ଜ୍ୟୋତିଷ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଲୋକ ରାତିର ଏହି ସମୟରେ ସମ୍ଭୋଗ କରିବେ ସେମାନେ ସଦା ସର୍ବଦା ଧନୀ ରହିବେ..

ବନ୍ଧୁଗଣ ଶୋଇବା ଆଗରୁ ଯଦି ଆପଣ ମାନେ ଏହି 5ଟି କାମ କରୁନାହାନ୍ତି ତ ଆପଣଙ୍କୁ ସାରାଜୀବନ ପସ୍ତେଇବାକୁ ପଡିପାରେ | ଖାସ କରି ଅଧା ରାତିରେ ତ ଏହି କାମ ଜମା ବି କରିବେ ନାହିଁ | ବନ୍ଧୁଗଣ ଶୋଇବା ଆମ ସମସ୍ତଙ୍କ ଜୀବନରେ ଅତ୍ୟନ୍ତ ଆବଶ୍ୟକ ଅଟେ | ଆମେ ସବୁ ଶୋଇବା ପାଇଁ ରାତି ସମୟକୁ ହିଁ ଭଲ ବୋଲି ଭାବୁଥାଉ |

ଆମେ ସବୁବେଳେ ସେତେବେଳ ହିଁ ସୋଇଥାଉ ଯେତେବେଳ ଆମେ ଆମର ସବୁ କମା ସାରିଦେଇଥାଏ | ଏବଂ ଏହା ମଧ୍ୟରେ କିଛି ଏପରି ମଧ୍ୟ କାମ ଥାଏ ଯାହା ଶୋଇବା ପୂର୍ବରୁ କରି ଶୋଇବା ଆମ ପାଇଁ ନିହାତି ଅବଶ୍ୟକ ହୋଇଥାଏ | ଆମେ ଆପଣଙ୍କୁ କହିରକାହୁଛୁ ଯେ ପତି-ପତ୍ନୀଙ୍କ ମଧ୍ୟରେ କିମ୍ଭା ଅନ୍ୟ ସବୁ କାମ ଶୋଇବା ପୂର୍ବରୁ ହିଁ କରିନେବା ବହୁତ ଜରୁରି ହୋଇଥାଏ | ଆମେ ଆଜି ଆପଣଙ୍କୁ ଏକ ଏମିତି ଜିନିଷ ମଧ୍ୟ କହିବୁ ଯାହାକୁ ଆପଣ କେବେ ବି କରିବେ ନାହିଁ |

ବନ୍ଧୁଗଣ ପ୍ରଥମତଃ ପ୍ରେମ ସମ୍ପର୍କ ପାଇଁ କୌଣସି ବି ସମୟ ନିର୍ଧାରଣ କରାଯାଇନାହିଁ |କିନ୍ତୁ ଖାସ କରି ରାତିର ସମୟ ଏହି କାର୍ଯ୍ୟ କରିବାକୁ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ | ଆମେ ଆପଣଙ୍କୁ କହିରଖୁଛୁ ଯେ ରାତିର 12ରୁ ସକାଳ 6ଟା ପର୍ଯ୍ୟନ୍ତ ମଣିଷ ପାଖରେ ପ୍ରେମର ଇଛା ଏବଂ ଲାଳଶା ବହୁତ ହୋଇଥାଏ |

ଆମେ ଆପଣଙ୍କୁ କହିରଖୁଛୁ ଯେ ରାତିର 12ଟାରୁ 3ଟା ପର୍ଯ୍ୟନ୍ତ ଆପଣ ପ୍ରେମ ସମ୍ପର୍କ ରଖିପାରିବେ | ଏବଂ ଏହା ପରର ସବୁ ସମୟ ଏହି ପ୍ରେମ ସମ୍ପର୍କ ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ | ଆପଣ ମାନେ ମଧ୍ୟ ନିଜ ପ୍ରେମ ସମ୍ପର୍କ କେବଳ 12 ଟାରୁ 3ଟା ପର୍ଯ୍ୟନ୍ତ ହିଁ ରଖନ୍ତୁ | ନଚେତ ଏହାର ପ୍ରଭାବ ବହୁତ ଖରାପ ହୋଇଥାଏ | କାରଣ ସକାଳ 3 ରୁ 6 ଟା ସମୟକୁ ବ୍ରହ୍ମ ସମୟ ବୋଲି ବିବେଚନା କରାଯାଏ | ଏହି ସମୟରେ ଆମ ସହ ଈଶ୍ୱରୀୟ ଶକ୍ତି ଆମ ସହ ରହିଥାଏ |

