପରେ ଅସୁବିଧାରେ ହୋଇଥାଏ ରୋଗ ମଧ୍ୟ ହୋଇଥାଏ |

ଗୋଡ଼ ମୁଦି ଭାଙ୍ଗିଯିବା କେବଳ ସ୍ୱାମୀଙ୍କୁ ନୁହେଁ ତେବେ ସେହି ମହିଳାଙ୍କି ମଧ୍ୟ ଅଶୁଭ ହୋଇଥାଏ | ଏହା ହେବା ଦ୍ଵାରା ମା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି ତେବେ ଯଦି କେବେ ଏହିପରି ଗୋଡ ମୁଦି ହଜିଯାଏ କିମ୍ବା ଭାଙ୍ଗିଯାଏଁ ତେବେ ମା ଲକ୍ଷ୍ମୀ ଙ୍କୁ କ୍ଷମା ମାଗିନେବା ଉଚିତ ହୋଇଥାଏ ଏହିପରି କରିବା ନିହାତି ଆବଶ୍ୟକ ହୋଇଥାଏ | ପାଦରୁ ମୁଦି ହଜିଯିବ କିମ୍ବା କାହାକୁ ଦେବ ଉଚିତ ନୁହେଁ ଏହା କରିବା ଦ୍ୱାରା ବହୁତ ଅନିଷ୍ଟ ହୋଇଥାଏ ସ୍ୱାମୀଙ୍କ ଉପରେ ପ୍ରଭାବ ପଡିଥାଏ ତେବେ ଏମିତି କେବେ ବି କାହାକୁ ନିଜ ପାଦର ମୁଦି ଦେବ ଉଚିତ ନୁହେଁ ଏହା ଦ୍ୱାରା ଘରର ଅସୁଭ ଏବଂ ଅନିଷ୍ଟ ହୋଇଥାଏ |

ତେବେ ଯଦି ଆପଣ ବିବାହିତ ଅଟନ୍ତି ତେବେ ଆପଣଙ୍କୁ ଗୋଡ ମୁଦି ପିନ୍ଧିବା ନିହାତି ଆବଶ୍ୟକ କିନ୍ତୁ ଯଦି ଆପଣ ଅବିବିହାତ ଅଛନ୍ତି ତେବେ ଭୁଲ ରେ ମଧ୍ୟ ଗୋଡ଼ ମୁଦି ପିନ୍ଧନ୍ତୁ ଏହା କରିବା ଦ୍ୱାରା ଅଶୁଭ ହୋଇଥାଏ | ତେବେ ପାଦରେ ଗୋଡ଼ ମୁଦି ପିନ୍ଧିବା ସମସ୍ତ ସ୍ତ୍ରୀ ଙ୍କ ପାଇଁ ଶୁଭ ହୋଇଥାଏ ଏବଂ ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆର୍ଥିକ ଭଲ ଫଳ ଦେଇଥାନ୍ତି ତେବେ ଗୋଡ ମୁଦି ହଜିବା କିମ୍ବା କେଉଁଠି ପଡ଼ିଯିବ ଉଚିତ ନୁହେଁ ଏମିତି ହେବ ଦ୍ୱାରା ଅଶୁଭ ହୋଇଥାଏ |

ପାଦରେ ପାଉଁଜି ଘୁଘୁର ପିନ୍ଧିବା ଶୁଭ ବୋଲି ଶାସ୍ତ୍ରରେ ଲେଖା ଯାଇଛି ଏହା ଜଡି ଆପଣ ପାଦରେ ପାଉଁଜି ଲଗେଇ ପାରୁନାହାନ୍ତି ତେବେ ନିଅଛିନ୍ତ ଭାବରେ ଗୋଡ ମୁଦି ଲଗେଇବା ଉଚିତ ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଶାନ୍ତି ହୋଇଥାନ୍ତି ଏବଂ ଭୂମି ରେ ପଡ ଲାଗିବ ଦ୍ୱାରା ଆପଣଙ୍କର ରୋଗ ମଧ୍ୟ୍ୟ ଦୂର ହୋଇଥାଏ ତେବେ ଗୋଡ ମୁଦା ଅତ୍ୟନ୍ତ ଶୁଭ ହୋଇଥାଏ ଏହା ସ୍ୱାମୀଙ୍କ ପାଇ ଶୁଭ ହୋଇଥାଏ ଯେଉ ନାରୀ ବିବାହିତ ସେ ଗୋଡ ମୁଦି ପିନ୍ଧିବା ନିହାତି ଆବଶ୍ୟକ |

Related Articles

Leave a Reply

Your email address will not be published. Required fields are marked *

Back to top button