ରାଜନୀତି

ଖୋର୍ଦ୍ଧାରେ ବଦଳିଲା ଇତିହାସ: ଜେଲ୍‌ରେ ଥାଇ ନିର୍ବାଚନ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ – Kalinga News

[ad_1]

ଖୋର୍ଦ୍ଧା: ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ମତଦାନର ମତଗଣନା ଜାରି ରହିଛି। ଧୀରେଧୀରେ ଏହାର ଫଳାଫଳ ଆସୁଛି। ଖୋର୍ଦ୍ଧାରେ ବିଜେଡିର ହ୍ୟାଟ୍ରିକ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ସେ ହରାଇଛନ୍ତି। ଖୋର୍ଦ୍ଧା ଇତିହାସରେ ବିଜେପିର ଏହା ପ୍ରଥମ ବିଜୟ ହୋଇଛି। ଗଲା ୨୫ତାରିଖରେ ଜେଲ ଯାଇଥିବା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ ହେଲା ପରେ ଖୋର୍ଦ୍ଧାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button