ଧର୍ମ ପୁରାଣ ଅନୁଯାୟୀ ଯେଉ ବ୍ୟକ୍ତି ଡେରି ରାତି ପର୍ଯ୍ୟନ୍ତ ବିନା କୌଣସି ମୁହୂରତ ରେ ପୂଜା ପାଠ କରନ୍ତି ତାଙ୍କୁ କୌଣସି ଶୁଭ ଫଳ ପ୍ରାପ୍ତ ହୁଏନାହିଁ | କାରଣ ଏମିତି ପୂଜା ପାଠ ଆତ୍ମ ଏବଂ ପ୍ରେତଙ୍କ ପାଖକୁ ଚାଲିଯାଇଥାଏ | ଏବଂ ଏମିତି କରିବା ଦ୍ୱାରା ମଣିଷ ମାନଙ୍କୁ ଏହି ପୂଜାର କୌଣସି ବି ଫଳ ମିଳିନଥାଏ | ଏବଂ ଏପରି ପୂଜା କରିବା ଦ୍ୱାରା ଘରକୁ ଖରାପ ଶକ୍ତି ଆସିଥାଏ | ସେଇଥି ପାଇଁ ହିଁ ଏହା କୁହାଯାଏ ଯେ ଶୁଭ ସମୟ ଦେଖି ହିଁ ପୂଜା ପାଠ କରିବା ଆବଶ୍ୟକ ଅଟେ | ଅର୍ଥାତ ରାତି 11 ଟା ପୂର୍ବରୁ ହିଁ ପୂଜା ପାଠ କାମ ସାରିଦେବା ଅବଶ୍ୟକ ଅଟେ |

ତୃତୀୟତଃ ବୟସ୍କ ଲୋକ କହିଛନ୍ତି କି ରାତିରେ ଶୋଇବା ପୂର୍ବରୁ ହାତ, ଗୋଡ଼, ମୁହଁ ଧୋଇଦେବା ଉଚିତ | କାରଣ ଏହିପରି ନକରିବା ଦ୍ଵାରା ନକାରାତ୍ମକ ଉର୍ଜା ଆପଣଙ୍କୁ ଘେରି ହୋଇ ରହିଥାଏ ଏମିତି କରିବା ଦ୍ୱାରା ଦୋଷ ମଧ୍ୟ ଲାଗିଥାଏ |ହାତ ନଧୋଇ ଶୋଇଲେ ଘରେ ବିମାରୀ ବିସ୍ତାର ହୋଇଥାଏ, ଏଥିପାଇଁ ସର୍ତକ ହୋଇଯାନ୍ତୁ |

ତେବେ ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇ ଶୋଇବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ | ଏହାକୁ ଶୋଇବାର କିଛି ସମୟ ପୂର୍ବରୁ ଅର୍ଥାତ ଅଧ ଘଣ୍ଟା ପୂର୍ବରୁ ପିଇବା ବହୁତ ଫାଇଦା ଦେଇଥାଏ ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ବହୁତ ଭଲ ହୋଇଥାଏ |

ରାତିରେ ଶୋଇବା ପୂର୍ବରୁ ଏହି କାମ ନିଶ୍ଚିନ୍ତ କରନ୍ତୁ, ଆପଣଙ୍କ ପୁରା ଦିନକୁ ପୁଣି ଥରେ ମନେ ପକାନ୍ତୁ | ଏହିପରି ଆପଣ ଜାଣିପାରିବେ ଆଜି ଆପଣ କଣ କରିଛନ୍ତି କଣ ନାହିଁ,କାଲି ଆପଣଙ୍କୁ କଣ କରିବାକୁ ପଡିବ | ଏହା କରିବା ଦ୍ୱାରା ଆପଣ ଆପଣଙ୍କ ଜୀବନ କୁ ଆୟତ ରେ ରଖିପାରିବେ |ତେବେ ବନ୍ଧୁଗଣ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ରୋଷେଇ ଘରେ କେବେ ବି ଆସନ ବାସନ ଆଉ ଖରାପ ପାଣି ରଖିବା ଉଚିତ ନୁହେଁ ଏହା ଶରୀରକୁ କ୍ଷତି କରିଥାଏ |

Related Articles

Leave a Reply

Your email address will not be published. Required fields are marked *

Back to top button