ରାଜ୍ୟ
ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍, ୧୬ଜଣ ଗୁରୁତର ଆହତ – Kalinga News

[ad_1]
କଟକ : ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । କଟକ ସଦର ଥାନା ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା । ଏଥିରେ ୧୬ଜଣ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆହତ ମାନଙ୍କୁ ଏସ ସି ବି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୭ଜଣ ପୁରୁଷ, ୯ ଜଣ ମହିଳା ଅଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସର ଛାନବିନ ଜାରି ।
The post ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍, ୧୬ଜଣ ଗୁରୁତର ଆହତ appeared first on KNews Odisha.
[ad_2]